ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରିତାରେ ଆଗଲପୁର ବ୍ଲକ ଓଡିଶାରେ ଦ୍ୱିତୀୟ ପୁରସ୍କାର ପାଇଲା
ଆଗଲପୁର, (ସୁଶିଳ କୁମାର ମିଶ୍ର) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଅଗଲପୁର ବ୍ଲକ ଓଡିଶାରେ ଦ୍ୱିତୀୟ ପୁରସ୍କାର ହାସଲ କରିଛି । ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଏହି ପୁରସ୍କାର!-->…
Read More...
Read More...