Yearly Archives

2025

ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷା ବର୍ଷର ତୃତୀୟ କ୍ଲଷ୍ଟର ସ୍ତରୀୟ ବୈଠକ ଚୋରମରା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଡ଼ବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ
Read More...

ପଦ୍ମପୁର ଓକିଲ ସଙ୍ଘ ତରଫରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଏବଂ ବରିଷ୍ଠ ଆଇନଜୀବୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଙ୍ଘ ତରଫରୁ ସଙ୍ଘ କାର୍ଯ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପଦ୍ମପୁର ଓକିଲ ସଙ୍ଘର ଅନୁରୋଧ କ୍ରମେ ଜଷ୍ଟିସ ଶତ୍ରୁଘ୍ନ ପୁଝାରୀ ଅଧକ୍ଷ ଓଡିଶା ମାନବଧିକାର କମିଶନ ମୁଖ୍ୟ ଅତିଥି ଭାବେ
Read More...

ମର୍ଯ୍ୟାଦା ଜନକ କବି ଗୌରବ ସମ୍ମାନ ପାଇଲେ ଡ. ଗୋପିକୃଷ୍ଣ ପଣ୍ଡିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିର ଆନୁକୂଲ୍ୟରେ ପଞ୍ଚାୟତ ମହାବିଦ୍ୟାଳୟ ବେଲପଡା ଠାରେ ରାଜ୍ୟସ୍ତରୀୟ ପବିତ୍ର ଗୁରୁ ଦିବସ ଓ ନୂଆଁଖାଇ ଭେଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି
Read More...

ଜାମସେଠ ଡାକ୍ତରଖାନାରେ ତାଲା ପକାଇଲେ ଅଞ୍ଚଳବାସୀ

ଡାକ୍ତର ନିଯୁକ୍ତି ଓ ଠିକ୍ ସମୟରେ କର୍ମଚାରୀମାନେ ଆସୁନଥିବା ଅଭିଯୋଗ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଜାମସେଠ ଡାକ୍ତରଖାନାରେ ଶନିବାର ଅଞ୍ଚଳବାସୀ ଦ୍ୱାରା ତାଲା ବନ୍ଦ କରାଯାଇଥିଲା । ଜଣେ ଏମ୍‌ବିବିଏସ୍‌ ଡାକ୍ତର ନିଯୁକ୍ତି ନଥିବା ହେତୁ ଆୟୁଷ
Read More...

ଓଡିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚର ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଓଡିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚର ଦ୍ଵିତୀୟ ଅଧିବେଶନ ଘଟଗାଁ ତାରିଣୀ ପୀଠରେ ତା ୦୨.୦୯.୨୦୨୫ ରିଖ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ବୈଦିକ କର୍ମକାଣ୍ଡି ବ୍ରାହ୍ମଣ ସପତ୍ନୀ ଉପସ୍ଥିତ ହୋଇ, ବୈଦିକ ମନ୍ତ୍ର ସହିତ ମାଁ ତାରିଣୀଙ୍କ ଆଜ୍ଞାମାଳ ନେଇ
Read More...

ଚୋରି ହୋଇଥିବା ସୁନା ମିଳିବ କେବେ : ୬୦ଗ୍ରାମ ସୁନା ଦେଇ କାମ ସାରିଦେଲା ପୁଲିସ

କଂଟାବାଞ୍ଜି/ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରର ଆଶ୍ରମ ପଡାରେ ରହୁଥିବା ଜଣେ ବିଧବା ମହିଳାଙ୍କ ଘରୁ ଗତ ନୂଆଁଖାଇ ପୂର୍ବରୁ ସୁନା ଓ ଟଙ୍କା ଚୋରି ହୋଇଥିଲା । ତେବେ ଏହାକୁ ନେଇ କଂଟାବାଞ୍ଜି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ କିଛି
Read More...

ଶ୍ରୀ ଶ୍ରୀ ରଘୁନାଥ ଦେବ ବୁଣାକାର ସଙ୍ଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ଗ୍ରାମର ଶ୍ରୀ ଶ୍ରୀ ରଘୁନାଥ ଦେବ ବୁଣାକାର ସଙ୍ଘ ପକ୍ଷରୁ ପବିତ୍ର ଗୁରୁ ଦିବସ ଅବସରରେ ଶୁକ୍ରବାର ଦିନ ବୃକ୍ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁସ୍ଥ ପରିବେଶ, ସୁସ୍ଥ ଜୀବନ ପାଇଁ ଗଛ
Read More...

ସ୍ୱେଚ୍ଛାସେବୀ ସଂଗଠନ ପ୍ରେମ୍‌ କାର୍ଯ୍ୟାଳୟରେ ଓନମ୍‌ ଉତ୍ସବ ପାଳିତ

ସମାଜରେ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ସୃଷ୍ଟି କରିବା ଆଜିର ଆବଶ୍ୟକତା ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମାଣ୍ଡିଆପଲ୍ଲୀ ସ୍ଥିତ ପ୍ରେମ୍‌ କାର୍ଯ୍ୟାଳୟରେ ସମାଜରେ ମାନବିକତା, ସମତା ଓ ପ୍ରେମ ପ୍ରତିଷ୍ଠାର ପ୍ରତୀକ ସୁନିଆଙ୍କ ବାମନ ଜନ୍ମ ଓ ୧୪୩୨ ସାଲ ପ୍ରବେଶ ପାଳନ ଅବସରରେ ହେପି ଓନମ୍‌
Read More...

ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ଗୁରୁଙ୍କୁ ବୃକ୍ଷ ଚାରା ଉପହାର ଦେଇ ନିଆରା ଢଙ୍ଗରେ ଗୁରୁଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ରାଷ୍ଟ୍ରପତି ଡ଼.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଇଆସୁଛି । ପ୍ରତ୍ୟେକ ବର୍ଷ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା
Read More...

ପାଇକମାଲ ହାଇସ୍କୁଲର ୪ ଜଣ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଜଣ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବରଗଡ଼ ଡିଇଓ ବିଶ୍ଵନାଥ ସାହୁ, ଏଡିଇଓ ବିନୟ ପ୍ରକାଶ ସଏ, ଡାଏଟ ଅଧ୍ୟକ୍ଷ, ବରଗଡ଼ ଏ.ଡି.ଏମ୍‌,
Read More...