Browsing Category
ଦେଶ ବିଦେଶ
ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛିସେ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ସରକାରୀ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ଆମର ଆର୍ଥିକ ନୀତିରେ ଏକ ମଜବୁତ ଛାପ ଛାଡିଥିଲେ : ପ୍ରଧାନମନ୍ତ୍ରୀଆମର ପ୍ରଧାନମନ୍ତ୍ରୀ ଭାବରେ ସେ ଲୋକଙ୍କ ଜୀବନରେ ଉନ୍ନତି!-->…
Read More...
Read More...
୪୫ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
୧ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୮ଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀପ୍ରକଳ୍ପରେ ବିଳମ୍ବ କେବଳ ଖର୍ଚ୍ଚ ବଢ଼ାଏ ନାହିଁ ବରଂ ଜନସାଧାରଣ ଏହି ପ୍ରକଳ୍ପର ଆଶାନୁରୂପ ଲାଭରୁ ବଞ୍ଚିତ ହୁଅନ୍ତି : ପ୍ରଧାନମନ୍ତ୍ରୀପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସମୟରେ ପ୍ରଭାବିତ!-->…
Read More...
Read More...
କୃଷି ଓ ଉଦ୍ୟାନ କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନା ମାଧ୍ୟମରେ ପାରମ୍ପରିକ କିସମକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର…
• ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ପାରମ୍ପରିକ କିସମର କୃଷି ଓ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ବର୍ଷା ଭିତ୍ତିକ ଅଞ୍ଚଳ ଉପରେ ଆଲୋଚନା ଓ ନୀତିଗତ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ପାଇଁ କର୍ମଶାଳା ଅନୁଷ୍ଠିତ• ଓଡ଼ିଶା ଓ ତାମିଲନାଡ଼ୁ ସମେତ ୧୦ଟି ରାଜ୍ୟର ସଫଳ ଚାଷୀ,!-->…
Read More...
Read More...
ନୂଆଦିଲ୍ଲୀରେ ଆୟୋଜିତ ବୀର ବାଲ୍ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
‘ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀବୀର ବାଲ୍ ଦିବସରେ ଆମେ ସାହିବଜାଦାମାନଙ୍କ ବୀରତା ଏବଂ ବଳିଦାନକୁ ସ୍ମରଣ କରୁଛୁ, ଆମେ ମାତା ଗୁଜରୀ ଜୀ ଏବଂ ଶ୍ରୀ ଗୁରୁ ଗୋବିନ୍ଦ ସିଂଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ : ପ୍ରଧାନମନ୍ତ୍ରୀସାହିବଜାଦା ଜୋରାୱାର!-->…
Read More...
Read More...
ଭାରତର ଗ୍ରାମୀଣ ଦୂରସଞ୍ଚାର ବିପ୍ଳବ : ନୀତିରୁ ପ୍ରଗତି ଦିଗରେ ପରିବର୍ତ୍ତନ
• ଦେଶର ୬,୪୪,୧୩୧ଟି ଗାଁ ମଧ୍ୟରୁ ୬,୨୨,୮୦୪ରୁ ଅଧିକ ଗ୍ରାମରେ ମୋବାଇଲ କଭରେଜ୍• ୬,୧୪,୫୬୪ରୁ ଅଧିକ ଗାଁକୁ ୪ଜି ମୋବାଇଲ୍ ସଂଯୋଗ; ଡିଜିଟାଲ ଭାରତ ନିଧି ଅଧୀନରେ ୧,୦୧୮ଟି ମୋବାଇଲ୍ ଟାୱାର ମଞ୍ଜୁର• ପିଏମ୍-ୱାନି ଅଧୀନରେ ସାରା ଭାରତରେ ୨୪୭୦୭୬ଟି ସାର୍ବଜନୀନ ୱାଇଫାଇ ହଟସ୍ପଟ୍ ପ୍ରତିଷ୍ଠା
!-->!-->…
Read More...
Read More...
ନୂଆଦିଲ୍ଲୀ ଠାରେ ଭାରତୀୟ ବିଜ୍ ସହକାରୀ ସମିତି ଲିମିଟେଡ୍ (ବିବିଏସ୍ଏସ୍ଏଲ୍)ର ସମୀକ୍ଷା ବୈଠକ କେନ୍ଦ୍ର ଗୃହମନ୍ତ୍ରୀ…
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୨୦,୦୦୦ ସମବାୟ ସମିତି ସହିତ ଯୋଗାଯୋଗ କରିବାକୁ ବିବିଏସ୍ଏସ୍ଏଲ୍ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତିଅମିତ ଶାହ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବିବିଏସ୍ଏସ୍ଏଲ୍ ଏଭଳି ବିହନ ଉତ୍ପାଦନ ଉପରେ ଅଧିକ!-->…
Read More...
Read More...
ସ୍ୱାମିତ୍ଵ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ୫୦ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ
ଟାର୍ଗେଟ୍ ହୋଇଥିବା ୯୨% ଗ୍ରାମରେ ଡ୍ରୋନ୍ ସର୍ଭେ ଶେଷ ହୋଇଛିପ୍ରାୟ ୨.୨ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୭ ତାରିଖ ଅପରାହ୍ନ ପ୍ରାୟ ୧୨.୩୦ ରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୦୦ଟି ଜିଲ୍ଲାର!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ କଲଚରାଲ ସେଟଂରରେ (ଡିସେମ୍ବର ୨୬) ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଲ୍ଲେଖନୀୟ କୃତିତ୍ୱ ଲାଗି ସାତଟି ବିଭାଗରେ ୧୭ ଜଣ ବାଳକ, ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ!-->…
Read More...
Read More...
ମଧ୍ୟପ୍ରଦେଶର ଖଜୁରାହୋଠାରେ କେନ-ବେତୱା ନଦୀ ସଂଯୋଗୀକରଣ ଜାତୀୟ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ପ୍ରଧାନମନ୍ତ୍ରୀ ଓମକାରେଶ୍ୱର ଭାସମାନ ସୌର ପ୍ରକଳ୍ପର ଉଦ୍ଘାଟନ କରିଛନ୍ତିପ୍ରଧାନମନ୍ତ୍ରୀ ୧୧୫୩ଟି ଅଟଳ ଗ୍ରାମ ସୁଶାସନ ସଦନର ଶିଳାନ୍ୟାସ କରିଛନ୍ତିପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ସ୍ମାରକୀ ଡାକଟିକେଟ ଏବଂ ମୁଦ୍ରା!-->…
Read More...
Read More...
ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଜାରି କଲା କେନ୍ଦ୍ର
ଓଡ଼ିଶା ପାଇଁ ୪୫୫ କୋଟି ଟଙ୍କା ଅନୁଦାନ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫ୍ସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି । ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ!-->!-->!-->…
Read More...
Read More...