Daily Archives

ବାସନ୍ତିକ ଦୁର୍ଗୋତ୍ସଵ : ମାଁ ରାମଚଣ୍ଡୀଙ୍କ ପୀଠ ଚଳଚଞ୍ଚଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ସମସ୍ତ ଦେବୀ ପୀଠ ମାନଙ୍କରେ ପବିତ୍ର ଚୈତ୍ର ପର୍ବ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି । ଏହି ନବରାତ୍ରୀ ପୂଜାକୁ ବାସନ୍ତିକ ଦୁର୍ଗୋତ୍ସଵ ମଧ୍ୟ୍ୟ କୁହାଯାଏ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ନୀଳାଦ୍ରୀପୁର ଠାରେ ଅବସ୍ଥିତ
Read More...

ଗୁଳି କରି ଦୁର୍ଦ୍ଦାନ୍ତ ଅପରାଧୀକୁ ମାରିଦେଲେ

ଗଞ୍ଜାମ : ବାଇକରେ ଘରକୁ ଫେରୁଥିଲେ । କୁକୁଡାଫାର୍ମ ନିକଟରେ ମୁଣ୍ଡକୁ ଗୁଳି କରିଦେଲେ ଦୁର୍ବୃତ୍ତ । ତୁରନ୍ତ ଡାକ୍ତରଖାନାକୁ ନିଆଗଲା । ମୃତ ଘୋଷଣା କଲେ ଡାକ୍ତର । ଗୁୁଳିମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧୀର ମୃତ୍ୟୁ ।ଗଞ୍ଜାମର କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗ୍ରାମ ନିକଟରେ ଲକ୍ଷ୍ମୀନାରାୟଣ
Read More...

ଆଜିଠୁ ଅନ୍ତ୍ୟୋଦୟ ଯୋଜନା ଶୁଭାରମ୍ଭ

କଳାହାଣ୍ଡି : ଆଜିଠାରୁ ଅନ୍ତ୍ୟୋଦୟ ଯୋଜନା ଶୁଭାରମ୍ଭ । ଭବାନୀପାଟଣାଠାରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସକାଳ ସାଢେ ୧୦ଟା ସମୟରେ ରିସିଗାଁ ଶ୍ରୀକୃଷ୍ଣନଗର ପଡିଆରେ ଏନେଇ କାର୍ଯ୍ୟକ୍ରମ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀ ପ୍ରଥମ ଥର କଳାହାଣ୍ଡି
Read More...

ପଶ୍ଚିମରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର : ଆଜି ବି ଜଳାଇବ ତାତି । ଭୀଷଣ ଖରା ଓ ତାତି ପ୍ରଭାବରେ ଅଧା ଓଡ଼ିଶା ଟକଟକ ହୋଇ ତାତିବ । ସବୁଠୁ ଭୟଙ୍କର ତାତିରେ କଲବଲ ହେବେ ପଶ୍ଚିମ ଓଡ଼ିଶାବାସୀ । ୬ ସହରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବହିବ । ଉପକୂଳ ଓଡ଼ିଶାରେ ବି ତ୍ରାହି ମିଳିବନି । ଭୀଷଣ ଗରମ ଓ ଗୁଳୁଗୁଳିରେ ଆଉଟପାଉଟୁ ହେବ
Read More...

ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ : ମୃତଦେହ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର : ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଘଟଣ । ମଧୁସୂଦନ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ତାପସ କୁମାର ନାୟକ ବୋଲି ଜଣାପଡିଛି । ଛାତରୁ ଖସି ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ଯାଏ କୌଣସି ସଠିକ୍
Read More...

ବୁଲିଲା ବୁଲଡୋଜର, ମାଟିରେ ମିଶିଲା କୋଠା

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ । ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବଡ଼ ବଡ଼ କୋଠା । ଜଦଖଲରେ ଥିବା ଦୋକାନ ଏବଂ ଘର ଗୁଡିକୁ ଭଙ୍ଗା ଯାଉଛି । ଉଚ୍ଛେଦ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ
Read More...

ପିପିଲି ମକୁନ୍ଦପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ୍‌କୁ ପିଟିଲା କାର୍‌

ପିପିଲି : ବାଇକ୍‌କୁ ପିଟିଲା କାର୍‌ । ପୁରୀ ଜିଲ୍ଲା ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ମକୁନ୍ଦପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାହାଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଛି ୨ଜଣ ଜୀବନ । ମୃତକ ୨ ଜଣ ହେଲେ ବାଲିପଡ଼ା ନନ୍ଦନକାନନ ଅଞ୍ଚଳର ସୁଧାକର ପାତ୍ର ଓ ରଶ୍ମିରଞ୍ଜନ
Read More...

ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ ନାଟଯାତ୍‌ରା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ଗତ ବୁଧବାରରୁ ଚାଲିଥିବା ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଉଦଯାପନ ଉତ୍ସବରେ ସାମାଜିକ କର୍ମୀ ସୁଲୋଚନା ମିଶ୍ର
Read More...

ପିଏମ୍ ଶ୍ରୀ ପୃଥୀରାଜ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ “ସକାରାତ୍ମକ ଭାବନା ସଫଳତା ଆଣେ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ପିଏମ୍ ଶ୍ରୀ ପୃଥୀରାଜ ଉଚ୍ଚ ବିଦ୍ୟାଳୟରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାର ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ,
Read More...

ପଦ୍ମପୁର ନବଦୁର୍ଗା ମନ୍ଦିରରେ ଚୈତ୍ର ବାସନ୍ତିକ ନବରାତ୍ର ପୂଜା : କଳସ ଆବାହନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ପ୍ରସିଦ୍ଧ ନବଦୁର୍ଗା ମନ୍ଦିରରେ ଚୈତ୍ର ବାସନ୍ତିକ ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଆବାହନ କରାଯାଇଛି । ପାରମ୍ପାରିକ ପୂଜାର୍ଚ୍ଚନା ପରେ ଘଣ୍ଟ ଶଙ୍ଖବାଦ୍ୟ ସହଏକ ଶୋଭାଯାତ୍ରାରେ ବାହାରି ବଡବନ୍ଧରୁ ପୂର୍ଣ୍ଣ କଳସ ଆବାହନ ପୂର୍ବକ ପୂଜା
Read More...