Daily Archives

ଡା. ସୁମିତ ମିଶ୍ରଙ୍କ ମାନବ ସେବା ଚର୍ଚ୍ଚାରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୀବନ ଦଉଥିବା ଭଗବାନଙ୍କ ପରେ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କୁ ଭଗବାନଙ୍କର ହିଁ ରୂପ ମଣିଥାନ୍ତି ଲୋକେ । ତେବେ ସେହି ମାନ୍ୟତାକୁ ଏବେ ସତ କରି ଦେଖାଉଛନ୍ତି ବହୁ ସମାଜ ସେବି ଚିକିତ୍ସକ । ନିଜର ପ୍ରାଥମିକ ଦାୟିତ୍ୱରୁ ଉର୍ଦ୍ଧ୍ଵକୁ ଉଠି ନିଜର ସାମାଜିକ
Read More...

୬ ତାରିଖରେ ପ୍ରବଳ ବର୍ଷା : ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର : ୫ ତାରିଖରୁ କିଛି ମାତ୍ରାରେ ବଢ଼ିପାରେ ବର୍ଷା ପରିମାଣ । ୬ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି । କାଁ ଭାଁ କେଉଁଠି ହେଉଛି ଝିପିଝିପି ବର୍ଷା । ସେହିପରି
Read More...

ରହେନମାଲ ଠାରେ ଡକାୟତି : ପୋଲିସର ତନାଘନା

ପାଟଣାଗଡ଼, (ଅଶୋକ କୁମାର ବାଗ) : ବର୍ତ୍ତମାନର ଏକ ବଡ଼ ଖବର ପୁଣି ପାଟଣାଗଡ଼ ଥାନା ଅଞ୍ଚଳରେ ଡକାୟତି । କିଛିଦିନ ହେଲା ପାଟଣାଗଡ଼ ଅଞ୍ଚଳରେ ଚୋରି ଡକାୟତି ବଢ଼ି ଚାଲିଥିବା ବେଳେ ଆଜି ଅଭିନବ ଉପାୟରେ ଏକ ଡକାୟତି ହୋଇଛି । ପାଟଣାଗଡ଼ ଥାନା ସାଲେପାଲି ପଞ୍ଚାୟତ ରହେନମାଲ ଗାଁର କପଡା ବେପାରୀ
Read More...

ଏନ୍‌କାଉଣ୍ଟରରେ ୧୧ ନକ୍ସଲ ନିହତ

ମାଲକାନଗିରି : ନକ୍ସଲମୁକ୍ତ ଛତିଶଗଡ଼ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଚାଲିଥିବା ଏହି ଅପରେସନ୍‌ରେ ୧୧ ନକ୍ସଲ ନିହତ ହୋଇଥିବା ଅନୁମାନ କରାଯାଉଛି । ଅପରେସନ୍‌ ଜାରି ରହିଥିବାରୁ ନିହତ ନକ୍ସଲଙ୍କ ସଂଖ୍ୟା
Read More...

୫୯ ନମ୍ବର ଜାତୀୟ ରାଜପଥ ମୁରିବାହାଲ ଥାନା, ପତ୍ରାପାଲି (ଖ) ଛକରେ ମର୍ମନ୍ତୁଦ ଦୁର୍ଘଟଣା

ଅଜଣା ଗାଡ଼ି ଧକ୍କାରେ ସ୍ଵାମୀ, ସ୍ତ୍ରୀଙ୍କ ସହ ବଳଦର ମୃତ୍ୟୁ୫୯ନମ୍ବର ଜାତୀୟ ରାଜପଥ ଅବରୋଧ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥର ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍ଵାମୀ,
Read More...

