Daily Archives

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ସୁପୁତ୍ର ଅକ୍ଷିତ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ତଥା ସମ୍ବଲପୁର ସହର ଅମ୍ବିରା ନଗରର ମୂଳନିବାସୀ ବାଳଗୋପାଳ ପଣ୍ଡା ଓ ଧର୍ମପତ୍ନୀ ସୌମ୍ୟ ସୁଲେଖା ପଣ୍ଡାଙ୍କ ସୁପୁତ୍ର ଅକ୍ଷିତ ପଣ୍ଡାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ
Read More...

ଲାଞ୍ଚ ନେବା ପଡିଲା ମହଙ୍ଗା : ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଜନ ବିଭାଗର ସହକାରୀ ଯନ୍ତ୍ରୀ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଭିଜିଲାନ୍ସ ଜାଲରେ ଆଉ ଜଣେ ଦୁର୍ନୀତିଖୋର ଅଧିକାରୀ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଜନ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ କୁମାର ପାଢ଼ୀ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍‌ ସିଟିର ୧୪ତମ ସ୍ଥାପନା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍‌ ସିଟିର ୧୪ତମ ସ୍ଥାପନା ଦିବସ ସେଣ୍ଟ୍ରାଲ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ୍‌ ପିଉ ଗୁହାଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା ରୋଟାରୀଆନ୍‌ ଡ. ସରିତା ମଲ୍ଲଙ୍କ ଆବାହକତ୍ଵରେ
Read More...

ଭାରତ ସରକାରଙ୍କ କମ୍ପାନୀ ଅନୁକୂଳ ନୀତି ଯୋଗୁଁ ଜିଓ ଡାଟା ପ୍ୟାକ୍‌ରେ ଅହେତୁକ ଦର ବୃଦ୍ଧି – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଟରନେଟ୍‌ ସେବା ପ୍ରଦାନ କ୍ଷେତ୍ରରେ ଭାରତ ସରକାରଙ୍କ କମ୍ପାନୀ ଅନୁକୂଳ ନୀତି ଯୋଗୁଁ ଇଣ୍ଟରନେଟ୍‌ ସେବା ପ୍ରଦାନ କାରୀ ସଂସ୍ଥା ଜିଓ ଅହେତୁକ ଭାବେ ଇଣ୍ଟରନେଟ୍‌ ଡାଟା ପ୍ୟାକେଜ୍‌ ଦରକୁ ବୃଦ୍ଧି କରି ପାରିଛି ବୋଲି ରାଜ୍ୟର ବିଶିଷ୍ଟ ସୂଚନା ଅଧିକାର କର୍ମୀ
Read More...

ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ କୁଢ଼କୁଢ଼ ଆବର୍ଜନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି । କିନ୍ତୁ ପରିତାପର ବିଷୟ ଯେ, ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟର ପଛପଟକୁ କାହାରି ନଜର ନାହିଁ ।
Read More...

ସ୍ୱଭାବିକ ବର୍ଷାରେ ବେହାଲ୍‌ ବଲାଙ୍ଗିର-ସାଲେପାଲି ବ୍ରିଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଲେପାଲିରୁ ବଲାଙ୍ଗିର ସହରକୁ ସଂଯୋଗ କରୁଥିବା ସାଲେପାଲି ବ୍ରିଜ ଠାରେ ପ୍ରବଳ ବର୍ଷା ଯୋଗୁଁ ବଢ଼ି ପାଣି ଆସୁଛି । ଯାହାଫଳରେ ଏହି ରାସ୍ତାରେ ଯାତାୟାତ ସମ୍ଭବ ହୋଇପାରୁନାହିଁ । ଗତ ଦୁଇଦିନ ଧରି ବଲାଙ୍ଗିରରେ ବର୍ଷା ଲାଗି ରହିଥିବା ବେଳେଗତକାଲି ସକାଳୁ ମଧ୍ୟ
Read More...

ବିଦ୍ୟାଳୟସ୍ତରୀୟ ଶିକ୍ଷା ସପ୍ତାହ ପାଳନ

ଏସ୍‌. ରାମପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସୁଲେଇ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପୁରୋତ୍ତମ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସାଧନ କେନ୍ଦ୍ର
Read More...

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍ ପ୍ରକଳ୍ପରେ ଟନେଲ ସଂଯୋଗ କ୍ଷେତ୍ରରେ ପୂର୍ବତଟ ରେଳପଥ ଦ୍ୱାରା ଆଉ ଏକ ମାଇଲ…

ଚାଲୁରହିଥିବା ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ।ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବା ପାଇଁ ଉଭୟ ପାର୍ଶ୍ୱରୁ ଟନେଲ୍ କାର୍ଯ୍ୟ ନିର୍ମାଣ କରାଯାଉଛି । ଭୁବନେଶ୍ୱର : ଟନେଲ ସଂଯୋଗ କାର୍ଯ୍ୟରେ ପୂର୍ବତଟ ରେଳପଥ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ।
Read More...

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ…

ଭୁବନେଶ୍ୱର : ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଏହି ଟାସ୍କ ଫୋର୍ସରେ ରହିଥିବା ୮ ଜଣ
Read More...

କୁଟାସିଂହା ଗ୍ରାମ ପଂଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଂଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟ ନିର୍ବାହିଅଧିକାରି ପ୍ରଶାନ୍ତ କୁମାର ଯୋଷୀଙ୍କ ତତ୍ୱାବଧାନରେ ପଂଚାୟତର କୁଟାସିଂହା, କଣ୍ଟାପାଲି, ତେନ୍ତୁଳି ଗାଁ,
Read More...