Yearly Archives

2026

ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

● ମହିଳା, ଯୁବକ ଓ ବଞ୍ଚିତ ନାଗରିକଙ୍କ ପାଇଁ ଜରୁରୀ ନିଷ୍ପତ୍ତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲରେ ସ୍ୱାକ୍ଷର କଲେ ପ୍ରଧାନମନ୍ତ୍ରୀ● ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ପିଏମ ରାହତ ଯୋଜନା, ଲକ୍ଷପତି ଦିଦିଙ୍କ ଲକ୍ଷ୍ୟକୁ ଦ୍ୱିଗୁଣିତ କରି 6 କୋଟି କରାଗଲା, କୃଷି ଭିତ୍ତିଭୂମି
Read More...

ଧନସୁଲି ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ବିକାଶକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା
Read More...

ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଜୟପାଟଣା ଅଞ୍ଚଳ ଗସ୍ତ

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କଳାହାଣ୍ଡି ଗସ୍ତ ଅବସରରେ ଜୟପାଟଣା ବ୍ଲକର ବିଭିନ୍ନ ବିଦ୍ୟାଳୟ ସହିତ ଇନ୍ଦ୍ରାବତୀ ପ୍ରକଳ୍ପ ହେତୁ ବିସ୍ଥାପିତ ହୋଇଥିବା ପରିବାରର ଶିଶୁ ମାନଙ୍କ ଶିକ୍ଷା ବ୍ୟବସ୍ଥା, ପାନୀୟ ଜଳ ଖାଦ୍ୟ ସୁରକ୍ଷା, ଗମନା ଗମନ,
Read More...

ବିଜେଡ଼ିଗଡ଼ରେ ବିଜେପିର ବର୍ଣ୍ଣାଢ଼୍ୟ ସମାବେଶ : ବହୁ ବରିଷ୍ଠ ନେତ୍ତୃବର୍ଗ ବିଜେପିରେ ସାମିଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଦବଦବା ରହିଆସିଥିବା ବିଜେଡ଼ିଗଡ଼ ଏବେ ଖାଲି ହେବାରେ ଲାଗିଛି । ଚମକୁଛି ବିଜେପିର ବାନା, ଉଡୁଛି ଫର୍ ଫର୍, ସବୁଠି ଏବେ ପର୍ଯ୍ୟାୟ କ୍ରମେ ଚାଲିଛି,ବର୍ଣ୍ଣାଢ଼୍ୟ ସମାବେଶର ଅୟୋଜନରେ ବିଜେପିର ମିଶ୍ରଣ ପର୍ବ ପାଳନ ହୋଇଆସୁଛି ।
Read More...

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ‘ସୃଜନିକା’ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ 'ସୃଜନିକା' ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ମାଳିଶିରା ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଂଚାୟତ ସଦର ମହକୁମାରେ ଥିବା ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ବାର୍ଷିକ ଉତ୍ସବର ସଭାପତି ପୁରୁଷୋତ୍ତମ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ଦୟାନନ୍ଦ ସରସ୍ଵତୀଙ୍କ ୨୦୨ ତମ ଜନ୍ମ ଦିବସ ପାଳନ ସାମାଜିକ ସମରସତା କହିକି ଜରୁରୀ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଫେବୃୟାରୀ ୧୨ ତାରିଖ ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ୨୦୨ ତମ ଜନ୍ମ ଦିବସ ଅବସରରେ ' ସମାଜରେ ସାମାଜିକ ସମରସତା କାହିଁକି ଜରୁରୀ ବିଷୟ ଉପରେ ଏକ ଆଲୋଚନା ସଭା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା
Read More...

ପଦ୍ମପୁର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : ହୀରାକୁଦ ଓ କୁଚିଣ୍ତା ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ ଖେଳପଡିଆରେ ପଦ୍ମପୁର ସ୍ପୋର୍ଟ୍ସ ଏସୋସିଏସନ ଦ୍ୱାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚରେ କୁଚିଣ୍ତା ଦଳ ଝାରସୁଗୁଡା ଦଳକୁ ୪-୨ ଗୋଲରେ ପରାସ୍ତ କରିଥିଲେ । ପ୍ରଥମ
Read More...

ବନାଗ୍ନୀ ସଚେତନତା ଶିବିର ଅନୁଷ୍ଠିତ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ସାଲେଭଟା ଗାଈଖାଇ ଇକୋଟୁରିଜିମ ଗେଷ୍ଟ ହାଉସରେ ରେଞ୍ଜର ଆନନ୍ଦ ଚରଣ ବିଶିଙ୍କ ଅଧ୍ୟକ୍ଷତାରେ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଗ୍ନିଶମ ବିଭାଗ ଅଧିକାରୀ ଗୁଲୁ ସାହୁ, ବୁଧୁ ଓରାମ ଓ ସାଲେଭଟା
Read More...

ବିଧାୟକ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ – ଫାଇନାଲରେ ବାଦିବାହାଲ ଓ ନଅଗାଁ(ଖ) ମଧ୍ୟରେ ମୁକାବିଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ତଥା ସ୍ଵେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ଆନୁକୂଲ୍ୟରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ବିଧାୟକ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ସେମି ଫାଇନାଲ
Read More...