Daily Archives

ବଲାଙ୍ଗିର ପୌର ପରିଷଦ ୱାର୍ଡ ନଂ.୬ରୁ ଜିତିଲେ ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ୱାର୍ଡ ନଂ.୬ରୁ ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟ କାଉନ୍‌ସିଲର୍‌ ଭାବରେ ବିଜୟୀ ହୋଇଥିବା ସୂଚନା ମିଳିଛି । ତାଙ୍କ ଶୁଭେଚ୍ଛୁ, ବିଜେଡ଼ି ନେତା ଓ କର୍ମୀମାନଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି ।
Read More...

ବଲାଙ୍ଗିର ପୌର ପରିଷଦ ନିର୍ବାଚନରେ ବିଜେଡ଼ିର ବାଜିମାତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ନିର୍ବାଚନରେ ବିଜେଡ଼ି ବାଜିମାତ୍‌ କରୁଥିବା ଦେଖିବାକୁ ମିଳିଛି । ପୌରାଧ୍ୟକ୍ଷ ଆସନରେ ବିଜେଡ଼ି ପ୍ରାର୍ଥିନୀ ଲିକା ସାହୁ ଆଗୁଆ ରହିଥିବା ବେଳେ କାଉନ୍‌ସିଲର୍‌ ଭାବେ ୧ନଂ. ୱାର୍ଡରୁ ବିଜେଡ଼ି ପ୍ରାର୍ଥିନୀ ସସ୍ମିତା ନନ୍ଦ, ୨ନଂ.
Read More...

ଆସନ୍ତା ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବେ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ୩ ଦିନିଆ ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ଗସ୍ତ ସମୟରେ ସେ ଓଡ଼ିଶା ଭବନରେ କେନ୍ଦ୍ର
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୧୮କୁ ବୃଦ୍ଧି ପାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲା ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର
Read More...

ବଲାଙ୍ଗିର ଜିଲ୍ଲା ପୌର ପରିଷଦ ନିର୍ବାଚନରେ ବିଜେଡ଼ି ୩ ଓ ବିଜେପି ୧ଟି ପୌରାଧ୍ୟକ୍ଷ ଆସନରେ ଆଗୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୌର ପରିଷଦ ନିର୍ବାଚନରେ ବିଜେଡ଼ି ୩ ଓ ବିଜେପି ୧ଟି ପୌରାଧ୍ୟକ୍ଷ ଆସନରେ ଆଗୁଆ ରହିଥିବା ସୂଚନା ମିଳିଛି । ତୁରନ୍ତ ମିଳିଥିବା ସୂଚନା ଅନୁସାରେ ବିଜେଡ଼ି ପ୍ରାର୍ଥୀ ଅଜୟ ଜୟସ୍ୱାଲ ତୁଷୁରା ଏନ୍‌ଏସିରେ ପୌରାଧ୍ୟକ୍ଷ ଭାବେ ବିଜୟୀ ହୋଇ
Read More...

ଆଜି ହାଇକୋର୍ଟ ସମେତ ୧୫୧ ବାର୍‌ ଆସୋସିଏସନ୍‌ ନିର୍ବାଚନ : ଭୋଟ୍‌ ଦେବେ ୩୦ ହଜାର ୬୦୦ ଆଇନଜୀବୀ, ଅପରାହ୍ନରେ ଫଳାଫଳ

କଟକ : ଆଜିଠୁ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ୧୫୧ଟି ବିଭିନ୍ନ ବାର୍‌ ଆସୋସିଏସନ୍‌ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ୩୦ ହଜାର ୬ଶହ ଆଇନଜୀବୀ ସେମାନଙ୍କର ମତଦାନ କରିବେ । ଭୋଟ୍‌ ଗ୍ରହଣ ପରେ ସାଙ୍ଗେସାଙ୍ଗେ ଭୋଟ୍‌ ଗଣତି ଆରମ୍ଭ ହେବ । ବାର୍‌ କାଉନସିଲ୍‌ର
Read More...

ପାଟଣାଗଡ଼ ପୌର ନିର୍ବାଚନ : ଚାଲିଛି ଭୋଟ୍ ଗଣତି, ଅପରାହ୍ନ ସୁଦ୍ଧା ଫଳାଫଳ, ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଆସିବ ପୌର ନିର୍ବାଚନର ଫଳାଫଳ । ପାଟଣାଗଡ଼ ମ୍ୟୁନିସିପାଲଟି ୧୫ଟି ୱ।ର୍ଡ ପାଇଁ ହୋଇଥିବା ଭୋଟ୍‌ର ଗଣତି ଚାଲିଛି । ଇଭିଏମରେ ସିଲ୍ ହୋଇଥିବା ୪ ଅଧ୍ୟକ୍ଷ ଓ ୫୦ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିପାଇଁ ସକାଳ ୮ଟାରୁ ଭୋଟ୍ ଗଣତି
Read More...

ଲାଇଟ୍ ସୁଇଚ୍ ଅଫ୍ କରି “ଆର୍ଥ ଆୱାର” ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆମ ପୃଥିବୀର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ଶେଷ ଶନିବାର ଦିନ ସମଗ୍ର ବିଶ୍ୱରେ ଏକ ଘଣ୍ଟା ପର୍ଯ୍ୟନ୍ତ ଅନାବଶ୍ୟକ ଲାଇଟ୍‌କୁ ସୁଇଚ୍ ଅଫ୍ କରି "ଆର୍ଥ ଆୱାର" ପାଳନ କରାଯାଏ । ଆଜି ରାତି ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଘର/ କାର୍ଯ୍ୟାଳୟର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୩୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ଜଣ
Read More...

ପାଟଣାଗଡ଼ ପୌର ନିର୍ବାଚନ : ଚାଲିଛି ଭୋଟ୍ ଗଣତି, ଅପରାହ୍ନ ସୁଦ୍ଧା ଫଳାଫଳ, ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଆସିବ ପୌର ନିର୍ବାଚନର ଫଳାଫଳ । ପାଟଣାଗଡ଼ ମ୍ୟୁନିସିପାଲଟି ୧୫ ୱ।ର୍ଡ ପାଇଁ ହୋଇଥିବା ଭୋଟ୍‌ର ଗଣତି ଚାଲିଛି । ଇଭିଏମ୍‌ରେ ସିଲ୍ ହୋଇଥିବା ୪ ଅଧ୍ୟକ୍ଷ ଓ ୫୦ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିପାଇଁ ସକାଳ ୮ଟାରୁ ଭୋଟ୍ ଗଣତି
Read More...