Daily Archives

ୟୁପି ଢଙ୍ଗରେ ଓଡିଶାରେ ବି ହେଉ ‘ଲଭ୍‌ଜିହାଦ’ ଆଇନ – ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ପ୍ରଦେଶ ବିଧାନସଭାରେ ଗତକାଲି ଲଭଜିହାଦ ବିରୋଧୀ ବିଲ୍ ପାରିତ ହୋଇଥିବା ବେଳେ ଲଭଜିହାଦ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିଛି । ତେବେ ଉତ୍ତରପ୍ରଦେଶ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି
Read More...

ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ୨ ବର୍ଷ ଭିତରେ କ୍ରମାଗତ ଘଟି ଚାଲିଥିବା ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚ ତରଫରୁ ଉଦ୍‌ବେଗ ପ୍ରକାଶ ପାଇଛି । ଭାରତୀୟ ରେଳବାଇ ନେଟୱାର୍କରେ ରେକର୍ଡ ସଂଖ୍ୟକ କର୍ମଚାରୀ କାର୍ଯ୍ୟ କରୁଥିଲା ବେଳେ ରାଜସ୍ୱ ଆଦାୟରେ ମଧ୍ୟ ଆଗୁଆ । ଆମ
Read More...

କେରଳ ଭୂସ୍ଖଳନରେ ଓଡ଼ିଶାର ୨ ଜଣ ଡାକ୍ତର ନିଖୋଜ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେରଳରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି । ତନ୍ମଧ୍ୟରୁ ଓଡ଼ିଶାର ଦୁଇ ଓଡ଼ିଆ ଡାକ୍ତର ନିଖୋଜ ଥିବା ଖବର ମିଳିଛି । ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ
Read More...

ଲେଡି ଲାୟନ ତରଫରୁ ସାୱନ କ୍ୟୁନ୍ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ଅନୁଷ୍ଠାନ ଲେଡ଼ି ଲାୟନ ତରଫରୁ ସାୱନ କ୍ୟୁନ୍ ପ୍ରତିଯୋଗିତା ସେକ୍ଟର ୬ ସ୍ଥିତ ସରୋବର ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମହନ୍ତଙ୍କ ସଭାପତିତ୍ୱ ଓ ପ୍ରିୟା ଯାଦବଙ୍କ ସଂଯୋଜନାରେ
Read More...

ଯୁବ ଛାତ୍ର ସମାଜର ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଗଣଦୃଷ୍ଟି ପାଠଶାଳା ଆୟୋଜିତ

ପିଲାଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ ଅଭିଭାବକ ଓ ଗୁରୁଜନ ବରଗଡ଼, (ନିରୋଜ କୁମାର ପାଣୀ) : ଏକବିଂଶ ଶତାବ୍ଦୀରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଗମ୍ଭୀର ପ୍ରସଙ୍ଗ ପାଲଟିଛି । ନିକଟରେ ସଂସଦରେ ଭାରତ ସରକାରଙ୍କ ଅର୍ଥନୈତିକ ରିପୋର୍ଟରେ ମଧ୍ୟ ଦେଶରେ ଛାତ୍ର ଓ
Read More...

ଗ୍ରାମୀଣ ନାଟ୍ୟ ଦିବସ ନିମନ୍ତେ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ତରଫରୁ ଏକ ନାଟକ ପ୍ରଯୋଜନା ନିମନ୍ତେ ଗତ ଦୁଇ ଦିନ ହେଲା ନାଟକର ରିହର୍‌ସଲ୍ ଅବା କଳାକାରଙ୍କୁ ନେଇ ଆଖଡା ଆରମ୍ଭ ହୋଇଯାଇଛି । ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତଙ୍କ ରଚିତ
Read More...

ଆଜିଠୁ ରାଜ୍ୟରେ ବଢିବ ବର୍ଷା : ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢିବ ବର୍ଷା । ଆଗାମୀ ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସୁନ୍ଦରଗଡ, ମାଲକାନଗିରି, ବରଗଡ ଏବଂ ସମ୍ବଲପୁର । ଏଠିକାର ଜିଲ୍ଲା ପ୍ରଶାସନ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଝାଡ଼ଖଣ୍ଡ ଉପରେ ଏକ
Read More...

ଟ୍ରାକ୍ଟର୍ ଓଲଟି ଜଣେ ମୃତ : ଜଣେ ଗୁରୁତର

କେନ୍ଦୁଝର : ଟ୍ରାକ୍ଟର୍ ଓଲଟି ବଡ଼ବାପା ମୃତ ଏବଂ ପୁତୁରା ଗୁରୁତର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଢେଙ୍କା ପଞ୍ଚାୟତର ଝଣଝଣା ନିକଟରେ । ଗତକାଲି ବିଳମ୍ବିତ ରାତିରେ ମୋଟରଗାଡିଆର ବିଜୟ କୁମାର ନାଏକ ନିଜ ପୁତୁରା କ୍ଷୀରୋଦ କୁମାର ନାଏକଙ୍କ ସହ ଜମିରୁ ଚାଷ
Read More...

ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ସ୍ମାରକପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ନେଇ ରାଉରକେଲା ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ ଉଲ୍ଲେଖ
Read More...

ଅନ୍ଵେଷା ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ମାମୁଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଗରିବ ଆଦିବାସୀ ପିଲାଙ୍କର ପାଠପଢା ତଥା ଉଜ୍ୱଳ ଭବିଷ୍ୟତ ପାଇଁ ନିର୍ମାଣ କରିଛନ୍ତି ଅନ୍ଵେଷା ଯୋଜନା ଅନ୍ତର୍ଗତ ହଷ୍ଟେଲ । କିନ୍ତୁ ପଦ୍ମପୁର ସ୍ଥିତ ଅନ୍ଵେଷା ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ସନ୍ଦେହ ଜନକ ମୃତ୍ୟୁ
Read More...