Daily Archives

୨୦୦ ଲିଟର ନକଲି ବିଦେଶୀ ମଦ ଜବତ କଲା ଅବକାରୀ ବିଭାଗ

ବାଲେଶ୍ୱର : ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ଉ କରି ଅବକାରୀ ବିଭାଗ ୨୦୦ ଲିଟର ନକଲି ବିଦେଶୀ ମଦ ଜବତ କରିଛି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣ୍ଡାଶୁଣି ପଂଚାୟତ ନୀଳକଣ୍ଠପୁରର ସୁବାସ ନାୟକଙ୍କ ଘରୁ ଜଳେଶ୍ୱର ସେଟ୍‌ଲାଇଟ୍‌ ଅବକାରୀ ବିଭାଗ ଖବର ପାଇ ଯାଞ୍ଚ କରିଥିଲେ । ପରେ ପ୍ରାୟ
Read More...

ମୁମ୍ବାଇ ଅଭି‌ମୁ‌ଖେ ଯାଉଥିବା ଟ୍ରେନ୍‌ ଲାଇନ୍‌ଚ୍ୟୁତ : ୨ ମୃତ, ୨୦ ଆହତ

ରାଉରକେଲା : ଆଜି ସକାଳେ ଝାରଖଣ୍ଡରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଟ୍ରେନ୍‌ର ପ୍ରାୟ ୧୮ଟି କୋଚ୍ ଲାଇନ୍‌ଚ୍ୟୁତ୍‌ ହେବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିସହିତ ୨୦ ଜଣ ଆହତ ହୋଇଛନ୍ତି । ହାୱାଡ଼ା-ସିଏସ୍‌ଏମ୍‌ଟି ଏକ୍ସପ୍ରେସ ଭୋର୍‌ ୩.୪୫ ସମୟରେ ଜାମସେଦପୁର ଠାରୁ ୮୦
Read More...

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରାୟଗଡ଼ା : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ରାୟଗଡ଼ା ସହରର ଟେଲିଫୋନ୍‌ ଏକ୍ସଚେଞ୍ଜ ଲେନ୍‌ରେ ଘଟିଛି ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସ୍ତ୍ରୀର ହତ୍ୟା ପରେ ସ୍ଵାମୀ ଫେରାର୍‌ ହୋଇଯାଇଛି । ମୃତ ମହିଳା ହେଲେ ପି. ଗୌରୀ(୪୫) ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ
Read More...

ଆଜି ରାଜ୍ୟରେ ପ୍ରବଳ ବର୍ଷା : ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା । ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ଏହି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇ ଥିବାବେଳେ ଜିଲ୍ଲା ପ୍ରଶାସନକୁ
Read More...

ରାସ୍ତା କଡ଼ରେ ପଡ଼ିଛି ମୃତଦେହ : ହତ୍ୟା ସନ୍ଦେହ

ଭୁବନେଶ୍ୱର : ରାସ୍ତା କଡ଼ରେ ପଡ଼ିଛି ମୃତଦେହ । ଭୁବନେଶ୍ୱର ଲୁମ୍ବିନୀ ବିହାର ଏବଂ ମୈତ୍ରୀ ବିହାରକୁ ସଂଯୋଗ କରୁଥିବା ୨ ଶହ ଫୁଟିଅ ଟିଆ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ଲୁମ୍ବିନୀ ବିହାର ଏବଂମୈତ୍ରୀ ବିହାରକୁ ସଂଯୋଗ
Read More...

ମହୁଲବାହାଲି ରେଳ ଅଣ୍ଡର ବ୍ରିଜ୍‌ରେ ପାଣି : ତୁରେକେଲା-ନୁନହାଡ ପିଡବ୍ଲୁଡିରାସ୍ତା ବାଧାପ୍ରାପ୍ତ

ଯାତାୟତ ଅସୁବିଧାରେ ନୂଆପଡା ଓ ଝରଣି ଗ୍ରାମବାସୀ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାକୁ ସଂଯୋଗ କରୁଥିବା ନୁନହାଡ-ତୁରେକେଲା ଭାୟା-ମହୁଲବାହାଲ ପିଡବ୍ଲୁଡି ରାସ୍ତା ଜୁଲାଇ ମାସର ଝରି ବର୍ଷା ଯୋଗୁଁ ଗମନାଗମନରେ ଘୋର ଅସୁବିଧା ଦେଖାଦେଇଛି ।
Read More...

ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲୋକ ସମ୍ପର୍କ ଓ ସୂଚନା ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ଵାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରିହାନ୍
Read More...

ଟିଟିଲାଗଡ ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ଶେଷ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଟିଟିଲାଗଡ ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ
Read More...

ଆନ୍ତର୍ଜାତୀୟ ବନ୍ଧୁତ୍ଵ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୩୦ରେ 'ଆନ୍ତର୍ଜାତୀୟ ବନ୍ଧୁତ୍ଵ ଦିବସ' ପାଳନ କରାଯାଏ । ଏହି ଦିବସରେ ବନ୍ଧୁମାନଙ୍କୁ ସମ୍ମାନିତ କରିବା ଏବଂ ଆମ ଜୀବନରେ ଉନ୍ନତି ଆଣିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିବା । ବନ୍ଧୁମାନେ ଆମ ଜୀବନକୁ
Read More...