Yearly Archives

2025

ବରଗଡ଼ ମହିଳା ସମିତି ଆନନ୍ଦ ସେବା ସଦନକୁ ପହଞ୍ଚାଇଲା ନୂଆଖାଇ ଅଢିଆ

ବରଗଡ଼, (ନିରୋଜ କୁମାର ପାଣୀ) : ଭେଡେନ ବ୍ଲକ ପପଙ୍ଗା ସ୍ଥିତ ବୃଦ୍ଧାଶ୍ରମ, ଗୋଶାଳା ଓ ଅନାଥାଶ୍ରମର ସମ୍ମିଳିତ ଆଶ୍ରମ ଆନନ୍ଦ ସେବାଶ୍ରମକୁ ଶୁକ୍ରବାର ଅପରାହ୍ନରେ ବରଗଡ଼ ମହିଳା ସମିତି ନୂଆଖାଇ ଅଢ଼ିଆ ପହଞ୍ଚାଇଥିଲେ । ସେଠାରେ ଥିବା ୩୦ ଜଣ ଅନ୍ତେବାସୀ ପୁରୁଷ, ମହିଳା, ବାଳିକା ଓ ଶିଶୁଙ୍କ
Read More...

ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ : ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟର ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (ଡ଼ିପିଏମ୍‌ୟୁ)ର ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା
Read More...

ନାବାଳିକା ଉପରେ ଲୋଲୁପ ଦୃଷ୍ଟି, ବଳାତ୍କାର ଉଦ୍ୟମ, ହତ୍ୟା ଧମକରେ ଯୁବକ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ହାଉସିଂ ବୋର୍ଡ ଅଞ୍ଚଳର ଜଣେ ପୀଡିତା ଝିଅର ମାଆ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦେଇଥିଲେ । ଦେଇଥିବା ଅଭିଯୋଗ ପ୍ରକାରେ ଅଭିଯୁକ୍ତ ଜି.ନରେଶ ଦୋରା (୨୯) ତାଙ୍କରି ଘରେ କାମ କରୁଥିବା ଅଭିଯୋଗକାରିରୀଙ୍କ ନାବାଳିକା ଝିଅଙ୍କୁ ନଗଦ
Read More...

ଓମ ଭ୍ୟାଲି ସ୍କୁଲଠାରେ ଆୟୋଜିତ ଆନ୍ତଃରାଜ୍ୟସ୍ତରୀୟ ଫୁଟବଲ୍ କ୍ଲଷ୍ଟର ୨- ଖେଳ ପ୍ରତିଯୋଗିତା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଚାରଭଟାଠାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ ଭେଲି ସ୍କୁଲଠାରେ ଦୀର୍ଘ ଛ ଦିନ ଧରି ଆୟୋଜିତ ଆନ୍ତଃରାଜ୍ୟ ସ୍ତରୀୟ ଫୁଟ୍‌ବଲ୍ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ୧୪ ବର୍ଷରୁ କମ୍,୧୭ ବର୍ଷରୁ କମ୍, ୧୯ ବର୍ଷରୁ କମ୍
Read More...

ରାଉରକେଲା ବିମାନ ବନ୍ଦରରୁ ବିମାନ ସେବା ଯଥାଶୀଘ୍ର ଆରମ୍ଭ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଜିଲ୍ଲା କଂଗ୍ରେସ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଜ୍ଞାନେନ୍ଦ୍ର ଦାସ ସେକ୍ଟର ୨୧ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଉରକେଲା ବିମାନ ବନ୍ଦରରୁ ଗତ ଏକମାସରୁ ଅଧିକ କାଳ ହେଲା ବନ୍ଦ ଥିବା ବିମାନ ଚଳାଚଳକୁ
Read More...

ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜକୁ ୨ ସ୍ୱର୍ଣ୍ଣ ଓ ୨ ବ୍ରୋଞ୍ଜ ପଦକ ହାସଲ

ଡେପୁଟି କଲେକ୍ଟର ଡ଼. ଶୁଭଙ୍କରି ସୁଦେଷ୍ଣା ଦାଶଙ୍କୁ ସଫଳତା ପାଇଁ ଅଭିନନ୍ଦନ ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତୀୟ ଶକ୍ତି ଉତ୍ତୋଳନ ସଙ୍ଘ ଆନୁକୂଲ୍ୟରେ ଝାରଖଣ୍ଡର ଜାମଶେଦପୁରଠାରେ ଅନୁଷ୍ଠିତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଦଳର ୩ ଜଣ ଖେଳାଳି ୪ଟି ପଦକ ହାସଲ
Read More...

ଧର୍ମ କିମ୍ବା ବିଶ୍ୱାସ ଆଧାରରେ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୨୨ ଅଗଷ୍ଟରେ ପାଳନ କରାଯାଉଥିବା "ଧର୍ମ କିମ୍ବା ବିଶ୍ୱାସ ଆଧାରରେ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ଦିବସ", ସେମାନଙ୍କ ବିଶ୍ୱାସ ଯୋଗୁଁ ହିଂସା କିମ୍ବା ଭେଦଭାବର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ମନେ
Read More...

ଜୁଲାଇ ମାସରେ ଜାତୀୟ ଉପଭୋକ୍ତା ହେଲ୍ପଲାଇନ ମାଧ୍ୟମରେ ୨.୭୨ କୋଟି ଟଙ୍କା ଫେରି ପାଇଲେ ଉପଭୋକ୍ତା

• ଇ-କମର୍ସ ସଂସ୍ଥା ବିରୋଧରେ ଆସିଥିବା ୧.୩୪ କୋଟି ଟଙ୍କାର ଅଭିଯୋଗ ସମାଧାନ• ଏନସିଏଚକୁ କଲ୍ ସଂଖ୍ୟା ଦଶ ଗୁଣା, ହ୍ୱାଟ୍ସଆପ୍ ଅଭିଯୋଗ ସଂଖ୍ୟା ୨୦% ବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଉପଭୋକ୍ତା ହେଲ୍ପଲାଇନ (ଏନସିଏଚ୍) ଜୁଲାଇ ମାସରେ ୨୭ଟି କ୍ଷେତ୍ରରେ ୭,୨୫୬ଟି ଉପଭୋକ୍ତା
Read More...

ପାଟଣାଗଡ଼ ବ୍ଲକ ଛକକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦାବୀରେ ରାସ୍ତାରେ ପଦ୍ମଫୁଲ ଚାଷ କରି ପ୍ରତିବାଦ

ପାଟଣାଗଡ଼ : ଏକ ଐତିହାସିକ ଛୋଟ ସହର । ପୁରାତନ ସମୟରାଜା ରାଜୁଡ଼ା ଅମଳରେ ଏଠାରେ ପାଟଣା ଷ୍ଟେଟର ରାଜଧାନୀ ଥିଲା । ପାଟଣା ଷ୍ଟେଟକୁ ରାଜା ମାନେ ପିଢ଼ି ପରେ ପିଢ଼ି ଶାସନ କରି ଆସୁଥିଲେ । ଏହା କୁଆଁରୀ ପାଟଣା ନାମରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଛୋଟ ସହରରେ ଦୀର୍ଘ ବର୍ଷ ଧରି ରାସ୍ତା
Read More...

ଲୋଇସିଂହା ବ୍ଲକ ବାରିକ ସମାଜର ନୂତନ କର୍ମକର୍ତ୍ତା ଚୟନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାରିକ ସମାଜର ବାରିକ ଭବନ ଠାରେ ବ୍ଲକ ସ୍ତରୀୟ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି କଂଗାଲୁ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଲୋଇସିଂହା ବ୍ଲକ କୁଶମେଲ ଗ୍ରାମରେ ଜନ୍ମିତ ବାରିକ ସମାଜର ଗର୍ବ ଓ ଗୌରବ
Read More...