Daily Archives

ବଲାଙ୍ଗିର ୨୧ ନମ୍ବର ୱାର୍ଡରେ ବିଜେଡ଼ି ପକ୍ଷରୁ ମାରାଥନ ପ୍ରଚାର : ହେଭି ୱେଟ୍‌ ନେତା ପ୍ରଚାରରେ ସାମିଲ୍‌ ହେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ିବାରେ ଲାଗିଛି ପୌର ନିର୍ବାଚନ ତାତି । ବିଗତ ସମୟର ବିଜୟ ପ୍ରବାହକୁ ବଳବତ୍ତର ରଖିବା ପାଇଁ ବିଜେଡ଼ି ବେଶ୍‌ ଅଂଟା ଭିଡ଼ିଥିବା ଲକ୍ଷ୍ୟ କରାଯାଉଛି । ଆଜି ୨୧ ନମ୍ବର ୱାର୍ଡରେ ବିଜେଡ଼ି ପକ୍ଷରୁ ମାରାଥନ ପ୍ରଚାରରେ ହେଭି ୱେଟ୍‌ ନେତା ମନ୍ତ୍ରୀ ସୁଶାନ୍ତ
Read More...

ସୋହାଗରାତ୍‌ ରୁମ୍ ଭିତରକୁ ଯିବା ମାତ୍ରେ ବରକୁ ନବବଧୂ କହିଲା – ‘ଗେଟ୍‌ ଆଉଟ୍‌, ଚାଲିଯାଅ’

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଦୁଃଖଦ ବୈବାହିକ ମାମଲା ସାମ୍ନାକୁ ଆସିଛି । ନବବଧୂ ଏବଂ ତାଙ୍କ ପ୍ରେମିକଙ୍କ ଠାରୁ ରକ୍ଷା କରିବା ପାଇଁ ବର ଏବେ ପୋଲିସ ନିକଟରେ ନିବେଦନ କରିଛନ୍ତି । ପୀଡିତଙ୍କ ତରଫରୁ ଜୟପୁରର ବିଶ୍ୱକର୍ମା ପୋଲିସ ଷ୍ଟେସନରେ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି
Read More...

ପଞ୍ଜାବ ପରେ ଛତିଶଗଡ ଉପରେ ଆପ୍‌ର ଆଖି : ଟିମ୍ କେଜ୍ରିୱାଲଙ୍କ ପ୍ରସ୍ତୁତି ଆରମ୍ଭ

ରାୟପୁର : ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଏକ ଐତିହାସିକ ବିଜୟ ଏବେ ଆମ୍ ଆଦମୀ ପାର୍ଟିର ଆଖି ଛତିଶଗଡ ଉପରେ ରହିଛି । ଟିମ୍ କେଜ୍ରିୱାଲଙ୍କ ମୁହଁ ଏବେ ଛତିଶଗଡ ଆଡ଼କୁ । ଛତିଶଗଡରେ ସରକାର ଗଠନ ପାଇଁ ଟିମ୍ କେଜ୍ରିୱାଲ ସ୍ୱପ୍ନ ଦେଖୁଛନ୍ତି । ଏହି କାରଣରୁ ଆପ୍‌ ଛତିଶଗଡରେ ପଞ୍ଜାବର ବିଜୟ
Read More...

ଏସ୍‌ଏନ୍ ମେଡିକାଲ୍ କଲେଜର ନୂତନ ସର୍ଜରୀ ବିଲଡ଼ିଂରେ ଭୀଷଣ ଅଗ୍ନିକାଣ୍ଡ

ଆଗ୍ରା : ଏସ୍‌ଏନ୍ ମେଡିକାଲ୍ କଲେଜର ନୂତନ ସର୍ଜରୀ ବିଲଡ଼ିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଛି । ନିଆଁ ଓ ଧୂଆଁ ଦେଖି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଏବଂ ସେମାନଂକ ସେବକମାନଙ୍କ ମଧ୍ୟରେ ପ୍ରବଳ ଆଶଂକା ଦେଖାଦେଇଥିଲା । ତରବରିଆ ଭାବେ, ସେବକମାନେ ସେମାନଙ୍କର ରୋଗୀଙ୍କୁ
Read More...

