Yearly Archives

2025

ଚଳିତ ବର୍ଷର ମର୍ଯ୍ୟାଦା ଜନକ ଶିକ୍ଷକ ରତ୍ନ ଉପାଧି ପାଇଲେ ବିଶିଷ୍ଟ ଶିକ୍ଷାବିତ୍ ତ୍ରିବିକ୍ରମ ମହାକୁଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼ ଆଦର୍ଶପଡା ବଲାଙ୍ଗିର ରାଜ୍ୟ ସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବ, ଗୁରୁ ପୂଜନ, ପ୍ରତିଭା ସମ୍ମାନ ଓ ନୂଆଖାଇ ଭେଟ୍‌ଘାଟ୍‌-୨୦୨୫ ପବିତ୍ର ଗୁରୁ ଦିବସରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡ଼ା
Read More...

ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପବିତ୍ର ଗୁରୁ ଦିବସ ଓ ଭୂମିଦାତା ସ୍ୱର୍ଗତ କେଶୋରାମ କେଡିଆଙ୍କ…

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପବିତ୍ର ଗୁରୁ ଦିବସ ଓ ଭୂମିଦାତା ସ୍ୱର୍ଗତ କେଶୋରାମ କେଡିଆଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ଗାଳ୍ପିକା ମିନାକ୍ଷୀରାଣୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟତ୍ରୀ ଶ୍ରୀମତୀ ମିନାକ୍ଷୀରାଣୀ ମିଶ୍ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ଲାଭ କରିଛନ୍ତି । ଶିକ୍ଷାଦାନରେ ନିଜର ଉତ୍କୃଷ୍ଟତା ପାଇଁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ
Read More...

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଅଭିନବୀକରଣ ଏବଂ ଷ୍ଟାର୍ଟଅଫ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଅଭିନବୀକରଣ ଏବଂ ଷ୍ଟାର୍ଟଅଫ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦର ସଭାପତିତ୍ୱ କରିବା ସହିତ
Read More...

ଝୁମର କର୍ମଶାଳାରେ ଯୋଗ ଦେବେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥିତ ଅମ୍ବିକା ହଲ ଠାରେ ଓଡିଶା ଝୁମର ଏକାଡେମୀର ସଭାପତି ଅବନୀ ମହାନ୍ତଙ୍କ ସଭାପତିତ୍ୱରେ ଝୁମର କର୍ମଶାଳାର ସୂଚନା ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ
Read More...

ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ସମ୍ବର୍ଦ୍ଧିତ ହେଲେ ୫୫ କୃତୀ ଶିକ୍ଷକ, ଶିକ୍ଷୟତ୍ରୀ ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଲାଲବଜାର ସ୍ଥିତ ଶିକ୍ଷକ ଭବନ ପରିସରରେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ପବିତ୍ର ଗୁରୁ ଦିବସ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ
Read More...

ଟିଟିଲାଗଡ଼ରେ ଝୁଲିପଡ଼ିଲେ ଝାଲ ମୁଢ଼ି ବିକାଳି, ସାଇଣ୍ଟିଫିକ ଟିମ୍‌ ସହ ପୋଲିସର ତନାଘନା ତଦନ୍ତ ଜାରି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସକାଳୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଟିଟିଲାଗଡ଼ ଥାନା ପାଖ ଫୁଟ ଓଭର ବ୍ରିଜ ସିଡ଼ି ନିକଟରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ପହଞ୍ଚି ମୃତବ୍ୟକ୍ତିଙ୍କ ଆବଶ୍ୟକ ନମୂନା ସଂଗ୍ରହ
Read More...

ଉତ୍କଳ କଳାକାର ଏକାଡେମୀର ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ କଳାକାର ଏକାଡେମୀରର ସୁନ୍ଦରଗଡ଼ ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କମିଟିର ସଭାପତି ଦୀପ୍ତି ବିଶ୍ୱାଳ ସୁନ୍ଦରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଡେମୀର ଅଧ୍ୟକ୍ଷ ଶଶଧର ପଣ୍ଡା, ରାଜ୍ୟ ପ୍ରତିଷ୍ଠାତା ସମ୍ପାଦକ
Read More...

ସାନଟୀକା ଗ୍ରାମରେ ଗୁରୁ ପୂଜନ ଉତ୍ସବ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାନଟୀକା ଗ୍ରାମରେ ଗୁରୁ ପୂଜନ ତଥା ପୁରସ୍କାର ବିତରଣ ଉତ୍ସବ ସମାରୋହରେ ଆୟୋଜିତ ହୋଇଯାଇଛି । ସମାଜସେବୀ ପ୍ରସାଦୁ ପଧାନଙ୍କ ଅଧ୍ୟକ୍ଷତା ତଥା ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ନିମନ୍ତ୍ରିତ
Read More...

ପାଟଣାଗଡ଼ ପୋଲିସ ଦ୍ୱାରା ୧୧୦ ବୋତଲ କଫ ସିରଫ ଜବତ, ଦୁଇ ଜଣ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ପାଟଣାଗଡ଼ ଲରମ୍ଭା ମୁଖ୍ୟ ରାସ୍ତା କୁତୁମୁଣ୍ଡା ଛକରେ ଦୁଇଜଣ ମଟର ସାଇକେଲରେ ଆସୁଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଟକାଇ ଅଧିକ ତଦନ୍ତ କରୁଥିବା ବେଳେ ତାଙ୍କ
Read More...