ଶ୍ରୀ ଶ୍ରୀ ଡଙ୍ଗରବୁଢା ପୁଞ୍ଜି ପଥର ମେଳା ଓ ବତିଶ ପ୍ରହର ନାମଯଜ୍ଞ ଉଦ୍ଯାପିତ
କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିକଟସ୍ଥ ଶ୍ରୀ ଶ୍ରୀ ଡଙ୍ଗରବୁଢା ପୁଞ୍ଜି ପଥର ମେଳା ଓ ବତିଶ ପ୍ରହର ନାମଯଜ୍ଞ ବୁଧବାର ଦିନ ଉଦଯାପିତ ହୋଇଯାଇଛି । ସପ୍ତାହ ବ୍ୟାପି ଚାଲିଥିବା ମେଳା ଓ ନାମଯଜ୍ଞ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି । ମନ୍ଦିର!-->…
Read More...
Read More...