ଅଜଣା ହାଇୱା ଧକ୍କାରେ ଜଣେ ମୃତ : ପାଟଣାଗଡରେ ବଢ଼ୁଛି ବେପରୁଆ ବାଲି ହାଇୱାର ଆତଙ୍କ
ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ବାଲି ବୋଝେଇ ହାଇୱା ଗାଡ଼ିର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି । ଘଟଣାଟି ପାଟଣାଗଡ଼ ଥାନା!-->…
Read More...
Read More...