Daily Archives

ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଗଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ ମାଲକାନଗିରି ଡି.ସି.ବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଗିରଫ
Read More...

ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ : ଆସନ୍ତା ୩୧ ଯାଏଁ ଚାଲୁ ରହିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଠାରୁ ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ ହୋଇଯାଇଛି । ବିଧାନସଭା ପରିସରରେ ବିଜେଡି ବିଧାୟକ ଦଳଙ୍କ ବୈଠକ ଆରମ୍ଭ ହୋଇଛି । ବିଧାନସଭାରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସାରିବା ସହ ତାଙ୍କ ଅଧ୍ୟକ୍ଷତାରେ ବୈଠକ
Read More...

ଜଙ୍ଗଲ ଭିତରୁ ଅଜଣା ଦରପୋଡ଼ା ହାଡ଼ ମାଂସ ଉଦ୍ଧାର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ବଡ଼ ଶିଆଳିନଇ ଗ୍ରାମ୍ୟ ଜଙ୍ଗଲ ଭିତରୁ ଦରପୋଡ଼ା ହାଡ଼ ମାଂସ ଉଦ୍‌ଦ୍ଧାର ହୋଇଥିବା ଖବର ମିଳିଛି । ଆଜି ସକାଳୁ କିଛି ଲୋକ ଜଙ୍ଗଲକୁ ଯାଇଥିବା ସମୟରେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଡ଼ ମାଂସ
Read More...

୫ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରି ୩ ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ୧୬ ନଂ ୱାର୍ଡ ବରମଚାରୀରେ ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୫ ଜଣ ବିଜେଡି କର୍ମୀଙ୍କୁ ୩ ଜଣ ଯୁବକ ଆସି ଭୁଜାଲିରେ ଆକ୍ରମଣ କରିଥିଲେ । ଏଥରେ ୫ ଜଣ ବିଜେଡି କର୍ମୀ ଆହତ ହୋଇଛନ୍ତି । ଆହତମାନେ ମିଥୁନ
Read More...

ଭୁବନ ପୌର ନିର୍ବାଚନରେ ଗୋଷ୍ଠୀ ସଂର୍ଘଷ

ଭୁବନ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ୱାର୍ଡରେ ଗୋଷ୍ଠୀ ସଂର୍ଘଷ ଘଟିଥିବା ଖବର ମିଳିଛି । ଖଣ୍ଡା ତଲୱାର ଧରି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ପଦକ୍ଷେପ
Read More...

ନିର୍ବାଚନ ବେଳେ ଉତ୍ତେଜନା : ଧାମନଗରରେ ୧୪୪ ଧାରା ଜାରି

ଧାମନଗର : ଧାମନଗରରେ ନିର୍ବାଚନ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଗତକାଲି ଭଦ୍ରକ ଜିଲ୍ଲାପାଳ ୧୪୪ ଧାରା ଜାରି କରିଥିବା ଜଣାପଡିଛି । ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବାକୁ ଏଥିରେ ମନା କରାଯାଇଛି । ସୂଚନାଯୋଗ୍ୟ ଯେ, ଧାମନଗର ରେ ଏନଏସି ନିର୍ବାଚନ ପାଇଁ
Read More...

ରାସ୍ତା ଅବସ୍ଥା ଶୋଚନୀୟ : ମରାମତି ପାଇଁ ଗ୍ରାମବାସୀଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରପାଣି ଗାଁରେ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମରେ କୌଣସି ପ୍ରକାରର ବିକାଶ ହୋଇ ନାହିିଁ ପାଞ୍ଚବର୍ଷ ବିତିଗଲେ ସୁଦ୍ଧା ଆମର କୌଣସି ସମସ୍ୟାର ସମାଧାନ ହୋଇପାରି
Read More...

ପୌରାଞ୍ଚଳ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୧୦୬ଟି ପୌରାଞ୍ଚଳ ପାଇଁ ମୋଟ ୧୮୨୫ ୱାର୍ଡର ୪୩୬୦ ବୁଥ୍‌ରେ ଗତକାଲି ମତଦାନ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ରାଜ୍ୟରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ୫୦%, କଟକରେ ୬୫% ଏବଂ ବ୍ରହ୍ମପୁରରେ ୪୭% ମତଦାନ ହୋଇଛି ।
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୫୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ
Read More...

ମ.ରାମପୁର ପଞ୍ଚାୟତ ମଟୋଗଣ୍ଡା ଶୈବପୀଠ ପରିସରରେ ସିଆର୍‌ପିଏଫ୍‌ ଏଫ୍ ୬୪ ବାଟାଲିୟନ ପକ୍ଷରୁ ସିଭିଲ ଆକ୍ସନ ଜନସମ୍ପର୍କ…

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋଟୋଗଣ୍ଡା ଶୈବପୀଠ ପରିସରରେ ମ. ରାମପୁର ସିଆର୍‌ପିଏଫ୍‌ ଏଫ୍ ୬୪ ବାଟାଲିୟନ ପକ୍ଷରୁ ସିଭିଲ ଆକ୍ସନ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସେକ୍ଟର ଭୁବନେଶ୍ୱରର ପୁଲିସ ମହାନିରୀକ୍ଷକ (ଆଇଜି) ସଂଗ୍ରାମ କେଶରୀ
Read More...