ପଦ୍ମପୁରରେ ବନଦୁର୍ଗା ମନ୍ଦିରରେ ଚୈତ୍ର ପର୍ବ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ମା' ବନ ଦୁର୍ଗା ମନ୍ଦିର ଠାରେ ଆଜି ଗୁରୁବାର ଚୈତ୍ର ଅମାବାସ୍ୟା ତଥା ପ୍ରତିପଦା ଦିନ ସକାଳ ୮ ଘଣ୍ଟା ସମୟରେ ମା'ଙ୍କ ଶ୍ରଦ୍ଧାଳୁଙ୍କ ସମେତ କର୍ତ୍ତା ଦାୟିତ୍ୱ ତୁଳାଇଥିବା ସୁଶାନ୍ତ ପଟ୍ଟନାୟକ ଓ ତାଙ୍କ ସହ ଧର୍ମିଣୀ ବିଜୟ
Read More...

ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ଚତୁର୍ଥ ସନ୍ଧ୍ୟା

ମଞ୍ଚସ୍ଥ ହେଲା ଏକକ ନାଟକ ବନ୍ଦୀ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଚତୁର୍ଥ ସନ୍ଧ୍ୟାରେ ପୁରୀ ପିପିଲିର ରଙ୍ଗଲୋକ ଥିଏଟର ଅନୁଷ୍ଠାନ ତରଫରୁ ତୁଷାରକାନ୍ତ ପଟ୍ଟନାୟକଙ୍କ ରଚିତ ଓ ଦୁର୍ଯ୍ୟୋଧନ ସାହୁଙ୍କ ନିର୍ଦ୍ଦେଶନାରେ ଏକକ ନାଟକ ବନ୍ଦୀ ମଞ୍ଚସ୍ଥ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ “ରାଷ୍ଟ୍ରୀୟ ନବବର୍ଷ” ପାଳନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ "ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ " କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସ୍ଥାନୀୟ ବଘଲା ଗ୍ରାମର ବିଶିଷ୍ଟ କୋଶଲି କବି ତଥା ତହଁକ ପତ୍ରିକା ସଂପାଦକ ରାଜେଶ ଦଣ୍ଡସେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ
Read More...

୯ କୁଣ୍ଡିୟ ଜନ ଜାଗରଣ ମହାଯଜ୍ଞ ପାଇଁ କଳସ ଯାତ୍ରା

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଚଳିତ ବର୍ଷ ଧୂମଧାମରେ ପାଳିତ ହେବାକୁ ଯାଉଛି ଶ୍ରୀରାମ ନବମୀ ମହୋତ୍ସବ । ତେବେ ଏହି ଅବସରରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ୯ କୁଣ୍ଡିୟ ଜନ ଜାଗରଣ ମହା ଯଜ୍ଞର ଆୟୋଜନ କରାଯାଇଛି । ଅନେକ ଦମ୍ପତ୍ତି ଏଥିରେ
Read More...

୨୦୨୬-୨୭ ଶିକ୍ଷା ବର୍ଷ ନିମନ୍ତେ ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ସମର୍‌ କ୍ଲାସ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ +୨ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଶାଖାର ସମର୍‌ କ୍ଲାସ ୧୨-୦୩-୨୦୨୬ ଠାରୁ ଶୁଭାରମ୍ଭ ହୋଇଛି । ଏହି କ୍ଲାସଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଭାଗିଦାରୀ ଦେଖିବାକୁ ମିଳୁଛି ଏବଂ ବର୍ତ୍ତମାନ ନିୟମିତ ଶ୍ରେଣୀଗୁଡ଼ିକ ସୁଚାରୁ
Read More...

କ୍ୟାରିୟର ଗାଇଡାନ୍ସ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ ନିମିତ୍ତ ଏକ କର୍ମଶାଳା ଅନୁଷ୍ଠିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱ,
Read More...

ସୁନାଫୁଲର ପ୍ରତିଷ୍ଠା ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ସାରସ୍ୱତ ଅନୁଷ୍ଠାନ ସୁନାଫୁଲ ସାହିତ୍ୟ ସଂସଦର ସପ୍ତଦଶ ତମ ପ୍ରତିଷ୍ଠା ଉତ୍ସବ ରାଜଗାଙ୍ଗପୁର ମାଲିଡିହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ସମ୍ପାଦକ ସୁନୀଲ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ
Read More...

ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଧରି ବଲାଙ୍ଗିର ସହରର ତାଲପାଲିପଡା ଉତ୍ସବମୁଖର ହେବ । ତାଲପାଲିପଡାରେ ପୁନଃନିର୍ମିତ ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି ।
Read More...

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ସାକ୍ଷାତ କେଲ ରାଷ୍ଟ୍ରୀୟ ବିକାଶ ବଂଜାରା ମିଶନ ସଦସ୍ୟ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନୂଆଦିଲ୍ଲୀ ଠାରେ ରାଷ୍ଟ୍ରୀୟ ବଂଜାରା ବିକାଶ ମିଶନର ସଦସ୍ୟମାନେ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ତାଙ୍କ ସରକାରୀ ବାସଭବନ ୩, ସବ୍ ଦରଜରଙ୍ଗ ରୋଡ ଠାରେ ସାକ୍ଷାତ କରି ବଂଜାରା ଆଦିବାସୀ ସମାଜର କେତେକ ଗୁରୁତ୍ୱପୂର୍ଣ୍ଣ
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ହିନ୍ଦୁ ନବବର୍ଷ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କଥନ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜୀବନାନନ୍ଦ
Read More...