ରାସ୍ତା ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଟୁକୁର୍ଲା ଗ୍ରାମବାସୀ
ବରଗଡ, (ମୁନ୍ନା ସାହୁ) : ଆମର ରାସ୍ତା ଆମକୁ ଦିଅ । ରାସ୍ତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଟୁକୁର୍ଲା ଗ୍ରାମବାସୀ । କାଠ, ଥାଳି ଓ ଖାଇବା ସାମଗ୍ରୀ ଧରି ବୁଧବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଟୁକୁର୍ଲା ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି!-->…
Read More...
Read More...