Yearly Archives

2025

ଛାତ୍ରୀମାନଙ୍କ ଆତ୍ମହତ୍ୟା ଉପରେ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି ଅଭିଯାନ

ସଇଁତଲା, (ଖୁସିରାନୀ ସାହୁ) : ଦିନକୁ ଦିନ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମହତ୍ୟା, ଆତ୍ମଦାହ ପରି ହୀନ ମାନସିକତା ବଢ଼ି ଚାଲିଥିବା ବେଳେ ଆତ୍ମହତ୍ୟା, ଆତ୍ମଦାହ ପରି ହୀନ ମାନସିକତା ଠାରୁ କିପରି ଛାତ୍ରଛାତ୍ରୀମାନେ ଦୁରେଇ ରହିବେ ଓ ସୁସ୍ଥ ସମାଜ ଗଠନରେ ସହାୟକ ହେବେ ସେଥିପାଇଁ କଲେଜର ଅଧ୍ୟକ୍ଷ
Read More...

କ୍ୟାବିନେଟ ମଞ୍ଜୁରୀ : ୪,୬୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା ହେବ…

● ଓଡ଼ିଶାରେ ସିକସେମ୍ ଏବଂ ଥ୍ରୀଡି ଗ୍ଲାସ୍ ପ୍ରକଳ୍ପ ପ୍ରତିଷ୍ଠା କରାଯିବ● ଭାରତ ସେମିକଣ୍ଡକ୍ଟର ମିଶନ: କମ୍ପାଉଣ୍ଡ ସେମିକଣ୍ଡକ୍ଟର ଏବଂ ଆଡଭାନ୍ସଡ୍ ପ୍ୟାକେଜିଂ ପରିଦୃଶ୍ୟରେ ଭାରତର ଦ୍ରୁତ ପ୍ରଗତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ
Read More...

ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ଶୃଙ୍ଗ ଆରୋହଣ କରି ଜନ୍ମମାଟି ଫେରିଲେ ଆଶୀର୍ବାଦ

ବରଗଡରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ବରଗଡ, (ନିରୋଜ କୁମାର ପାଣୀ) : ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ଜାତୀୟ ପତାକା ଉଡ଼ାଇ ଇତିହାସ ରଚିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲିତା ଟିକିରା ଗ୍ରାମର ଯୁବ ପର୍ବତାରୋହୀ ଆର୍ଶୀବାଦ ମହାପାତ୍ର ଆଜି
Read More...

ଜିଲ୍ଲା ପେଟ୍ରୋଲିୟମ ଡିଲର ଏସୋସିଏସନର ବୈଠକ

ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ସହ ଅଲୋଚନା କରିବାକୁ ୭ଜଣିଆ କମିଟି ଗଠିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଏକ ହୋଟେଲରେ ବଲାଙ୍ଗିର ଜିଲ୍ଲା ପେଟ୍ରୋଲିୟମ ଡିଲର ଏସୋସିଏସନର ଜିଲ୍ଲା ସଭାପତି ଆକାଶ ମିଶ୍ରଙ୍କ ସଭାପତିତ୍ୱରେ ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ
Read More...

ଟିଟିଲାଗଡ଼ରେ ଉପଖଣ୍ଡ ରାଜସ୍ୱ ଅମଲା ସଂଘରକାର୍ଯ୍ୟ ବନ୍ଦ ଡାକରା ଦ୍ୱିତୀୟ ଦିନରେ : ଯୋଗଦେଲେ ଜିଲ୍ଲା ସ୍ତରୀୟ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ବ୍ୟାପି କାର୍ଯ୍ୟ ବନ୍ଦ ଡାକରା ଦ୍ୱିତୀୟ ଦିନରେ ପହଞ୍ଚିଛି । ମଙ୍ଗଳବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦ୍ୱିତୀୟ ଦିନରେ ପୁଣି ଥରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ସହ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ
Read More...

ଟିଟିଲାଗଡ଼ ପୋଲିସ ତରଫରୁ ଆତ୍ମହତ୍ୟା ବିରୋଧୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛିଦିନ ହେବ ରାଜ୍ୟରେ ନିର୍ଯ୍ୟାତନା, ଅବସାଦ ଓ ଅତ୍ୟଧିକ ଚିନ୍ତା ସହି ନ ପାରି ଆତ୍ମହତ୍ୟା କରିବା ଭଳି ଘଟଣା ଦେଖିବାକୁ ମିଳୁଛି । ତେବେ ଏହାକୁ ରୋକିବାକୁ ଓଡ଼ିଶା ପୋଲିସ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟର ସମସ୍ତ ମହିଳା ମହାବିଦ୍ୟାଳୟ,
Read More...

ମଧୁସୂଦନ ପାଠାଗାରରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ଓ ଛେଣ୍ଡ ୱେଲଫେୟାର କମିଟିର ମିଳିତ ଆନୁକୂଲ୍ୟରେ ସ୍ୱଭାବ ତଥା ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ଓ ମେହେର ସାହିତ୍ୟରେ ଆଧ୍ୟାତ୍ମିକତା ଓ ପ୍ରକୃତି ବର୍ଣ୍ଣନା
Read More...

ଡୁମେରପାଣି ଉଚ୍ଚ ବିଦ୍ୟାଳୟରେ ହରଘର ତ୍ରିରଙ୍ଗା ପଦ‌ଯାତ୍ରା

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସଦର ବ୍ଲକ ଡୁମେରପାଣି ଉଚ୍ଚ ବିଦ୍ୟାଳୟରେ ହରଘର ତ୍ରିରଙ୍ଗା ପଦଯାତ୍ରା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ‌ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ଇତିହାସ ଅଧ୍ୟାପକ ଡ଼ଃ ଶିବ ପ୍ରସାଦ
Read More...

ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଅଗଷ୍ଟ ରାଉଣ୍ଡ -୨୦୨୫ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଅଗଷ୍ଟ ରାଉଣ୍ଡ -୨୦୨୫ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପବିତ୍ର ବେହେରା ଓ ସମ୍ମାନିତ
Read More...

ଏଚ.ଆଇ.ଭି./ ଏଡ୍‌ସ ଓ ଯୌନ ସଂକ୍ରମଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଏଚ୍.ଆଇ.ଭି. / ଏଡ୍‌ସ ଓ ଯୌନ ସଂକ୍ରମଣ ଜନିତ ରୋଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ସରକାର ବାଳିକା ମହାବିଦ୍ୟାଳୟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଶୁଭ
Read More...