Yearly Archives

2025

ଗ୍ରାମ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ତେନ୍ତୁଳି ଖୁଣ୍ଟିଠାରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ଲାର୍ଣ୍ଣି ଲିଙ୍କ୍ ଫାଉଣ୍ଡେସନ ରୋଡ୍ ଟୁ ସ୍କୁଲ୍ ପ୍ରୋଗ୍ରାମ ତରଫରୁ ଗ୍ରାମ ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ତେନ୍ତୁଳିଖୁଣ୍ଟି ଠାରେ ଆନ୍ତର୍ଜାତିକ ଯୁବ ଦିବସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପରିଚାଳନା ଧନଞ୍ଜୟ
Read More...

ଜୟପାଟଣାକୁ ଏନ୍‌ଏସି ଘୋଷଣା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ସବୁଜ ସଂକେତ

ଜୟପାଟଣା, (ଶେଷ ଦେବ ବେହେରା) : ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ତତକାଳୀନ ବିଜେଡି ସରକାର ୫୬ଟି ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଁ ଘୋଷଣା କରିଥିଲେ । ନିର୍ବାଚନ ଫଳାଫଳ ସେମାନଙ୍କ ପାଇଁ ପ୍ରତିକୂଳ ଫଳ ଦେବା ପରେ ନବ ଗଠିତ ବିଜେପି ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୨ଟି
Read More...

ଝରଣିପାଲି ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣିପାଲି ଭୁଆଁସେନ ଡ଼ଙ୍ଗରଠାରେ ଗ୍ରାମ ପଂଚାୟତ, ବ୍ଲକ କୃଷି ବିଭାଗ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଆଗଲପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର
Read More...

ଧାନ ଭଳି ଅନ୍ୟ ଫସଲ ଚାଷ ପାଇଁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ସରକାର ଧାନ ପାଇଁ ୮୦୦ ଟଙ୍କା ଇନପୁଟ୍ ସହାୟତା ବୃଦ୍ଧି କରିଛନ୍ତି । ଫଳରେ ଯେଉଁ ଚାଷୀ ଅନ୍ୟ ଚାଷ କରୁଥିଲେ ସେମାନେ ଏବେ ଧାନ ଚାଷ ପ୍ରତି ଆକର୍ଷିତ ହେଉଛନ୍ତି । ଏଥିପାଇଁ ଅନ୍ୟ ଫସଲ ପ୍ରଭାବିତ ହେଉଛି । ତେଣୁ ଅନ୍ୟ ଫସଲକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଯୋଜନା
Read More...

ଖୋର୍ଦ୍ଧାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ଖୋର୍ଦ୍ଧା : ରାଜଧାନୀ ଉପକଣ୍ଠରୁ ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରୁ ଏକ ପିକଅପ ଭ୍ୟାନଟୁ ୧୦ କ୍ୱିଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଯାହାର ଅନୁମାନିକ ମୂଲ୍ୟ କୋଟିଏ ଟଙ୍କାରରୁ ଅଧିକ ହେବ । ଖବର
Read More...

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀମାନଙ୍କୁ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ପାଇଁ…

ଖିଲାପକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଭୁବନେଶ୍ୱର : କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରିକରି କହିଛନ୍ତି ଯେ, ସମସ୍ତ ପଦୋନ୍ନତିପ୍ରାପ୍ତ ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ ଏବଂ କୌଣସି ପରିସ୍ଥିତିରେ ସରକାରୀ
Read More...

ମତ୍ସ୍ୟଚାଷୀଙ୍କୁ ଯାଆଁଳାମାଛ ଏବଂ ଖାଦ୍ୟଦ୍ରବ୍ୟ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ "ଆତ୍ମା" ସଂଗଠନ ତରଫରୁ ପାଞ୍ଚଜଣ ମତ୍ସ୍ୟ ଚାଷୀଙ୍କୁ ମାଛ ଯାଆଁଳା ଓ ମାଛ ଖାଦ୍ୟ ବଣ୍ଟନ କରାଯାଇଛି । ଆଗ୍ରହୀ ମାଛ ଚାଷୀଙ୍କୁ ଚୟନ କରି ସେମାନଙ୍କ ନିଜସ୍ୱ ପୋଖରୀରେ ମାଛ ଚାଷ ପ୍ରଦର୍ଶନ
Read More...

ଛତ୍ରପୁରରେ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ବିଧାୟକ ପାର୍ଥୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଧୁନିକ ଭାରତ ବିନ୍ଧାଣି ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ଅପର-ବସଷ୍ଟାଣ୍ଡ
Read More...

ହୁତୁହୁତୁ ହୋଇ ଜଳିଗଲା ‘ଆମ ବସ୍’

ଖୋର୍ଦ୍ଧା : ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା 'ଆମ ବସ୍'। ୧୬ନଂ ଜାତୀୟ ରାଜପଥ ଗଡ଼ ଖୋର୍ଦ୍ଧା ଛକ ନିକଟରେ ଆମ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ, ଆଜି ଏକ ଆମ ବସ୍ ଭୁବନେଶ୍ଵରରୁ ବାହାରି ଖୋର୍ଦ୍ଧା
Read More...

ଆସନ୍ତା ୨୫ରେ ଆତ୍ମାହୁତି ଦେବାକୁ ଧମକ ଦେଲେ ହୋମଗାର୍ଡ ସଂଘ ସଭାପତି

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଆତ୍ମାହୁତି ଦେବାକୁ ଧମକ ଦେଲେ ହୋମଗାର୍ଡ ସଂଘ ସଭାପତି ରଞ୍ଜନ କୁମାର ମଲ୍ଲିକ । ଏ ନେଇ ସେ ଏକ ଭିଡିଓ ଜାରି କରି ଏହି ବାର୍ତ୍ତା ଦେଇଛନ୍ତି । ଏହି ଭିଡିଓ ବାର୍ତ୍ତାରେ ରଞ୍ଜନ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ସେ ଆହୁରି ମଧ୍ୟ
Read More...