Browsing Category

ଦେଶ ବିଦେଶ

ଜାତୀୟ ଗ୍ରାହକ ହେଲ୍ପଲାଇନ୍ : “ଭାରତର ଗ୍ରାହକଙ୍କ ପାଇଁ ସୁରକ୍ଷା କବଚ”

● ଜାତୀୟ ଗ୍ରାହକ ହେଲ୍ପଲାଇନ୍ ସୁବିଧା ୨୦୨୫ ଜୁଲାଇରେ ୭,୨୫୬ଟି ଗ୍ରାହକ ଅଭିଯୋଗର ସମାଧାନ କରି ୨.୭୨ କୋଟି ଟଙ୍କା ଫେରସ୍ତ କରିଛି।● ଇ-କମର୍ସ ୧.୩୪ କୋଟି ଟଙ୍କାର ରିଫଣ୍ଡ ସମ୍ପର୍କିତ ଅଭିଯୋଗ ସମାଧାନରେ ଶୀର୍ଷରେ ଅଛି।● ଜାତୀୟ ଗ୍ରାହକ ହେଲ୍ପଲାଇନ୍ ୩,୯୮୧ଟି ଜିଏସଟି ସଂସ୍କାର ୨୦୨୫…
Read More...

ସିବିଆଇ ଦ୍ବାରା ଆୟୋଜିତ ‘ପଳାତକ ପ୍ରତ୍ୟର୍ପଣ’ ସମ୍ମିଳନୀରେ ଅମିତ ଶାହଙ୍କ ସମ୍ବୋଧନ

‘‘ପଳାତକଙ୍କ ପ୍ରତ୍ୟର୍ପଣ: ଆହ୍ୱାନ ଏବଂ ରଣନୀତି " ଉପରେ ମତ ରଖିଛନ୍ତି ଶ୍ରୀ ଶାହପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ନିଜ ସୀମାର ସୁରକ୍ଷା ସହିତ ଆଇନର ଶାସନକୁ ସୁଦୃଢ଼ କରିବା ସୁନିଶ୍ଚିତ କରୁଛିପଳାତକ ଅପରାଧୀଙ୍କ ପ୍ରସଙ୍ଗ କେବଳ ଦେଶର ସାର୍ବଭୌମତ୍ୱ, ଆର୍ଥିକ ସ୍ଥିରତା ଏବଂ ଆଇନ…
Read More...

ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ଏବେ କେବଳ ୩

ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପଏଲ୍.ଡବ୍ଲ୍ୟୁ.ଇ. ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ ୧୮ରୁ ହ୍ରାସ ପାଇ ୧୧ରେ ପହଞ୍ଚିଛିପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମାର୍ଗଦର୍ଶନରେ, ଚଳିତ ବର୍ଷ ପରିଚାଳନାଗତ ସଫଳତା ପୂର୍ବ ରେକର୍ଡଗୁଡ଼ିକୁ…
Read More...

ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ

ଭାରତର ପ୍ରୟାସକୁ ଅନୁମୋଦନ ନେଇ ଖୁସି ବ୍ୟକ୍ତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଭାରତକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସର ଏହା ଏକ ବିଶାଳ ସମର୍ଥନବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ଏବଂ ଦେଶବ୍ୟାପୀ କ୍ରୀଡ଼ା…
Read More...

ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟରେ ଭାରତ ଏକ ବିକାଶ ସ୍ତମ୍ଭ

ଆଇଏମଏଫର ଆକଳନ ମୁତାବକ 6.6 ପ୍ରତିଶତ ଜିଡିପି ଅଭିବୃଦ୍ଧି ବଜାୟ ରଖିବ ଭାରତ ନୂଆଦିଲ୍ଲୀ, (ପିଆଇବି) : ଦୁର୍ବଳ ବିଶ୍ୱ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ଏକ ଦୃଢ଼ ସ୍ତମ୍ଭ ରୂପେ ଛିଡ଼ା ହୋଇଛି । 2025 ଆର୍ଥିକ ବର୍ଷରେ ଭାରତର ଜିଡିପି 6.6% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଅନ୍ତର୍ଜାତୀୟ…
Read More...

ଭୁବନେଶ୍ୱରରେ ଆଇସିଏଆର-ସିଆଇଡବ୍ଲୁଏ ଦ୍ୱାରା ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ

ସମୃଦ୍ଧ ରାଷ୍ଟ୍ର ପାଇଁ ମହିଳା କୃଷକଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଭୁବନେଶ୍ୱର, (ପିଆଇବି) : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱର ଦ୍ୱାରା, ଆଜି “ସମୃଦ୍ଧ ରାଷ୍ଟ୍ର ପାଇଁ ମହିଳା କୃଷକଙ୍କୁ ସଶକ୍ତ କରିବା” ବିଷୟବସ୍ତୁ ସହିତ…
Read More...

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୬ତମ ସଂସ୍କରଣ ପାଇଁ ଗଣମାଧ୍ୟମ ଅନୁମୋଦନ ଆରମ୍ଭ

ଗୋଆର ପାଣାଜୀରେ ୧୮ ନଭେମ୍ବରରେ ଏଫଟିଆଇଆଇ ପକ୍ଷରୁ ଚଳଚ୍ଚିତ୍ର ସମୀକ୍ଷା ସାର୍ଟିଫିକେଟ କୋର୍ସ ମୁମ୍ବାଇ, (ପିଆଇବି) : ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଆସନ୍ତା ୨୦ ରୁ ୨୮ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଗୋଆର ପାଣାଜୀରେ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ବ…
Read More...

ଚନ୍ଦନ କାଠ ବିକାଶ ସମିତିର ରିପୋର୍ଟ ଉନ୍ମୋଚିତ

ନୂଆଦିଲ୍ଲୀ, (ପିଆଇବି) : ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଚନ୍ଦନ କାଠ ବିକାଶ କମିଟିର ରିପୋର୍ଟ ଉନ୍ମୋଚିତ ହୋଇଛି । ଏହି ରିପୋର୍ଟ ଉନ୍ମୋଚନ କାର୍ଯ୍ୟକ୍ରମ ଭାରତୀୟ ପ୍ଲାଏଉଡ୍ ଏବଂ ପ୍ୟାନେଲ୍ ଶିଳ୍ପ ମହାସଂଘ (ଏଫଆଇପିପିଆଇ) ଦ୍ୱାରା ପ୍ରାୟୋଜିତ ହୋଇଥିଲା । ଭାରତ…
Read More...

କୋଣାର୍କରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଆୟୋଜିତ

ଗଣମାଧ୍ୟମ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର : ପିଆଇବି ଏଡିଜି ଅଖିଳ କୁମାର ମିଶ୍ର କୋଣାର୍କ, (ପିଆଇବି) : ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ଆଜି…
Read More...

ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

ମହାମହିମ ରାଷ୍ଟ୍ରପତି ହୁରେଲସୁଖ,ଉଭୟ ଦେଶର ପ୍ରତିନିଧିଗଣ,ଗଣମାଧ୍ୟମର ବନ୍ଧୁମାନେ,ନମସ୍କାରସେନ-ବେନ-ଉରାଷ୍ଟ୍ରପତି ହୁରେଲସୁଖ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ସ୍ୱାଗତ କରି ମୁଁ ଆନନ୍ଦିତ । ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର…
Read More...