Daily Archives

ଆସନ୍ତା ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ' ୨୪ରେ ଶେଷ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ସମୟ ସାରଣୀ ତଥା
Read More...

ଗାର୍ଲଫ୍ରେଣ୍ଡକୁ ବିବାହ କରିବା ପାଇଁ ଡ୍ରାଇଭର ସହ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ, ହତ୍ୟାକୁ ଦୁର୍ଘଟଣା ବୋଲି କହିଲେ

ରାଇସେନ୍ : ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାର ଉଦୟପୁରା ପୋଲିସ୍ ଷ୍ଟେସନ ଅଂଚଳରେ ଜଣେ ବ୍ୟକ୍ତି ପୁନର୍ବାର ବିବାହ କରିବା ପାଇଁ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ଘଟଣାକୁ ଦୁର୍ଘଟଣା ଭଳି ଦେଖାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଏହାର ରହସ୍ୟ ଉନ୍ମୋଚିତ ହୋଇଯାଇଛି । ହତ୍ୟାକୁ ଦୁର୍ଘଟଣା
Read More...

ହରିଧ୍ଵନିରେ କମ୍ପିଲା ପାଟଣାଗଡ଼ ସହର : ଦୋଳ ଉତ୍ସବ ଓ ହରିହର ଭେଟ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଦୋଳ ଉତ୍ସବ ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ ପାର୍ବଣ । ଏହି ଅବସରରେ ପାଟଣାଗଡ଼ ସହର ତଥା ବିଭିନ୍ନ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ, ରଙ୍ଗର ସହିତ ଦୋଳ ପୂର୍ଣ୍ଣିମା ପର୍ବ
Read More...

ଦୁର୍ନୀତି ମୁକ୍ତ ପଦ୍ମପୁର ଗଠନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଚାର ଜୋରଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୨୪ ତାରିଖ ପୌର ପରିଷଦ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରଚାର ଏବଂ ପ୍ରସାର ଜୋର ସୋରରେ ଚାଲିଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ
Read More...

ଅଂକୁର ସାହିତ୍ୟ ସଂସଦ ଓ ପୂଜ୍ୟପୂଜା ସେବା ସଂଗଠନର ମିଳିତ ସହଯୋଗରେ ବହୁଭାଷୀ କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଫଗୁଣ ପୂର୍ଣ୍ଣିମା ଓ ହୋଲି ଅବସରରେ ବଲାଙ୍ଗିର ଟିକ୍ରାପଡା ଜଗନ୍ନାଥ ମନ୍ଦିରଠାରେ ଅଂକୁର ସାହିତ୍ୟ ସଂସଦ ଓ ପୂଜ୍ୟପୂଜା ସେବା ସଂଗଠନର ମିଳିତ ସହଯୋଗରେ ବହୁଭାଷୀ କବିତା ଆସର "ଫଗୁଣର ମଧୁ ମୂର୍ଚ୍ଛନା" ଓ ହରିହର ଭେଟ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ
Read More...