Browsing Category
ଦେଶ ବିଦେଶ
ସିବିସି ଏବଂ ପିଆଇବି ପକ୍ଷରୁ ‘‘ଦୁର୍ନୀତି ନିବାରଣ’’ କର୍ମଶାଳା ଆୟୋଜିତ
ସ୍ୱଚ୍ଛତା, ବିଶ୍ୱାସ ଏବଂ ଦଳଗତ କାର୍ଯ୍ୟ ଦୁର୍ନୀତି ନିବାରଣ ଭାବନାକୁ ପ୍ରୋତ୍ସାହିତକରି ଥାଏ : ଏଡିଜି ଅଖିଳମିଶ୍ର
ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି),!-->!-->!-->…
Read More...
Read More...
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ସ୍ୱତନ୍ତ୍ର ଅଭିଯାନ ୫.୦
● ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଅଭିଯାନ ୫.୦ ଅନ୍ତର୍ଗତ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି : ୧.୪୩ ଲକ୍ଷ କିଲୋଗ୍ରାମ ଅଳିଆ ନିଷ୍କାସନ, ୯୭୩ ସ୍ଥାନ ସଫା ହୋଇଛି ଏବଂ ୧୪,୦୦୦ ଫାଇଲ ସମୀକ୍ଷା କରାଯାଇଛି● ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଅଭିଯାନ!-->…
Read More...
Read More...
ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ିବାର ସୁଯୋଗ
• ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ନିମନ୍ତେ ଅନଲାଇନ ଆବେଦନ ଆହ୍ୱାନ• ବର୍ଷ ଜାନୁଆରୀ ମାସରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ
ଭୁବନେଶ୍ୱର, (ପିଆଇବି) : ୨୦୨୬-୨୭ ଶିକ୍ଷା ବର୍ଷ ଲାଗି ଭୁବନେଶ୍ୱର ସୈନିକ ସ୍କୁଲରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ!-->!-->!-->…
Read More...
Read More...
ଏଆଇ-ଚାଳିତ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରୁଛି ଏସଓଏଆର
● ଏହି ଡିଜିଟାଲ୍ ଦୁନିଆରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତକୁ ସକ୍ଷମ କରିବା ପାଇଁ ସ୍କିଲିଂ ଫର୍ ଏଆଇ ରେଡିନେସ୍ (ଏସଓଏଆର) ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଲକ୍ଷ୍ୟ ରଖିଛି ।● ଏସଓଏଆର ଛାତ୍ରଛାତ୍ରୀମାନଙ୍କ ପାଇଁ ୩ଟି ଟାରଗେଟ୍!-->…
Read More...
Read More...
ନୂଆଦିଲ୍ଲୀ ରେଳ ଷ୍ଟେସନରେ ଯାତ୍ରୀ ସେବା ବ୍ୟବସ୍ଥା ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
● ଯାତ୍ରୀଙ୍କୁ ଠିକ୍ ସମୟରେ ସୁରକ୍ଷିତ ଘରେ ପହଞ୍ଚାଇବାକୁ ଦିନରାତି କାମ କରୁଛନ୍ତି 12 ଲକ୍ଷ ରେଳ କର୍ମଚାରୀ: ଶ୍ରୀ ବୈଷ୍ଣବ● ଗତ 20 ଦିନ ମଧ୍ୟରେ 4211 ସ୍ୱତନ୍ତ୍ର ଟ୍ରେନରେ 1 କୋଟିରୁ ଅଧିକ ଲୋକ ଯାତ୍ରା କରିଛନ୍ତି● ପାର୍ବଣ ଭିଡ଼ ମୁକାବିଲା କରିବା ପାଇଁ ଆହୁରି 7800 ଟ୍ରେନ ଚଳାଚଳ କରିବ●!-->…
Read More...
Read More...
ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି
ନୂଆଦିଲ୍ଲୀ, (ପିଆଇବି) : ପର୍ଯ୍ୟଟନ ମନ୍ତ୍ରଣାଳୟ ଏହାର ଭାରତ ପର୍ଯ୍ୟଟନ କାର୍ଯ୍ୟାଳୟ ମାଧ୍ୟମରେ, ହୋଟେଲ ପରିଚାଳନା ପ୍ରତିଷ୍ଠାନ (ଆଇଏଚଏମ), ଭାରତୀୟ ପର୍ଯ୍ୟଟନ ଏବଂ ଯାତ୍ରା ପରିଚାଳନା ସଂସ୍ଥାନ (ଆଇଆଇଟିଟିଏମ), ଭାରତ ପର୍ଯ୍ୟଟନ ବିକାଶ ନିଗମ (ଆଇଟିଡ଼ିସି) ଏବଂ କାର୍ଯ୍ୟକ୍ରମ ବିଭାଗ ସହିତ!-->…
Read More...
Read More...
ପୋଲିସ ସ୍ମୃତି ଦିବସରେ ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୧ ଅକ୍ଟୋବର, ୨୦୨୫ରେ ପୋଲିସ ସ୍ମାରକୀ ଦିବସ ଅବସରରେ ନୂଆଦିଲ୍ଲୀର ଜାତୀୟ ପୋଲିସ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ୧୯୫୯ ମସିହା ଆଜିର ଦିନରେ, ଲଦାଖର ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରେ ଭାରୀ ସଶସ୍ତ୍ର ଚୀନ୍ ସୈନିକଙ୍କ!-->…
Read More...
Read More...
ରେଳବାଇ ବୋର୍ଡ ଜରୁରିକାଳୀନ ପ୍ରକୋଷ୍ଠରେ ଯାତ୍ରୀ ପରିବହନ ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
• 24 ଘଣ୍ଟିଆ ପ୍ରୟାସ ପାଇଁ ରେଳ କର୍ମଚାରୀଙ୍କୁ କଲେ ପ୍ରଶଂସା, ଦୀପାବଳିର ଜଣାଇଲେ ଶୁଭେଚ୍ଛା• ଭାରତୀୟ ରେଳବାଇ ଅକ୍ଟୋବର 1 ରୁ 19 ମଧ୍ୟରେ ସ୍ୱତନ୍ତ୍ର ଟ୍ରେନରେ 1 କୋଟିରୁ ଅଧିକ ଯାତ୍ରୀଙ୍କ ପାଇଁ ଯୋଗାଇଛି ଯାତ୍ରା ସୁବିଧା; ଏକ ଆରାମଦାୟକ ଉତ୍ସବ ଯାତ୍ରା ସୁନିଶ୍ଚିତ କରିବା ପାଇଁ!-->…
Read More...
Read More...
ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
“ଆଇଏନଏସ ବିକ୍ରାନ୍ତ ସମୁଦ୍ରରେ ଆମର ସାମର୍ଥ୍ୟ ଓ ଜାତୀୟ ଗର୍ବର ଚିହ୍ନ”: ପ୍ରଧାନମନ୍ତ୍ରୀ ମୋଦୀଆଇଏନଏସ ବିକ୍ରାନ୍ତ ‘ଆତ୍ମନିର୍ଭର ଭାରତ’ ଏବଂ ‘ମେଡ୍ ଇନ୍ ଇଣ୍ଡିଆ’ର ଏକ ଗୌରବମୟ ପ୍ରତୀକ : ପ୍ରଧାନମନ୍ତ୍ରୀଅପରେସନ ସିନ୍ଦୂର ସମୟରେ ତିନୋଟି ସେବାର ଅସାଧାରଣ ସମନ୍ୱୟ ପାକିସ୍ତାନକୁ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ପାର୍ବଣ ଉପହାର : ନବରାତ୍ରିରେ କିଣାକିଣି ହେଲା ଆକାଶଛୁଆଁ
ଦୀପାବଳିରେ ଐତିହାସିକ କାରବାର ପାଇଁ କ୍ଷେତ୍ର ପ୍ରସ୍ତୁତ
ନୂଆଦିଲ୍ଲୀ, (ପିଆଇବି) : ଚଳିତ ପାର୍ବଣ ଋତୁରେ, ଭାରତକୁ ପ୍ରାରମ୍ଭିକ ଦୀପାବଳି ଉପହାର ମିଳିଛି । ଏହା ରଙ୍ଗିନ କାଗଜରେ ଗୁଡ଼ା ହୋଇଥିବା ଉପହାର ନୁହେଁ, ବରଂ ଏକ ନୀତିଗତ ଉପହାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା!-->!-->!-->…
Read More...
Read More...