ଗାନ୍ଧୀ ପରିବାରକୁ ନେତୃତ୍ୱରୁ ହଟାଇ ଅନ୍ୟ କାହାକୁ ସୁଯୋଗ ଦିଆଯିବା ଉଚିତ୍ : କପିଲ ସିବଲ୍

ନୂଆଦିଲ୍ଲୀ : କଂଗ୍ରେସ ୱାର୍କିଂ କମିଟି ବୈଠକର କିଛି ଦିନ ପରେ ଦଳର ବରିଷ୍ଠ ନେତା କପିଲ ସିବଲ ମଙ୍ଗଳବାର ଦିନ ଦାବୀ କରିଛନ୍ତି ଯେ, ଗାନ୍ଧୀ ପରିବାର ବ୍ୟତୀତ ଅନ୍ୟ କାହାକୁ ନେତୃତ୍ୱ ନେବାର ସୁଯୋଗ ଦିଆଯାଉ । ୨୦୧୪ ନିର୍ବାଚନ ପରାଜୟ ପରଠାରୁ କଂଗ୍ରେସ କ୍ରମାଗତ ଭାବେ ନିର୍ବାଚନରେ ​​ହାରୁଛି
Read More...

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଗାଦି ଅଡ଼ୁଆରେ : ୨୮ ମାର୍ଚ୍ଚ ପରେ ହୋଇପାରନ୍ତି ବିଦା

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ତାଙ୍କ ଆସନ ଏବେ ବେଶ୍‌ ଟଳମଳ । ୨୮ ମାର୍ଚ୍ଚ ପରେ ବିଦା ହେବାର ଅନେକ ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ । ବିପକ୍ଷ ଦଳଙ୍କ ଅବିଶ୍ୱାସ ପ୍ରସ୍ତାବରେ ଏବେ ଇମ୍‌ରାନ୍‌ଙ୍କ ଗାଦି
Read More...

ଓଡିଶା ପ୍ରସିଦ୍ଧ ହରିରାଜୁର ପଂଗୁଦୋଳ ମେଳଣ ୨୩ରୁ ଆରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅଧିନସ୍ଥ ହରିରାଜପୁରଠାରେ ଓଡିଶା ପ୍ରସିଦ୍ଧ ପଶ୍ଚିମାଶମ୍ଭୂ ସୋମନାଥ ଦେବଙ୍କ ପଂଗୁଦୋଳ ମେଳଣ ମାର୍ଚ୍ଚ୨୩ ତାରିଖ ବୁଧବାର ଦିନଠାରୁ ଆରମ୍ଭ ହୋଇ ପଂଗୁଦୋଳ ମେଳନ ଉତ୍ସବରେ ସମାପନ କରାଯିବ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ
Read More...

୨୦ ଦିନରେ ପହଂଚିଲା ମହାଯୁଦ୍ଧ : ସମାଧାନ ପଥ ଏବେ ବି ଅସ୍ପଷ୍ଟ, ରୁଷ୍‌ର ଘନଘୋର ଆକ୍ରମଣରେ ହୁ ହୁ ଜଳୁଛି ୟୁକ୍ରେନ

ନୂଆଦିଲ୍ଲୀ : ଆଜି ୨୦ ଦିନରେ ପହଂଚିଛି ରୁଷ୍‌-ୟୁକ୍ରେନ୍‌ ମହାଯୁଦ୍ଧ । ଚତୁର୍ଥ ରାଉଣ୍ଡ କଥାବାର୍ତ୍ତା ପରେ ବି ସମାଧାନ ପଥ ଅସ୍ପଷ୍ଟ ରହିଥିବା ବେଳେ ଦୁଇ ଦେଶ ମଧ୍ୟରୁ ଗୋଟିଏ ବି ଦେଶ ପଛକୁ ଘୁଂଚିବାର ନାଁ ନେଉ ନାହାନ୍ତି । ରୁଷ୍‌ର ଘନଘୋର ଆକ୍ରମଣରେ ହୁ ହୁ ଜଳୁଛି ୟୁକ୍ରେନ୍‌ । ରୁଷ୍‌ର
Read More...

ମୁଖାବନ୍ଧା ଯୁବକଙ୍କ ଦୌରାତ୍ମ୍ୟ : ଛୁରା ମାଡରେ ଯୁବତୀ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ସହରରେ ଦୁଇ ଜଣ ମୁଖାପିନ୍ଧା ଯୁବକଙ୍କ ଛୁରା ମାଡରେ ଜଣେ ଯୁବତୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଯୁବତୀ ଜଣକ ସ୍ଥାନୀୟ ଇନ୍ଦିରା କଲୋନୀର ପୁଷ୍ପାଞ୍ଜଳି ଅଦା(୨୭) ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ
Read More...

କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ

ବାଙ୍ଗାଲୁରୁ : ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଇଥିବା ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି । ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ ବୋଲି କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କର୍ଣ୍ଣାଟକ ସରକାରଙ୍କ ଆଦେଶକୁ ସାମ୍ବିଧାନିକ ବୋଲି କହିଛନ୍ତି
Read More...