Yearly Archives

2025

କନ୍ଧମାଳ : ଫାଷ୍ଟ୍ ଟ୍ରାକ୍ ପୋକ୍ସୋ ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଦଣ୍ଡାଦେଶ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ ଦୁଷ୍କର୍ମ ଅଭିଯୁକ୍ତ ଶୁଣାଇଲେ ଦଣ୍ଡାଦେଶ । ସ୍ୱତନ୍ତ୍ର କୋର୍ଟ ଗଣେଶ କହଁରକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଜରିମାନା ଶୁଣାଇଛନ୍ତି । ବିଚାରପତି କୈଳାସ
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ : ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ ଥାନା ଅନ୍ତର୍ଗତ ଲାସେରୀ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇ
Read More...

ଯୋଜନା ଓ ସମନ୍ୱୟ ସ୍ଵତନ୍ତ୍ର ସଚିବଙ୍କ କଳାହାଣ୍ଡି ଗସ୍ତ

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ସ୍ଵତନ୍ତ୍ର ସଚିବଙ୍କ କଳାହାଣ୍ଡି ଗସ୍ତ ଅବସରରେ ଥୁଆମୂଲ୍ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ ସହିତ ଜୟପାଟଣା ବ୍ଲକର କେତେକ ଅଞ୍ଚଳ ପରିଦର୍ଶନ କରି ଫେରି ଯାଇଥିବା ସୂଚନା ମିଳିଛି । ଯୋଜନା ଓ ସଂଯୋଜନ
Read More...

ଝାଡେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତ ଥିବା ବାବା ଝାଡେଶ୍ୱର ପୀଠରେ ଆଗାମୀ ଫେବୃଆରୀ ମାସରେ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଲାଡ ଓ ହୁମ୍ମା ପଞ୍ଚାୟତର ୮ଟି ଗ୍ରାମକୁ ନେଇ ୧୫ ଦିନ ଧରି ଏହି
Read More...

ସଦନରେ ଯୋଜନାବଦ୍ଧ ବିଭ୍ରାଟ ସୃଷ୍ଟିକୁ ନେଇ କ୍ଷୋଭ ପ୍ରକାଶ କଲେ ଲୋକସଭା ବାଚସ୍ପତି

• ନାରାବାଜି କରିବା, ପ୍ଲାକାର୍ଡ ପ୍ରଦର୍ଶନ କରିବା ଏବଂ ବାରମ୍ବାର ଗତିରୋଧ ସୃଷ୍ଟି କରିବା ସଂସଦୀୟ ମର୍ଯ୍ୟାଦାର ଅପମାନ : ଲୋକସଭା ଅଧ୍ୟକ୍ଷ• ସବୁ ରାଜନୈତିକ ଦଳର ସଦସ୍ୟମାନଙ୍କୁ ସଦନରେ କହିବା ପାଇଁ ପର୍ଯ;୍ୟାପ୍ତ ସୁଯୋଗ ଦିଆଯାଇଥିଲା, ଗମ୍ଭୀର ଓ ଅର୍ଥପୂର୍ଣ୍ଣ ଆଲୋଚନା ଆଗକୁ ବଢ଼ାଇବା
Read More...

ଡ୍ୟାଫୋଡିଲ୍ ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୨୨ ଅଗଷ୍ଟ ୨୦୨୫, ଡ୍ୟାଫୋଡିଲ ଦିବସ ଡ୍ୟାଫୋଡିଲ୍, ପିଆଜ ଭଳି ଏକ ବଲ୍ବ (ଗୋଲାକୃତି ମୂଳ) ସୃଷ୍ଟି କରୁଥିବା ଉଦ୍ଭିଦ । ଏହି ଫୁଲ ତୂରୀ ପରି ଏବଂ ଏହାର ଶୋଭା ପାଇଁ ବହୁଳ ଭାବରେ ଚାଷ କରାଯାଏ, ଯାହା ବସନ୍ତ ରୂତୁରେ ଉତ୍ପନ୍ନ ହୁଏ । ଡ୍ୟାଫୋଡିଲ୍
Read More...

ଦିଲ୍ଲୀରେ ‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ

ପ୍ରତ୍ୟେକ ଦିବସର ସଦୁପଯୋଗ କରି ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦିଅ : କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀରେ ଆଜି ଆୟୋଜିତ 'କର୍ମଚାରୀ ସଂକଳ୍ପ ସମ୍ମିଳନୀ'ରେ ଉଦବୋଧନ ଦେଇଛନ୍ତି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଇଣ୍ଟ୍ରାକ୍ଟ କ୍ଲବର ୫ମ ପ୍ରତିଷ୍ଠା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଷ୍ଟିଲ୍ ସିଟିର ରୋଟାରୀ କ୍ଲବ ଦ୍ୱାରା ପ୍ରାୟୋଜିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜଗଦାର ଇଣ୍ଟ୍ରାକ୍ଟ କ୍ଲବ ପକ୍ଷରୁର ୫ମ ସ୍ଥାପନା ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୋଟାରୀଆନ ନିବେଦିତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ

ୟୁକ୍ରେନ ଏବଂ ପଶ୍ଚିମ ଏସିଆ କ୍ଷେତ୍ରରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରୟାସ ଉପରେ ମତ ବିନିମୟ କଲେ ଦୁଇ ନେତାଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନଃପ୍ରତିଷ୍ଠା ପାଇଁ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀଭାରତ-ଫ୍ରାନ୍ସ ରଣନୀତିକ ସହଭାଗୀତାକୁ ଆହୁରି ମଜବୁତ
Read More...

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ଅସହାୟ ଶିଶୁ ଚିହ୍ନଟ ଓ ସୁରକ୍ଷା ଉପରେ କର୍ମଶାଳା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ବ୍ଲକସ୍ତରୀୟ ଅସହାୟ ଶିଶୁ ଚିହ୍ନଟ ଓ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ସିଡିପିଓ ମାଧୁରୀ ହୋତାଙ୍କ ସଭାପତିତ୍ୱରେ
Read More...