Browsing Category
ଦେଶ ବିଦେଶ
ଭାରତର ଭବିଷ୍ୟତ ଗଢ଼ୁଛି ବାୟୋମେଡିକାଲ୍ ଗବେଷଣା : ବାୟୋମେଡିକାଲ୍ ଗବେଷଣା କ୍ୟାରିଅର୍ କାର୍ଯ୍ୟକ୍ରମ ପର୍ଯ୍ୟାୟ-୩ ପାଇଁ…
● ଏହି ପଦକ୍ଷେପ ୨୦୦୦ରୁ ଅଧିକ ଗବେଷକଙ୍କୁ ତାଲିମ, ଉଚ୍ଚ-ପ୍ରଭାବ ପ୍ରକାଶନ, ପେଟେଣ୍ଟଯୋଗ୍ୟ ଆବିଷ୍କାର ଏବଂ ସ୍ବୀକୃତି ପାଇଁ ଲକ୍ଷ୍ୟ ରଖିଛି● ମହିଳା ବୈଜ୍ଞାନିକମାନଙ୍କ ପାଇଁ ୧୦-୧୫ ପ୍ରତିଶତ ଅଧିକ ସମର୍ଥନ, ୨୫-୩୦ ପ୍ରତିଶତ ପ୍ରକଳ୍ପକୁ ଟେକ୍ନୋଲୋଜି ରେଡିନେସ୍ ଲେଭଲ୍ (ଟିଆରଏଲ୍-୪) ଏବଂ!-->…
Read More...
Read More...
୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା ୨୦୨୫ ଅଭିଯାନକୁ ସଫଳତାର ସହିତ ସଂପୂର୍ଣ୍ଣ କଲା ସୂଚନା…
ସାରା ଦେଶରେ ୨,୭୦୦ରୁ ଅଧିକ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକଳାପ ମାଧ୍ୟମରେ ୫୯,୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଏକାଠି କଲା ମନ୍ତ୍ରଣାଳୟ'ଏକ ଦିନ ଏକ ଘଣ୍ଟା ଏକାଠି' ଏବଂ ସ୍ୱଚ୍ଛ ଭାରତ ଦିବସ : ସ୍ୱଚ୍ଛତା ଅଭିଯାନର ଅଂଶ ସ୍ୱରୂପ ଅଧିକାରୀ ଏବଂ କର୍ମଚାରୀମାନେ ଝାଡୁ ଧରି ରାସ୍ତାକୁ!-->…
Read More...
Read More...
ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଅମିତ ଶାହ
ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ମୋଦୀ ସରକାରଙ୍କ ପ୍ରାଥମିକତା : ଗୃହମନ୍ତ୍ରୀସୁରକ୍ଷା ସଂସ୍ଥାଗୁଡ଼ିକର ଦୃଢ଼ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରର ଶତ୍ରୁମାନଙ୍କ ଦ୍ୱାରା ପୋଷିତ ଆତଙ୍କବାଦୀ ନେଟୱାର୍କ ପ୍ରାୟ ସମାପ୍ତ ହୋଇଛିକେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଏହି!-->…
Read More...
Read More...
ଭାରତ-ବ୍ରିଟେନ ମିଳିତ ବିବୃତ୍ତି
ନୂଆଦିଲ୍ଲୀ, (ପିଆଇବି) : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କୀର ଷ୍ଟାରମର ୮ ଓ ୯ ଅକ୍ଟୋବର, ୨୦୨୫ରେ ଭାରତ ଆସିଥିଲେ । ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ, ଯେଉଁଥିରେ ବ୍ୟବସାୟ ଓ ବାଣିଜ୍ୟ ରାଷ୍ଟ୍ର ସଚିବ!-->…
Read More...
Read More...
ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି
ମହାମହିମ ପ୍ରଧାନମନ୍ତ୍ରୀ ଷ୍ଟାରମର,ଉଭୟ ଦେଶର ପ୍ରତିନିଧି,ଗଣମାଧ୍ୟମର ବନ୍ଧୁ,ନମସ୍କାର
ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଆଜି ମୁମ୍ବାଇରେ ତାଙ୍କର ପ୍ରଥମ ଭାରତ ଗସ୍ତରେ ସ୍ୱାଗତ କରି ମୁଁ ଆନନ୍ଦିତ ।ବନ୍ଧୁଗଣ,ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ନେତୃତ୍ୱରେ, ଭାରତ-ୟୁକେ ସମ୍ପର୍କରେ!-->!-->!-->…
Read More...
Read More...
