Yearly Archives

2023

ପବିତ୍ର ଶ୍ରୀଗୁଣ୍ଡିଚାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ତୁଳସୀ ବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଗାଁଠାରେ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ପୀଠସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀମନ୍ଦିର ନୀତି ଅନୁସାରେ ଶ୍ରୀଗୁଣ୍ଡିଚାର ବିଶେଷ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଅଛି । ମୁଖ୍ୟ ପୂଜକ
Read More...

ବେଲପଡାରେ ରଥଯାତ୍ରା ଅନୁଷ୍ଠିତ : ଦର୍ଶକଙ୍କ ପ୍ରବଳ ଭିଡ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା । ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀ ଗୁଣ୍ଡିଚାକୁ ରଥରେ ଯାଇଥାନ୍ତି । ପୁରୀ ରଥଯାତ୍ରା ପରି ପୁରପଲ୍ଲୀରେ ମଧ୍ୟ ରଥଯାତ୍ରା ଆୟୋଜନ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସୁବର୍ଣ୍ଣ ଜୟନ୍ତୀ : ବଲାଙ୍ଗିରରେ ପ୍ରସ୍ତୁତି ପାଇଁ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ସେପ୍ଟେମ୍ବର ୨୦୨୩ରୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ଦେଶ ତମାମ ତାର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ପାଇଁ ବଲାଙ୍ଗିରଠାରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ ଜିଲ୍ଲାରେ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ରୂପରେଖ ଉପରେ ଆଲୋଚନା ବୈଠକ
Read More...

ସଂସ୍କାରକ ଜୟ ମଙ୍ଗଳ ରଥଙ୍କ ତିରୋଧାନ ଦିବସ ପାଳନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ଓ ପତିତ ପାବନ ସଂଘର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଜୟ ମଙ୍ଗଳ ରଥଙ୍କ ୭୧ତମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି । ସମିତି ସଭାପତି
Read More...

ରଥଯାତ୍ରାରେ ଭକ୍ତଙ୍କୁ ପଣା ବଣ୍ଟନ କଲେ ଶିବଶଙ୍କର ମୋବାଇଲର ମାଲିକ ସନ୍ତୋଷ ମେହେର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ପବିତ୍ର ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ସବୁଠି ଶହ ଶହ ଭକ୍ତମାନଙ୍କ ସମାଗମ ଲାଗି ରହିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗାଁରେ ରଥଯାତ୍ରା ସମୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଭକ୍ତମାନେ ପାଣି ପାଇଁ ବହୁ ଅସୁବିଧାରେ
Read More...

ସମର କରାଟେ ଓ ଟାଇକଣ୍ଡୋ କୋଚିଂ କ୍ୟାମ୍ପ ଉଦ୍‌ଯାପିତ : ପ୍ରକୃତି ମିତ୍ରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ଏସୋସିଏସନ୍‌ ତରଫରୁ ଚାଲିଥିବା ସମର କ୍ୟାମ୍ପ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସଂପାଦକ ଅସୀମ କୁମାର ଭୋଇଙ୍କ ତତ୍ୱାବଧାନରେ ସ୍ଥାନୀୟ
Read More...

ବ୍ରହ୍ମାକୁମାରୀ ସଂସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ଆଜି ସକାଳେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ, ପ୍ରାଣାୟମ, ଓଁକାର ଧ୍ୱନି ମାଧ୍ୟମରେ ଯୋଗ ଶିକ୍ଷକ ରାମକୃଷ୍ଣ ମହାପାତ୍ରଙ୍କ
Read More...

ଟିଟିଲାଗଡ଼ରେ ମହା ଆଡ଼ମ୍ବରରେ ପାଳନ ହେଲା ଘୋଷଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ଓ ଶ୍ରୀ ଶ୍ରୀ ଧବଳେଶ୍ୱର ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିରରୁ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ଆଣିଥିଲେ ସେବାୟତ । ତିନି ଠାକୁର ବିରାଜମାନ ହେବା ପରେ
Read More...

ଦୁଇ ଜଣ ସଶସ୍ତ୍ର ଡକାୟତ ଗିରଫ

ନୂଆପଡା, (ନିରାକାର ମେହେର) : ଗତ ଜୁନ ୬ ତାରିଖ ରାତିରେ ଖଡ଼ିଆଳ ବ୍ଲକ ଖୁଦପେଜ ଗ୍ରାମରେ ସୁନ୍ଦର ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା । ଏହି ଡକାୟତରେ ସାମିଲ ଥିବା ଦୁଇ ଜଣ ଡ଼କାୟତଙ୍କୁ ଖଡ଼ିଆଳ ପୋଲିସ ଗିରଫ କରିଛି । ସେମାନେ ହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼
Read More...

ବାଲିଗୁଡାରେ ରଥଯାତ୍ରା ପାଳିତ : ୧୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ପ୍ରବଳ ଖରା ଓ ଗରମରେ ପବିତ୍ର ରଥଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇଯାଇଛି । ପୂର୍ବ ନିର୍ଘଣ୍ଟ ପ୍ରକାରେ ସକାଳ ୬ଟାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ ଅବକାଶ ଅନୁଷ୍ଠିତ
Read More...