ମିଡ଼ିଆ କ୍ଲବ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ମିଡ଼ିଆ କ୍ଲବ ପକ୍ଷରୁ ଆଜି ୭୯ତମ ସ୍ୱାଧୀନତା ଦିବସ ସେକ୍ଟର- ୨୧ ସ୍ଥିତ କ୍ଲବ ପରିସରରେ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।!-->…
Read More...
Read More...