Yearly Archives

2026

ଇଷ୍ଟଦେବୀ ମା’ ବାସେଲୀଙ୍କର ୮୫ ତମ ବାର୍ଷିକ ପୂଜା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଚୈତ୍ର ପୂର୍ଣ୍ଣିମା ଦିନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାଦରପାଲି (ଝରାପଡ଼ା) ଠାରେ କେଉଟ ମାନଙ୍କର ଇଷ୍ଟ ଦେବୀ ମା' ବାସେଲୀଙ୍କର ୮୫ ତମ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଜାତି ଗଙ୍ଗାର ପାଦ ଧୌତ କରି ପାଛୋଟି
Read More...

ପ୍ରେମ ପ୍ରତାରଣା ଯୋଗୁଁ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଳିଲା ଅଜଣା ମହିଳାଙ୍କ ପରିଚୟ । ହତ୍ୟା ନୁହେଁ ବରଂ ନିଜେ ଚଳନ୍ତା ଟ୍ରେନକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ପ୍ରେମ ପ୍ରତାରଣା ଥିବା ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି । ମୃତ ମହିଳା ବଲାଙ୍ଗିର ସହରର ୧୭ ନଂ ୱାର୍ଡ ମାଲଗୋଦାମ ପଦାର
Read More...

ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ମଧ୍ୟରେ ରମ୍ଭାରେ ଉତ୍କଳ ଦିବସ ପାଳିତ ଏବଂ ମୁଖପତ୍ର “ଲକ୍ଷ୍ୟବାହୀ”…

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ମଧ୍ୟରେ ରମ୍ଭାରେ ବର୍ଣ୍ଣାଢ୍ୟ ସମାରୋହରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ରମ୍ଭା ସହର ମୁଖ୍ୟ ସଡ଼କ ପଥ "ଉତ୍କଳ ସଂଗ୍ରାମୀ ପୀଠ, ପିମ୍-ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅବା ରମ୍ଭା ହାଇସ୍କୁଲ୍ ପରିସରର ଓଡ଼ିଆ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଠାରେ ଉତ୍କଳ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରମାଣନ ପ୍ରକୋଷ୍ଠ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅଜୟ
Read More...

ଉତ୍କଳ ଦିବସ ପାଳନ ଅବସରରେ ବିଧାୟକ ନବୀନ ଜୈନ କହିଲେ ବିକଶିତ ହେବ ଗୋପବନ୍ଧୁଙ୍କ ଓଡିଶା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍କଳ ଦିବସ ଉପଲକ୍ଷେ ବୁଧବାର ସକାଳେ ଓଡ଼ିଶାର ବୀରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସନ୍ଧ୍ୟାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୩୬ ସୁଦ୍ଧା ଏକ ବିକଶିତ
Read More...

ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବ୍ରାହ୍ମଣ ମହାସଭାର ବୈଠକରେ ନବ ନିର୍ବାଚିତ ପର୍ଶୁରାମ ବାହିନୀର ସଭାପତି ବିଧୁଭୂଷଣ ତ୍ରିପାଠୀ, ସଂପାଦକ ସୁରେଶ ମିଶ୍ର, କୋଷାଧ୍ୟକ୍ଷ ସୁବ୍ରତ ରଂଜନ ମିଶ୍ର
Read More...

ଘାସି ଜୈନ ହେଲେ ଭାଜପା ରାଜ୍ୟ ଉପସଭାପତି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ବରିଷ୍ଠ ଭାଜପା କର୍ମୀ ତଥା ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ପୂର୍ବତନ ନୋମିନି ଘାସିରାମ ଜୈନଙ୍କୁ ରାଜ୍ୟ ଭାଜପା ଉପସଭାପତି ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଜୈନ ଜଣେ ଦଳର କର୍ମଠ କର୍ମୀଭାବେ
Read More...

କଣ୍ଟାବାଞ୍ଜି ବିଧାୟକ ହେଲେ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

କଣ୍ଟାବାଞ୍ଜିରେ ଭବ୍ୟ ସ୍ୱାଗତ, ହଜାର ହଜାର ସଂଖ୍ୟାରେ ବାଇକ୍‌ ରାଲି କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଓଡିଶା ସରକାରଙ୍କ ପ୍ରତ୍ୟେକ ଜିଲ୍ଲା ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ମିଳିଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ବଲାଙ୍ଗିର ଜିଲ୍ଲାର ଅଧ୍ୟକ୍ଷ ଭାବେ
Read More...

ଜଗନ୍ନାଥ ନାଟ୍ୟକଳା ପରିଷଦର ପଞ୍ଚମ ରଜନୀ : ମହିମୁଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଜଗନ୍ନାଥ ନାଟ୍ୟ କଳା ପରିଷଦର ପଞ୍ଚମ ରଜନୀର ନାଟକ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଜୀ ଲାଲାଙ୍କ ବନବାସ ପରେ ଭରତଜୀ ଲାଲା ତାଙ୍କୁ ଫେରାଇବାକୁ ଯାଇଛନ୍ତି । କିନ୍ତୁ ପ୍ରଭୁ ପିତା ସତ୍ୟ ଅମାନ୍ୟ ହେବ ବୋଲି
Read More...

ଦେଓଗାଁ ସଙ୍କଟ ମୋଚନ ହନୁମାନଙ୍କ ୬୫ ତମ ବାର୍ଷିକ ଉତ୍ସବ ପାଳନ

ରାଉରକେଲା, (କେପିଏନ୍‌ଏସ୍‌) : ଦକ୍ଷିଣ ରାଉରକେଲା ଦେଓଗାଁ ଅଞ୍ଚଳରେ ପ୍ରଭୁ ସଙ୍କଟ ମୋଚନ ହନୁମାନଙ୍କ ୬୫ ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଛି । ଦୀର୍ଘବର୍ଷ ହେଲା ୧୪୩ ନମ୍ବର ଜାତୀୟ ରାଜପଥ କଡରେ ସଙ୍କଟ ମୋଚନ ହନୁମାନଙ୍କ ଏକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଦେଓଗାଁ
Read More...