ହସ୍ପିଟାଲରୁ ଡିସଚାର୍ଜ ହେଲେ ରାଉରକେଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ପାଇଲଟ୍
ରାଉରକେଲା, (କେପିଏନ୍ଏସ୍) : ଭୁବନେଶ୍ୱର ବିମାନ ବନ୍ଦରରୁ ୪ ଜଣ ଯାତ୍ରୀ ଏବଂ ୨ ଜଣ ବିମାନ ପାଇଲଟଙ୍କୁ ନେଇ ରାଉରକେଲା ଆସୁଥିବା ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ୱାନ୍ ଚାର୍ଟର ବିମାନ, ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଜଲଦା ନିକଟବର୍ତ୍ତୀ କଂସର ଠାରେ ଚାଷ ଜମିରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ!-->…
Read More...
Read More...