ନିଆଁରୁ ସୁରକ୍ଷା କର୍ମଶାଳା
ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିଚାଳିତ ସେକ୍ଟର ୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଆରଏସପି ପକ୍ଷରୁ ନିଆଁରୁ ସୁରକ୍ଷା ଏକ କର୍ମଶାଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଗ୍ନି ନିର୍ବାପନ ଅପେକ୍ଷା ଅଗ୍ନି ନିବାରଣ ଶ୍ରେୟସ୍କର!-->…
Read More...
Read More...