Daily Archives

ବଲାଙ୍ଗିରର ମା’ ସମଲେଶ୍ଵରୀ ମନ୍ଦିରରେ ଆଣ୍ଠୁଏ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପ ଜନିତ ବର୍ଷାରେ ବଲାଙ୍ଗିର ସହରରେ ଝିପିଝିିପି ବର୍ଷା ଲାଗି ରହିଥିବା ବେଳେ ରାସ୍ତା ଉପରେ ପାଣି ଉଛୁଳୁ ଥିବା ଦେଖିବାକୁ ମିଳିଛି । ଏମିତିକି ମନ୍ଦିର ଭିତରକୁ ମଧ୍ୟ ପାଣି ପଶିଯାଇଛି । ଗତରାତି ୭ଟା ସମୟରୁ ଦୀର୍ଘ ଅଢେଇ ଘଣ୍ଟା ଧରି ବଲାଙ୍ଗିର ସହରରେ
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରଲର : ୨ ମୃତ

କୁଚିଣ୍ଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରଲର । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଲଇଡାଗୁନ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଖବର ଅନୁଯାୟୀ, କୁଚିଣ୍ଡା ଲଇଡାଗୁନା ଛକ ନିକଟରେ ଏକ ମର୍ମନ୍ତୁଦ
Read More...

ଗୋରୁ ବୋଝେଇ ଟ୍ରକ୍ ଜବତ

ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍ ଜବତ । ଟ୍ରକରେ ଅଛନ୍ତି ୪୦ ଗୋରୁ । ଏହି ଗୋରୁ ବୋଝେଇ ଟ୍ରକ୍‌ଟି କଟକରୁ ବେଙ୍ଗଲ ଯାଉଥିଲା । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟ ଅଞ୍ଚଳରେ ଏହି ଟ୍ରକ୍‌ଟିକୁ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଏକ ଗୋରୁ ବୋଝେଇ ଟ୍ରକ୍ କଟକ ଟକରୁ ବେଙ୍ଗଲ
Read More...

ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ଯୁବକ

ଉଦଳା : ନଦୀରେ ଭାସିଗଲେ ଯୁବକ । ନଦୀରେ ଗାଧୋଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୀର୍ଘ ବାଟ ଧରି ନଦୀରେ ଭାସି ଭାସି ଆସିବା ପରେ ଶେଷରେ ସ୍ଥାନୀୟ ଯୁବକ ଉଦ୍ଧାର କରିଥିଲେ । ଉଦଳା କଇଁସାରି ଜାମୁଘାଟ ପୋଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଲଗାଣ ବର୍ଷା କାରଣରୁ ଦେଓ
Read More...

୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ୩ ଗିରଫ

ଯଶିପୁର : ପୋଲିସକୁ ମିଳିଲା ବଡ଼ ସଫଳତା । କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମାଫିଆଙ୍କୁ ଧରିଛି ପୋଲିସ । ଗଞ୍ଜେଇ ଭର୍ଭି ଗାଡ଼ି ଜବତ, ୩ ଗଞ୍ଜେଇ ମାଫିଆ ଗିରଫ । ସୂଚନ ଅନୁଯାୟୀ, ଯଶିପୁରରେ ବଢି ଚାଲିଛି ଗଞ୍ଜେଇ ଚୋରା ଚାଲାଣ । ରବିବାର ସକାଳୁ କଟକ
Read More...

ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ଘର କାନ୍ଥ : ୨ ମୃତ

ନବରଙ୍ଗପୁର : ବଙ୍ଗୋପସାଗରରେ ଅବପାତ ଯୋଗୁଁ ଜାରି ରହିଥିବା ଲଗାଣ ବର୍ଷାରେ ଯାଇଛି ଦୁଇ ଦୁଇଟି ଜୀବନ । ଘର କାନ୍ଥ ଭୁଶୁଡି ଉଭୟେ ପ୍ରାଣ ହରାଇଛନ୍ତି ।ନବରଙ୍ଗପୁରର ଜଣେ ୪ ବର୍ଷର ଶିଶୁ ଏବଂ ଅନ୍ୟ ଜଣେ ବୃଦ୍ଧ । ବାପାଙ୍କ ସହ ଘରେ ଖେଳୁଥିବା ବେଳେ ଶିଶୁ ଉପରେ ମାଡି ବସିଥିଲା ଘର କାନ୍ଥ ।
Read More...

୨୫ ଯାଏଁ ପ୍ରବଳ ବର୍ଷା : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ସକ୍ରିୟ ମୌସୁମୀ ଏବଂ ଅବପାତ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । ବିଶେଷକରି ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, କଳାହାଣ୍ଡି, ରାୟଗଡା ଓ ଗଜପତିରେ ମଧ୍ୟ ପ୍ରବଳ
Read More...

ଆଇସ୍କ୍ରିମ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଇସ୍କ୍ରିମ୍ ବିନା ସନ୍ଦେହରେ ମନୁଷ୍ୟ ଦ୍ୱାରା ପ୍ରସ୍ତୁତ ଏକ ଉପଯୁକ୍ତ ସ୍ୱାଦିଷ୍ଟ ମିଠା । ଏହା ସମୃଦ୍ଧ ଏବଂ କ୍ରିମିଆ, ଗ୍ରୀଷ୍ମର ସ୍ୱାଦରେ ପରିପୂର୍ଣ୍ଣ ଥିବାବେଳେ ଶୀତ ପରି ଥଣ୍ଡାରୁ ତିଆରି କରାଯାଏ ଏବଂ ବର୍ଷର ଯେକୌଣସି ସମୟରେ ଖାଇବା ପାଇଁ
Read More...

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, (ପିଆଇବି) : ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତା କମଳା ପୂଜାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କମଳା ପୂଜାରୀ କୃଷି କ୍ଷେତ୍ର ପାଇଁ ସ୍ମରଣୀୟ ଅବଦାନ ଦେଇଛନ୍ତି । ବିଶେଷ କରି ଜୈବିକ କୃଷି ପଦ୍ଧତିକୁ
Read More...