ପଦ୍ମଶ୍ରୀ ବାବା ବଳିଆଙ୍କ ପରିବେଶ, ଗଣତନ୍ତ୍ର ଓ ଧର୍ମ ସଚେତନତା ଯାତ୍ରା ଆସନ୍ତା ୪ ତାରିଖ ବଲାଙ୍ଗିର ସହରରେ ପହଞ୍ଚିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ସ୍ତରୀୟ ପରିବେଶ, ଗଣତନ୍ତ୍ର ଓ ଧର୍ମ ସଚେତନତାର ୨୦ ଦିନିଆ ଯାତ୍ରା ଜଗତସିଂହପୁର, ପୁରୀ, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଭାବନୀପାଟଣା କାର୍ଯ୍ୟକ୍ରମରେ ସହସ୍ରାଧୁକ ବୃକ୍ଷରୋପଣ ସାରି ସଚେତନତା ସଭାମାନ ଅନୁଷ୍ଠିତ କରାଇ ବଲାଙ୍ଗିରରେ
Read More...

ବ୍ୟବସାୟୀଙ୍କ ଘରୁ ଲୁଟିନେଲେ ସୁନା ଓ ଟଙ୍କା

ପାଟଣାଗଡ଼, (ଅଶୋକ ବାଗ) : ରାଜ୍ୟ ରାଜନିତୀର ଚର୍ଚ୍ଚିତ ସହର ପାଟଣାଗଡ଼ରେ ପୁଣି ଦୂର୍ବୁତ୍ତଙ୍କ ଲୁଟ୍‌ର ଶିକାର ହୋଇଛନ୍ତି ବ୍ୟବସାୟୀ । ପାଟଣାଗଡ଼ ସାଲେପାଲି ପଞ୍ଚାୟତ ରହେନମାଲ ଠାରେ କପଡ଼ା ବ୍ୟବସାୟୀଙ୍କ ଘରୁ କେମିକାଲ ସ୍ପ୍ରେ କରି ୯ ଭରି ସୁନା ଓ ୩ ଲକ୍ଷ ଟଙ୍କା ଲୁଟି ନେଇ ଫେରାର
Read More...

ବାପାଙ୍କୁ ଛୁରୀ ଭୁସି ହତ୍ୟା କଲା ପୁଅ

ମଞ୍ଚେଶ୍ୱର : ସମ୍ଭ୍ରାନ୍ତ ପରିବାରରେ ଅଭାବନୀୟ ଘଟଣା । ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ବାପାଙ୍କୁ ଛୁରୀ ଭୁସି ହତ୍ୟା କଲା ପୁଅ । ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର୍‌ ଡିଏଚ୍‌ପିଏଲ୍ ନାମକ ଏକ ଆପାର୍ଟମେଣ୍ଟରେ ଏହି ହତ୍ୟାକାଣ୍ଡ ଘଟିଛି । କୌଣସି କାରଣରୁ ବାପା ପୁଅଙ୍କ ମଧ୍ୟରେ
Read More...

ପଦ୍ମପୁର ପିଏଚ୍‌ଡି ଜଳ ଯୋଗାଣର ଦୟନୀୟ ପରିସ୍ଥିତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ଦୁଇ ନମ୍ବର ୱାର୍ଡର ଭେଉଁରିଆ ଯିବା ରାସ୍ତାରେ ପାନୀୟ ଜଳ ଯୋଗାଣର ଦୟନୀୟ ଅବସ୍ଥା ଦେଖିବାକୁ ମିଳୁଛି । ମାଟି ତଳେ ଯାଇଥିବା ପାଣି ପାଇପ ଲାଇନ ଫାଟି ରାସ୍ତା ସାରା ପାଣି ମାଡି ଯାଉଛି ଯାହା ଫଳରେ ଜଣ୍ଡିସ୍‌ ଭଳି ରୋଗ ହେବାର
Read More...

ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୂଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସଚିବାଳୟ ପ୍ରକୋଷ୍ଠରେ ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ବିଜେପି ପଦ୍ମପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୂଏ ସାକ୍ଷାତ କରି ପଦ୍ମପୁର ବିଧାନସଭା ପଦ୍ମପୁର, ପାଇକମାଲ ଓ
Read More...