ପୂର୍ବତଟ ରେଳ ପଥ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ମାଲ ପରିବହନରେ ୧୧.୩୩% ଅଭିବୃଦ୍ଧି ହାସଲ କରିଛି
ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳ ପଥ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମାର୍ଦ୍ଧ (ଏପ୍ରିଲ-ସେପ୍ଟେମ୍ବର)ରେ ମାଲ ପରିବହନ ଏବଂ ଯାତ୍ରୀ ପରିବହନରେ ଏକ ପ୍ରଭାବଶାଳୀ ପ୍ରଦର୍ଶନ ପଞ୍ଜିକୃତ କରିଛି, ଯାହା ପୂର୍ବ ବର୍ଷର ସମାନ ସମୟ ତୁଳନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି ।!-->…
Read More...
Read More...
ବିହାର ନିର୍ବାଚନ : ଆଦର୍ଶ ଆଚରଣ ସଂହିତାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଇସିଆଇଙ୍କ ନିର୍ଦ୍ଦେଶ
● ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଅକ୍ଟୋବର ୬, ୨୦୨୫ରେ ବିହାର ବିଧାନସଭାର ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ।● ଏହି ଘୋଷଣା ସହିତ, ଇସିଆଇ ରାଜ୍ୟରେ ଆଦର୍ଶ ଆଚରଣ ସଂହିତା (ଏମ୍ସିସି) ତୁରନ୍ତ ଲାଗୁ ହେବା ସମ୍ପର୍କରେ ବିହାରର ମୁଖ୍ୟ ସଚିବ ଏବଂ ମୁଖ୍ୟ ନିର୍ବାଚନ!-->…
Read More...
Read More...
‘ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଇଣ୍ଡିଆ ମୋବାଇଲ କଂଗ୍ରେସ ଏବଂ ଟେଲିକମ୍ ସଫଳତା ଆତ୍ମନିର୍ଭର ଭାରତର ପ୍ରତୀକ: ପ୍ରଧାନମନ୍ତ୍ରୀଯେଉଁଠି ୨ଜି ପାଇଁ ସଂଘର୍ଷ ହେଉଥିଲା, ଆଜି ସେଠି ୫ଜି ଉପଲବ୍ଧ: ପ୍ରଧାନମନ୍ତ୍ରୀଭାରତ ନିଜସ୍ୱ ‘ମେଡ୍ ଇନ୍ ଇଣ୍ଡିଆ ୪ଜି ଷ୍ଟାକ୍’ ଆରମ୍ଭ କରି, ବିଶ୍ୱର ପ୍ରମୁଖ ପାଞ୍ଚ ଦେଶର ତାଲିକାରେ ସାମିଲ!-->…
Read More...
Read More...
ରପ୍ତାନି ବୃଦ୍ଧି : ବିଶ୍ୱ ସ୍ତରରେ ଆଗକୁ ବଢ଼ିଛି ଭାରତ
ପ୍ରମୁଖ ବିନ୍ଦୁ● ଅଗଷ୍ଟ ୨୦୨୪ ତୁଳନାରେ ଭାରତୀୟ ରପ୍ତାନି ପରିମାଣ ଅଗଷ୍ଟ ୨୦୨୫ ରେ ୪.୭୭ ପ୍ରତିଶତ ବୃଦ୍ଧି ପାଇଛି ।● ଏପ୍ରିଲରୁ ଅଗଷ୍ଟ ୨୦୨୪ ତୁଳନାରେ ଏପ୍ରିଲରୁ ଅଗଷ୍ଟ ୨୦୨୫ରେ ରପ୍ତାନି ୫.୧୯୮% ବୃଦ୍ଧି ପାଇ ୩୪୬.୧୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ।● ଏପ୍ରିଲ-ଅଗଷ୍ଟ ୨୦୨୫ରେ!-->…
Read More...
Read More...
ରାଜ୍ୟସଭାର ସମସ୍ତ ରାଜନୈତିକ ଦଳର ନେତାଙ୍କ ସହ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଉପ-ରାଷ୍ଟ୍ରପତି ଏବଂ ରାଜ୍ୟସଭାର…
ବିଚାର-ବିମର୍ଶ, ବିତର୍କ ଏବଂ ଆଲୋଚନା ହେଉଛି ସଂସଦୀୟ ଗଣତନ୍ତ୍ରର ମୌଳିକ ନୀତି - ସି.ପି. ରାଧାକୃଷ୍ଣନଜନସାଧାରଣଙ୍କ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ପାଇଁ ଶୂନ୍ୟ କାଳ ଏବଂ ପ୍ରଶ୍ନକାଳ ଭଳି ଉପଲବ୍ଧ ବ୍ୟବସ୍ଥାଗୁଡ଼ିକର ପୂର୍ଣ୍ଣ ବ୍ୟବହାର କରିବାକୁ ସଦସ୍ୟମାନଙ୍କୁ!-->…
Read More...
Read More...