ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଦେବଙ୍କ ଜୟନ୍ତୀ ଏବଂ ବାର୍ଷିକୋତ୍ସବ

ରାଉରକେଲା, (କେପିଏନ୍‌ଏସ୍‌) : ନିଖିଳ ଉତ୍କଳ ବାରିକ ସମିତି, ରାଉରକେଲା ପକ୍ଷରୁ ଆଜି ଉଦିତନଗର ସ୍ଥିତ ସିଂହାସନୀ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଦେବଙ୍କ ଜୟନ୍ତୀ ଏବଂ ସମିତିର ବାର୍ଷିକୋତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୯ଟା ସମୟରେ ଶ୍ରୀ ଶ୍ରୀ…
Read More...

ଗନ୍ଧମାର୍ଦ୍ଦନରେ ନିଆଁ, ତଳେ ଚାଲିଛି ମହୋତ୍ସବ

ପ୍ରଥମ ଷ୍ଟେଜରେ ବିରୋଧ ପ୍ରଦର୍ଶନ କଲେ ରାଜନୈତିକ ଏବଂ ସାମାଜିକ ସଂଗଠନ ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ସ୍ୱାଭିମାନ, ଐତିହ୍ୟର ମହାନ କିମ୍ବଦନ୍ତୀ ପର୍ବତ ଗନ୍ଧମାର୍ଦ୍ଦନରେ ନିଆଁ ଲାଗିଛି, ହେଲେ ତଳେ ଚାଲିଛି ହରିଶଙ୍କର ମହୋତ୍ସବ । ହରିଶଙ୍କର ମନ୍ଦିର ତଳେ ପ୍ରଥମ…
Read More...

କେସିଙ୍ଗା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜନ୍ମ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ ତମ ଜନ୍ମ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ । ମହାସମାରୋହରେ କେସିଙ୍ଗା ନଗର ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଗୁରୁପ୍ରସାଦ ବଗର୍ତ୍ତୀ ସଭାପତିତ୍ୱରେ…
Read More...

ବଲାଙ୍ଗିରରେ ହତ୍ୟା ଘଟଣା : ନିର୍ଦ୍ଦୋଶରେ ଖଲାସ ହେଲେ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୧ ମସିହାରେ ହତ୍ୟା ହୋଇଥିଲା । ଗାନ୍ଧିନଗର ପଡ଼ାରେ ହୋଇଥିଲା । ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଘର ଭିତରେ ମୃତ ଦେହ ଥିଲା । ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା । ଏନେଇ ରାଜେଶ ଓରଫ ଲକି ସେନ୍ଦ୍ରିଆ ନାମକ ଯୁବକଙ୍କୁ ପୋଲିସ…
Read More...

ଝାରବନ୍ଧରେ ବିଜେପିର ମିଶ୍ରଣ ପର୍ବ : ଶତାଧିକ ବିଜେଡି କର୍ମୀ ପଦ୍ମ ଧରିଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀତି ଆଦର୍ଶ ଅନୁପ୍ରାଣିତ ହୋଇ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତରେ ଏକ ବିଜେପିର ମିଶ୍ରଣ ପର୍ବରେ ଶତାଧିକ ବିଜେଡି କର୍ମୀ…
Read More...

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତବାସୀଙ୍କ ବିରୋଧ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମାର ନୂତନ ପଞ୍ଚାୟତ ଗୃହ ନିର୍ମାଣରେ ଜନ ଅସନ୍ତୋଷ ଦେଖାଦେଇଛି । ସୂଚନା ଅନୁଯାୟୀ ୨୦୨୫ ଅକ୍ଟୋବର ମାସ ୧୯ ତାରିଖରେ ବାରଖମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ମଞ୍ଜୁର ପରେ ମୁଖ୍ୟମନ୍ତ୍ରୀ…
Read More...

ପଞ୍ଚାୟତ ପ୍ରଗତି ସୂଚକାଙ୍କ ରିପୋର୍ଟର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ

ଦେଶର ୩୬୩୫ଟି ପଞ୍ଚାୟତ ହାସଲ କରିଛନ୍ତି ଉଲ୍ଲେଖନୀୟ ଅଗ୍ରଗତିଓଡ଼ିଶାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ପୋଚିଲିମାକୁ ସର୍ବଶ୍ରେଷ୍ଠ ପଞ୍ଚାୟତ ମାନ୍ୟତା ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଚାୟତ ପ୍ରଗତି…
Read More...

‘‘ଭାରତରେ ମହିଳା ଓ ପୁରୁଷ ୨୦୨୫’’ ଚୟନିତ ସୂଚକ ଏବଂ ତଥ୍ୟ’’ ନାମକ ପ୍ରକାଶନ ଭୁବନେଶ୍ୱରରେ ଉନ୍ମୋଚିତ

ଜନ୍ମ ସମୟରେ ଲିଙ୍ଗ ଅନୁପାତ ୯୦୪ରୁ ୯୧୭କୁ ବୃଦ୍ଧିପୁଅ ଓ ଝିଅ ଉଭୟଙ୍କ କ୍ଷେତ୍ରରେ ଶିଶୁ ମୃତ୍ୟୁ ହାରରେ ଉଲ୍ଲେଖନୀୟ ଏବଂ ନିରନ୍ତର ହ୍ରାସ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରଠାରେ ‘‘ବିକାଶ ପାଇଁ…
Read More...

ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଅଫିସର ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶରେ ଗଞ୍ଜାମ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବ୍ରହ୍ମପୁର ସ୍ଥିତ ସ୍ୱାସ୍ଥ୍ୟ ସଦନର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ସୁନୀଲ କୁମାର କୋଟାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ…
Read More...

କଳାହାଣ୍ଡିରେ ଭୂମିକମ୍ପ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିରେ ଭୂମିକମ୍ପ । କଳାହାଣ୍ଡି ଜିଲ୍ଲାରେ ଅନୁଭୂତ ହେଲା ଭୂମିକମ୍ପ । ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି, ଯାହା ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି । କଳାହାଣ୍ଡି ଜିଲ୍ଲା କଲମପୁର, ଥୁଆମୂଳ ରାମପୁର, କୋକସରା, ଧର୍ମଗଡ଼ ବ୍ଲକ…
Read More...