Yearly Archives

2025

ଚିନ୍ମୟୀ ପାଣିଗ୍ରାହୀଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚିନ୍ମୟୀ ପାଣିଗ୍ରାହୀଙ୍କ ରୁଗୁଡିପଡା ବାସଭବନରେ ଦେହାନ୍ତ ହୋଇଯାଇଛି । ସେ କିଛି ଦିନ ସ୍ୱରାଜ ହସପିଟାଲରେ ଚିକିତ୍ସାଧୀନ ଥିଲେ । ସେ ଜଣେ ଶିକ୍ଷୟିତ୍ରୀ ତଥା ଶିବାନନ୍ଦ ଆଶ୍ରମରେ ଆନ୍ତରିକ ଭାବେ ସମୃକ୍ତ ଥିଲେ ଓ କିଛି ସମୟ ସେହି ଆଶ୍ରମର ଉପସଭାପତି
Read More...

ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭୋଟ ଚୋରି ନେଇ ଏକ ସାମ୍ୱାଦିକ ସମ୍ମିଳନୀ ହୋଟେଲ ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ଦାସ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ରାଜ୍ୟ ସଭାପତି
Read More...

ଐତିହାସିକ ଯୋଗିନୀ ପୀଠକୁ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା : ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କା…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣିପୁର ଝରିଆଲ କୁ ପରିଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା । ୬୪ଯୋଗିନୀ ମନ୍ଦିର
Read More...

ଦୁଇ ଦିନିଆ ନୂଆପଡ଼ା ଗସ୍ତରେ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ନୂଆପଡ଼ା, (କେପିଏନ୍‌ଏସ୍‌) : ଖଡିଆଳଠାରେ ଆମ୍ବେଦକର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ତା:୧୧.୦୮. ନୂଆପଡ଼ା ଜିଲ୍ଲା ଦୁଇ ଦିନିଆ ଗସ୍ତରେ ଥିବା ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖଡିଆଳଠାରେ ଆମ୍ବେଦକର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି । ଖଡିଆଳଠାରେ ଦଳୀୟ କର୍ମୀମାନେ
Read More...

ପାର୍ବଣ ପୂର୍ବରୁ କଟକ ପୁଲିସର କଡ଼ା ଆଭିମୁଖ୍ୟ : ଦାଦାବଟି ମାଗିଲେ ଥାନାକୁ ଭିଡ଼ିବ ପୁଲିସ’

କଟକ : ପାର୍ବଣ ପାଇଁ ଯଦି କେହି ଜବରଦସ୍ତ ଟଙ୍କା ମାଗୁଛି ତାହାଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସେ’କ୍ଲବ୍‌ କିମ୍ବା ପୂଜା କମିଟିର କର୍ମକର୍ତ୍ତା ହୁଅନ୍ତୁ ନଚେତ ଅସାମାଜିକ ଯୁବକ, ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ । ଏଭଳି କିଛି କଡ଼ା ଆଭିମୁଖ୍ୟ ଦେଖାଇଛି କଟକ ପୁଲିସ ।
Read More...

ନୂଆଦିଲ୍ଲୀରେ ସାଂସଦଙ୍କ ପାଇଁ ନବନିର୍ମିତ ଫ୍ଲାଟଗୁଡିକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● କିଛି ଦିନ ପୂର୍ବରୁ, ମୁଁ କର୍ତ୍ତବ୍ୟ ପଥ, ଅର୍ଥାତ୍ କର୍ତ୍ତବ୍ୟ ଭବନରେ ସାଧାରଣ କେନ୍ଦ୍ରୀୟ ସଚିବାଳୟକୁ ଉଦଘାଟନ କରିଥିଲି ଏବଂ ଆଜି, ମୁଁ ସଂସଦରେ ମୋର ସହକର୍ମୀମାନଙ୍କ ପାଇଁ ଏହି ଆବାସିକ ପରିସରକୁ ଉଦଘାଟନ କରିବାର ସୁଯୋଗ ପାଇଛି : ପ୍ରଧାନମନ୍ତ୍ରୀ● ଆଜି, ଦେଶ ଏହାର ସାଂସଦମାନଙ୍କ ପାଇଁ
Read More...

୧୩୬ କୋଟିଟଙ୍କା ବ୍ୟୟରେ ସମୁଦ୍ରଜଳରୁ ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପର ଲୋକାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରକମଳରେ ୧୩୦ କୋଟି ଟଙ୍କା ବ୍ୟୟରେ ସମୁଦ୍ରଜଳରୁ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ରବିବାର ଲୋକାର୍ପଣ ହୋଇଛି । ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅଁଳା ଭଟା ଗ୍ରାମପଞ୍ଚାୟତ ପୋଡ଼ାଖୋଲ ଗ୍ରାମର ଗୋପାଳମାଝି ବୟସ ୪୫ ସକାଳ ଘ ୮ଣ୍ଟା ସମୟରେ ନିକଟସ୍ଥ ଜଙ୍ଗଲପାର୍ଶ୍ୱରେ ଛେଳି ଚରାଉ ଥିବା ସମୟରେ ଦୁଇ ଗୋଟି ଭାଲୁଙ୍କ ଆକ୍ରମଣର ଶିକାରହୋଇ ଗୁରୁତର ହୋଇପଡ଼ିଥିଲେ । ବିଲ ବାଡ଼ି ଯିବା ଲୋକଙ୍କ
Read More...

ବଳଦ ନେଇ ଯାଉଥିଲେ ମାଡ଼ିଗଲା ଟ୍ରକ୍ : ଗାଡ଼ି ଓ ଚାଳକ ଅଟକ

କଣ୍ଟିଲୋ : ଭାପୁର ବ୍ଲକ ଅଧୀନ କଣ୍ଟିଲୋ-ଫତେଗଡ଼ ରାସ୍ତାର କୁକୁଡ଼ାଖାଇ ସେତୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକ୍ ଧକ୍କାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳେ ପଥରଚକଡ଼ା ଗାଁର ୬୨ ବର୍ଷୀୟ ନିରଞ୍ଜନ ଗୋଛି ନିଜ ବଳଦଙ୍କୁ
Read More...

ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଉଥିବା ସମସ୍ତ କାର୍ଯ୍ୟାଳୟରେ ସ୍ଵତନ୍ତ୍ର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅତି ଜରୁରୀକାଳୀନ ସେବା ଯୋଗାଉଥିବା ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ପୋଲିସ ବିଭାଗ କାର୍ଯ୍ୟାଳୟକୁ ଯାଇ ସମସ୍ତ କର୍ମଚାରୀଙ୍କୁ
Read More...