Yearly Archives

2025

ଭୋଟ ଚୋର ଗାଦି ଛୋଡ ଜିଲ୍ଲା କଂଗ୍ରେସର ମଶାଳ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାଶଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବ୍ୟାପି ଚାଲୁଥିବା ମଶାଲ ଶୋଭାଯାତ୍ରା ବଲାଙ୍ଗିର ଜିଲ୍ଲାରେ ଆଜି ବଲାଙ୍ଗିର କଂଗ୍ରେସ କମିଟି ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରୁ ବାହାରି ନଗର
Read More...

ସାର ଅଭାବରୁ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ମାରିଲେ ଚାଷୀ

ସାର କଳାବଜାରୀ ରୋକିବାରେ କୃଷିବିଭାଗ ବିଫଳ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ସାର କଳା ବଜାରୀ ରୋକିବା ଦିଗରେ ସଚେତନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କହୁଛନ୍ତି । ସାର କଳାବଜାରୀ
Read More...

ଜିଲ୍ଲା ଦିଶା କମିଟି ବୈଠକ ଅନୁଷ୍ଠିତ

ବିଭିନ୍ନ ଯୋଜନାରର ଅଗ୍ରଗତି ଓ ସଫଳତା ଉପରେ ସମୀକ୍ଷା କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଗୁରୁବାର ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା (ଦିଶା)କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଲୋକସଭା
Read More...

ରକ୍ତ ଦାନ କରି ଅନ୍ୟକୁ ସାହାଯ୍ୟ କରିବା ହେଉଛି ପ୍ରକୃତ ମାନବିକତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରଠାରେ ଜିଲ୍ଲା ଯୁବ ରେଡ୍ କ୍ରସର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରୁ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ସଂଯୋଜକ ଯୋଗଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ
Read More...

ବାରିପଦା ଠାରେ ହର ଘର ତ୍ରିରଙ୍ଗା ଉପଲକ୍ଷେ ତ୍ରିରଙ୍ଗା ବାଇକ୍ ରାଲି ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦାଠାରେ ହର ଘର ତ୍ରିରଙ୍ଗା ଉପଲକ୍ଷେ ଏକ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାଇକ ରାଲି ସହିତ ତ୍ରିରଙ୍ଗା ୱାକାଥନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ସକାଳ ୮ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ଫାଇଲେରିଆ ରୋଗର ନିରାକରଣ ପାଇଁ ହର ଘର ତ୍ରିରଙ୍ଗା ପଦ ଯାତ୍ରା ଅଭିଯାନରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଫାଇଲେରିଆ ରୋଗର ନିରାକରଣ ପାଇଁ ହର ଘର ତ୍ରିରଙ୍ଗା ପଦ ଯାତ୍ରା ଅଭିଯାନରେ ଜିଲ୍ଲାପାଳ ହେମକାନ୍ତ ସୟ ଫାଇଲେରିଆ ଔଷଧ ସେବନ କରି ଶୁଭାରମ୍ଭ କରିବା ସହିତ ସମସ୍ତଙ୍କୁ ଏହି ଔଷଧ ସେବନ କରିବା ପାଇଁ ନିବେଦନ କରିଥିଲେ ଏବଂ ସମସ୍ତଙ୍କୁ ଖାଦ୍ୟ ଖାଇସାରିବା ପରେ
Read More...

ଦହିତା ମହାବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ

ପରିସ୍ଥିତି ମୁକାବିଲା ଓ ସହନଶୀଳତା ପାଇଁ ମନ୍ତ୍ର ଦିଏ ଗଙ୍ଗାଧର ସାହିତ୍ୟ : ସମ ସ୍ଵରରେ ଛାତ୍ରଛାତ୍ରୀ ଗାଇଲେ ବିଶ୍ୱ ଦେଖ ମଧୁ ମୟରେ ଜୀବନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁରର ନିକଟସ୍ଥ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱଭାବ କବି ଗଙ୍ଗାଧର
Read More...

ନୂଆଁଖାଇକୁ ତିନି ଦିନ ସରକାରୀ ଛୁଟି ଘୋଷଣା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲାଞ୍ଚଳର ଦୁଇ କୋଟି ଜନସାଧାରଣଙ୍କ ପର୍ବ, ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ, ଭାଇଚାରାର ପର୍ବ, କୃଷିଭିତ୍ତିକ ପର୍ବ ନୁଆଁଖାଇ । ଏହି ପର୍ବ ଏଭଳି ଏକ ପର୍ବ ପରିବାର ଲୋକ, ଗାଁର ଲୋକ ଯେ କୌଣସି ସ୍ଥାନରେ -ରାଜ୍ୟ ବାହାରେ, ଦେଶ ବାହାରେ ଥିଲେ ମଧ୍ୟ ନିଜ ନିଜ
Read More...

‘ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ଵଚ୍ଛତା’ ଅଭିଯାନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଉରକେଲା ମହାନଗର ନିଗମ ତରଫରୁ 'ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ଵଚ୍ଛତା' ଅଭିଯାନରେ 'ତ୍ରିରଙ୍ଗା ଶୋଭାଯାତ୍ରା' ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଆମ୍ବେଦକର ଛକରୁ ବାହାରିଥିବା ଏହି ତ୍ରିରଙ୍ଗା ଶୋଭାଯାତ୍ରା
Read More...

ରୋଟାରୀ କ୍ଲବ୍ ରାଉରକେଲା ରିଭରସାଇଡର ଅଧିଷ୍ଠାନ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ରିଭରସାଇଡର ଦ୍ୱାଦଶ ଅଧିଷ୍ଠାନ ଉତ୍ସବ ରାଉରକେଲା କ୍ଲବ ପ୍ରେକ୍ଷାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍ ରୋଟାରିଆନ୍ ଆଲମ୍ ସିଂ ରୁପ୍ରା ଯୋଗ ଦେଇ କ୍ଲବ ବିଗତ ବର୍ଷମାନଙ୍କରେ
Read More...