ବନ୍ଦ ହୋଇଯିବ ୧୧୩ ବର୍ଷର ଐତିହ୍ୟ ଦଳଗଞ୍ଜନ ପ୍ରେସ : ସୁରକ୍ଷା ପାଇଁ ଐତିହ୍ୟ ସୁରକ୍ଷା କମିଟି ଆନ୍ଦୋଳନ ଚେତବାନୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ ରାଜ୍ୟ ସରକାର ଓଡିଶା ଅସ୍ମିତା ପାଇଁ ଗୁରୁତ୍ୱବହନ କରୁଥିବା ବେଳେ କିନ୍ତୁ ତତ୍କାଳିନ ପାଟଣା ଶାସନ ସମୟରେ ଗଢି ଉଠିଥିବା ଓ ପରବର୍ତ୍ତି ସମୟରେ ଓଡିଶା ଶାସନ ଅଧିନରେ ରହିଗଲା ସ୍ୱାଧିନତା ପୂର୍ବର ପ୍ରଥମ ଦଳଗଞ୍ଜନ ପ୍ରେସ । ଏ ନେଇ ନାନା ଆଶଂକାରେ!-->…
Read More...
Read More...