Daily Archives

ଭାରସାମ୍ୟ ହରାଇ ଓଲଟିଲା ବୋଲ୍‌ବମ୍ ଭକ୍ତଙ୍କ ପିକ୍‌ଅପ୍ ଭ୍ୟାନ୍ : ୪ ଗୁରୁତର, ୧୦ ଆହତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଓଲଟିଲା ବୋଲ୍‌ବମ୍ ଭକ୍ତଙ୍କୁ ନେଇ ଯାଉଥିବା ପିକ୍‌ଅପ୍ ଭ୍ୟାନ୍ । ୫୫ନଂ ଜାତୀୟ ରାଜପଥ ଢେଙ୍କାନାଳ ଜିଲ୍ଲା ତେନ୍ତୁଳିଆପଡା ଛକରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ହୋଇଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ
Read More...

ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର ବନ୍ଧ କାମକୁ ନେଇ ଚିନ୍ତିତ ଗ୍ରାମବାସୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନଦୀବନ୍ଧର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ବନ୍ଧ କାମ କରାଯାଉଛି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାମ ଏବଂ ମଧୁଚନ୍ଦ୍ରିକା ଯୋଗୁ ନିମ୍ନମାନର କାମ ହେଉଥିବା ବେଳେ ଲୋକଙ୍କ ମଜୁରୀ ଏପର୍ଯ୍ୟନ୍ତ ମିଳିନଥିବା ଯୋଗୁଁ ହଇରାଣ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁଷ୍ଠିତ ଶିବିର ଶୁଣାଣି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି
Read More...

ବାଦୀପଡ଼ିଆ ଠାରେ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟ୍‌ର ଘାଇ : ଚାଷୀ ପାଣିପାଇବାରୁ ବଂଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର -ସୋନପୁର ସୀମାନ୍ତ ବର୍ତ୍ତୀ ବାଦୀପଡ଼ିଆ ଠାରେ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟ୍‌ର ଘାଇ ହୋଇଛି ଫଳରେ ଚାଷୀ ପାଣିପାଇବାରୁ ବଂଚିତ ହୋଇଛନ୍ତି । ସୂଚନା ଅନୁସାରେ ୧୯ ତାରିଖରେ ଗାଈଖାଇ ଡ୍ୟାମ୍‌ରୁ ଏହି କେନାଲରେ ପାଣି ଛଡ଼ାଯାଇଥିଲା ଏବଂ ଏହି ଦିନ
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ସମ୍ଭାର ବିଦ୍ୟାଳୟରେ ବହୁ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ ।
Read More...

ମୁରିବାହାଲ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ ଖରାପ

ବର୍ଷେରୁ ଅଧିକ ହେବ ଭର୍ତ୍ତି ରୋଗୀଙ୍କୁ ଦିଆଯାଉନି ଖାଦ୍ୟ କି ଜଳଖିଆଜେନେରେଟର୍‌ ଥାଇ ବିଦ୍ୟୁତ୍‌ ଗଲେ ଅନ୍ଧାରରେ ରୋଗୀକାଦୁଅ ପଚପଚ ସମ୍ମୁଖ ରାସ୍ତାମେଡ଼ିକାଲ୍‌ ଇନ୍‌ଚାର୍ଜଙ୍କୁ ଭେଟି କଣ୍ଟାବାଞ୍ଜି ବିକାଶ ପରିଷଦର ତୀବ୍ର ପ୍ରତିବାଦ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର
Read More...

‘ମା’ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡା ଗ୍ରାମ ପଂଚାୟତ ତାଳେଶ୍ୱର ମନ୍ଦିର ପରିସରରେ 'ମା' ପାଇଁ ଗଛ ଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ମା'
Read More...

ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା : ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା । ପବିତ୍ର ଗୁରୁ ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ୱାସ ନେଇ ମାନସିକଧାରୀ
Read More...

ଉମେଶ ପଟେଲ ବଲାଙ୍ଗିର ସାଂସଦଙ୍କ ଆଗଲପୁର ବ୍ଲକ ପ୍ରତିନିଧି

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ସାଂସଦ ଶ୍ରୀମତି ସଂଗୀତା କୁମାରୀ ସିଂହଦେଓଙ୍କ ଆଗଲପୁର ବ୍ଲକ ପ୍ରତିନିଧି ଭାବରେ ଦ୍ୱିତୀୟ ଥର ପାଇଁ ଉମେଶ ପଟେଲ ମନୋନୀତ ହୋଇଥିବା ସୂଚନାରୁ ପ୍ରକାଶ । ଶ୍ରୀ ପଟେଲ ଦୁଇଥର ରୋତ ମହାବିଦ୍ୟାଳୟର ସଭାପତି ଥିଲେ । ପରେ ପ୍ରତ୍ୟକ୍ଷ ରାଜନୀତିରେ
Read More...

ବଲାଙ୍ଗିର ବ୍ରାହ୍ମଣ ମହାସଭାର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ବ୍ରାହ୍ମଣ ମହାସଭାର ମାସିକ ବୈଠକ ମହାଭାର ସଭାପତି ପଣ୍ଡିତ ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ପଣ୍ଡିତ ଜୟରାମ ମିଶ୍ର ଗତ ବୈଠକର ବିବରଣୀ ପଠନ ପରେ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ
Read More...