Monthly Archives

October 2025

ସତଭାବନା ଲକ୍ଷେଘର ସମାଜର ନୂଆଁଖାଇ ଭେଟଘାଟ

ରାଉରକେଲା, (ସସ୍ମିତା ପ୍ରଧାନ) : ସତଭାବନା ଲକ୍ଷେଘର ସମାଜ ରାଉରକେଲାର ରୌପ୍ୟ ଜୟନ୍ତୀ ଉପଲକ୍ଷେ ନୂଆଁଖାଇ ଭେଟଘାଟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ପ୍ରଦୀପ ସୁରଝଲିଆଙ୍କ ସଭାପତିତ୍ୱ, ସମ୍ପାଦକ ଅଶ୍ୱିନୀ କୁମାର ଶାସିନୀଙ୍କ ଆବାହକତ୍ୱରେ ଆୟୋଜିତ
Read More...

ବ୍ରହ୍ମପୁରରେ ବିଶ୍ୱ ଆଶାବାଡ଼ି ଦିବସ ପାଳିତ

ମୁଷ୍ଟିମେୟ ସାଧକ ହିଁ ସମାଜର ମୋଡ଼ ବଦଳାଇପାରିବେ : ଡ଼. ପ୍ରସାଦ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆମ୍ବପୁଆସ୍ଥିତ ସିଟି କଲେଜ ପରିସରସ୍ଥ ସୋସାଇଟି ଫର୍‌ ଦି ଡିଜେବଲ, ଆଶ୍ରା କ୍ଲବ, ଭିତ୍ତମର ମିଳିତ ଉଦ୍ୟମରେ ବିଶ୍ୱ ଆଶାବାଡ଼ି ଦିବସ ପାଳିତ ହୋଇଯାଇଛି । ସୋସାଇଟି ଫର୍‌ ଦି ଡିଜେବଲର
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ପୌର ପାଳିକା ଦ୍ୱାରା ନାଳ ନର୍ଦ୍ଦମାରେ ମଶା ତେଲ କିମ୍ବା ମଶାଧୂଆଁ ଦିଆ ଯାଉ ନ ଥିବାରୁ
Read More...

ରାମପୁର କ୍ଲଷ୍ଟରରେ ରାଣୀ ଲକ୍ଷ୍ମୀବାଇ ଆତ୍ମସୁରକ୍ଷା ଟ୍ରେନିଂ ଉଦ୍‌ଘାଟିତ

ରାମପୁର, (କେପିଏନ୍‌ଏସ୍‌) : ରାମପୁର କ୍ଲଷ୍ଟରର ଚନ୍ଦସ୍ଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରାମପୁର ଠାରେ ରାଣୀ ଲକ୍ଷ୍ମୀବାଇ ଆତ୍ମସୁରକ୍ଷା ଟ୍ରେନିଂ ଆରମ୍ଭ ହୋଇଯାଇଛି । ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ପ୍ରେମରାଜ ସେଠ ଓ ହୋସିୟା ଛତ୍ରିଆଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
Read More...

ଆଗଲପୁର ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ଆଗଲପୁର ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ତଥା ଜିଲ୍ଲା
Read More...

ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ଆଗଲପୁର,(ସୁଶୀଳ କୁମାର ମିଶ୍ର) : ବ୍ଲକ ବେନ୍ଦ୍ରା ପଂଚାୟତ ଝାରବନ୍ଧଲି ଖେଳ ପଡିଆରେ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ବଲାଙ୍ଗିର ଓ ସମ୍ବଲପୁର ଦଳ ମଧ୍ୟ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ଡୁଡୁକାରେ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକାରେ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
Read More...

ଡୁଙ୍ଗୁରିପାଲି ବ୍ଲକର ଅନ୍ଧାରିବାଞ୍ଜି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି,(କେପିଏନଏସ) : ଡୁଙ୍ଗୁରିପାଲି ବ୍ଲକର ଅନ୍ଧାରିବାଞ୍ଜି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଚେନାବେଡା ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଚିତ୍ତରଞ୍ଜନ ଠାକୁରଙ୍କ ଆବାହକତ୍‌ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ
Read More...

ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହେଲା ମାଆ ଗଜଲକ୍ଷ୍ମୀ ପୂଜା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ମହାବୀର ପଡ଼ା ଠାରେ ମାଆ ଗଜଲକ୍ଷ୍ମୀଙ୍କ ପୂଜୋନତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହୋଇଯାଇଛି । ରବିବାର ଅପରାହ୍ନରେ ଶତାଧିକ ମହିଳା ଏକ ସୁସଜ୍ଜିତ ପଟୁଆରରେ ପବିତ୍ର କଳସ ଆଣି ସ୍ଥାପନ କଲାପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ସୋମବାର ଠାରୁ
Read More...

ପୁନେର ଓଡ଼ିଆ ଝିଅ ସଞ୍ଚୟିତା ରାଜ୍ୟ ସ୍ତରୀୟ ସ୍କେଟିଂ ଚାମ୍ପିଅନସିପ୍ ପାଇଁ ମନୋନୀତ

​ପୁନେ : ​ପୁନେ ନିକଟରେ ଅନୁଷ୍ଠିତ ହୋଇଥିବା "ରୋଲର ଏଥଲେଟିକ ପୁନେ ସିଟି ଚାମ୍ପିଅନସିପ - ୨୦୨୫"ରେ ୟୁରୋ ସ୍କୁଲ ୱାକ୍‌ଡର ଛାତ୍ରୀ ତଥା ପ୍ରତିଭାଶାଳୀ ଓଡ଼ିଆ ଝିଅ ସଞ୍ଚୟିତା ମିଶ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ରୋଲର ଏଥଲେଟିକସ ଏସୋସିଏସନ୍, ମହାରାଷ୍ଟ୍ର ସହ
Read More...