ଆମ୍ବେଦକର ଜୟନ୍ତୀ ପାଳନ ଉପଲକ୍ଷେ ୧୬ ଏପ୍ରିଲ ୨୦୨୬ ରେ ଇଗ୍ନୋ
ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରରେ ରକ୍ତଦାନ ଶିବିର…
ଭୁବନେଶ୍ୱର, (ପିଆଇବି) : ୧୪ ଏପ୍ରିଲ -୨୮ ଏପ୍ରିଲ୨୦୨୬ ପକ୍ଷରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଆମ୍ବେଦକର ଜୟନ୍ତୀ ପାଳନ କରୁଛି। ଏହି ଉପଲକ୍ଷେ୧୬ ଏପ୍ରିଲ ୨୦୨୬ରେ ଆଞ୍ଚଳିକ କେନ୍ଦ୍ର ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲା। ଏହା କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କ ସହିତ ମିଳିତ!-->…
Read More...
Read More...