Daily Archives

ନିଃଶୁକ୍ଳ ଶ୍ରବଣ ଯାଞ୍ଚ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ୫୨ତମ ସୁରକ୍ଷା ସପ୍ତାହ ପାଳନ ଅବସରରେ ଇସ୍ପାତ କାରଖାନା ବ୍ଲାଷ୍ଟଫର୍ଣ୍ଙେସ ବିଭାଗରେ ଶ୍ରବଣ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ଇଅର ପ୍ଲସ୍ ସ୍ପିଚ୍ ହିଅରିଂ କ୍ଲିନିକ ଦ୍ବାରା ଏହି କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା । ବ୍ଲାଷ୍ଟଫର୍ଣ୍ଙେସ ବିଭାଗର
Read More...

ସାମ୍ବାଦିକଙ୍କୁ ଧମକ ଅଭିଯୋଗ, ବଲାଙ୍ଗିର ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା : ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଧମକ୍‌ ଘଟଣାରେ ବଲାଙ୍ଗିର ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘବଦ୍ଧ ହୋଇ ସାମ୍ବାଦିକ ବୃନ୍ଦ ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଯୋଗ୍ୟ
Read More...

ଛତ୍ରପୁର ମୁଖ୍ୟବଜାର ମେନ୍‌ରୋଡ଼ରେ ବିଜେଡି ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମେନ୍‌ରୋଡ଼ ମୁଖ୍ୟବଜାରରେ ବିଜୁ ଜନତା ଦଳର ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଗୁରୁବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଛତ୍ରପୁରର ଚେୟାରମ୍ୟାନ ପ୍ରାର୍ଥିନୀ
Read More...

ମା’ ସମଲେଶ୍ୱରୀ ଜ୍ୱେଲେରୀ ମାଲିକ ଗ୍ରାହାକଙ୍କ ସୁନା ଗହଣା ନେଇ ଫେରାର : ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମୟରେ ନୀତିଦିନ ଆମ ସମାଜରେ କିଛି ନା କିଛି ଠକେଇ କେଉଁଠି ନା କେଉଁଠି ରୀତିମତ ଚାଲିଛି । ତେବେ ଏଭଳି ଠକିବା ମାନସିକତା ରଖୁଥିବା ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ସମାଜରେ ବଢ଼ିବାରେ ଲାଗିଛି । ଆଜି ବଲାଙ୍ଗିର ସହରରେ ଏଭଳି ଏକ ଠକେଇ ଘଟଣା ପୁଣି
Read More...

ସରଗମ ଗାର୍ମେଣ୍ଟସ୍‌ରେ ଚୋରି : ଟାଉନ୍‌ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସବୁବେଳେ ଗହଳି ଲାଗି ରହୁଥିବା ବଲାଙ୍ଗିର ସହରର ମୁଖ୍ୟ ବଜାର ସମେଲେଶ୍ୱରୀ ମନ୍ଦିର ରାସ୍ତାରେ ଥିବା ସରଗମ ଗାର୍ମେଣ୍ଟସ୍‌କୁ ଗତକାଲି ସନ୍ଧ୍ୟା ସମୟରେ ଦି'ଜଣ ମହିଳା ପେଣ୍ଟ, ସାର୍ଟ କିଣିବା ବାହାନରେ ଆସି ପେଣ୍ଟ,ସାର୍ଟ ଚୋରି କରିଥିବା ଅଭିଯୋଗ ହୋଇଛି ।
Read More...

ଟ୍ରକ ଚକ ତଳେ ଚାପି ହୋଇ ଛାତ୍ରୀଙ୍କ ମୃତ୍ୟୁ, ଘଟଣା ସ୍ଥଳେ ଗାଡି ଚାଳକ ଓ ପୋଲିସକୁ ନିସ୍ତୁକ ମାଡ଼

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟ୍ରକ ଚକ ତଳେ ଚାପି ହୋଇ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଚାଲକ ଓ ପୋଲିସକୁ ନିସ୍ତୁକ ମାଡ଼ ମାରିଛନ୍ତି ଜନସାଧାରଣ । ଏମିତି ଏକ ଦୃଶ୍ୟ ଆସିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଶରଧାପାଲି ଗିରିଧାରୀ କଲେଜ ପାଖରେ
Read More...

ରେଳ ଟିକେଟ କଳାବଜାର ଘଟଣା : ଖବର ପ୍ରକାଶ ପରେ ସାମ୍ବାଦିକଙ୍କ ଉପରେ ବିଜେଡି ନେତାଙ୍କ ଦାଦାଗିରି, କଂଗ୍ରେସ ଓ ବିଜେପି…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳରେ ଜଣେ ଯୁବକ ରେଳ ଟିକେଟ କଳାବଜାର କରିଥିବା ଅଭିଯୋଗରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ଉଠାଇ ନେଇଥିବା ଖବର ପ୍ରକାଶ ପରେ ବିଜେଡି ନେତା ରାଜକିଶୋର ଡାଙ୍ଗ ଉତକ୍ଷିପ୍ତ ହୋଇ ସଇଁତଲା ବ୍ଲକର  ଯୁବ
Read More...

ପ୍ରେମରେ ପଡ଼ିଥିବା ପ୍ରେମିକାମାନଙ୍କ ପାଇଁ କିଛି କଥା

ସୁଶ୍ରୀ ସ୍ନେହଲତା ପ୍ରେମରେ ପଡ଼ିବା ବଡ଼ କଥା ନୁହେଁ । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ପ୍ରେମକୁ ସଫଳ ରୂପ ଦେବା ଓ ପ୍ରେମକୁ ନେଇ ସଫଳ ଜୀବନ ବଂଚିବା । ଏଣୁ ପ୍ରେମରେ ପଡ଼ିଥିବା ଝିଅମାନେ ବେଶ୍‌ ସଚେତନ ହେବା ଏକାନ୍ତ ଆବଶ୍ୟକ । ପ୍ରେମର ପଥ ଖୁବ୍‌ କଣ୍ଟକିତ ବୋଲି ପୂର୍ବରୁ
Read More...

ଡକାୟତି ଯୋଜନା କରୁଥିବା ବେଳେ ପୋଲିସର ଚଢାଉ : ୫ ଗିରଫ

ଖୋର୍ଦ୍ଧା : ଟିଏଲ୍‌ସି ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ ଅନୁଯାଇ ଆଦର୍ଶ ଥାନା ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିି । ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ , ଖଣ୍ଡା, କଟୁରୀ, ଲୁହାଛଡ ଆଦି
Read More...

ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ : ୨ ଅଭିଯୁକ୍ତ ଗିରଫ

କଟକ : ବିଡାନାସି ଭୁଆଶୁଣି ପଠାରେ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ପରକିୟା ପ୍ରୀତି ପାଇଁ ହତ୍ୟା କରି ମୃତଦେହ ପଠାରେ ଫୋପାଡି ଦିଆଯାଇଥିବା ସୂଚନା । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ବିଡାନାସୀ ପୋଲିସ ଗିରଫ କରିଥିବା ଜଣାପଡିଛି । ୨ ଅଭିଯୁକ୍ତ ହେଲେ ମୁନିଲାଲ୍‌ ଶର୍ମା
Read More...