ଘରୋଇ ଆଇ.ଟି.ଆଇ ସଙ୍ଘରେ ଜରୁରୀ କାଳୀନ ବୈଠକ
କଟକ, (କେପିଏନ୍ଏସ୍) : କଟକ ସହର ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଷ୍ଟେଟ ପ୍ରାଇଭେଟ ଆଇ.ଟି.ଆଇ ଏସୋସେସନ (ସ୍ପିଟିଆ) ଓଡିଶାର ଏକ ଜରୁରୀକାଳୀନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଡ. ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ମିଲନ ମହାପାତ୍ର,!-->…
Read More...
Read More...