Daily Archives

ୟୁକ୍ରେନ ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବେସାମରିକ ବିମାନ ଯୋଗେ ଆଜି ଫେରିଲେ ୪୧୦ ଭାରତୀୟ

• ଏବେ ସୁଦ୍ଧା ସ୍ଵତନ୍ତ୍ର ବିମାନ ଜରିଆରେ ଫେରିଲେଣି ପ୍ରାୟ ୧୮ ହଜାର ଭାରତୀୟ ନୂଆଦିଲ୍ଲୀ, (ପିଆଇବି) : ‘ଅପରେସନ ଗଙ୍ଗା’ ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୨ଟି ସ୍ଵତନ୍ତ୍ର ବେସାମରିକ ବିମାନ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜୀବିକା ସୃଜନ କ୍ଷେତ୍ରରେ ୭୫ ଜଣ ଆଦିବାସୀ ମହିଳାଙ୍କୁ ସମ୍ମାନିତ କଲା ଟ୍ରାଇଫେଡ୍

ନୂଆଦିଲ୍ଲୀ, (ପିଆଇବି) : ଆଜାଦୀ କା ଅମୃତ ମହୋତ୍ସବ ଧାରାରେ ଟ୍ରାଇଫେଡ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସଚିବ ଅନୀଲ କୁମାର ଝା, ଟ୍ରାଇଫେଡର ଅଧ୍ୟକ୍ଷ ରାମ ସିଂ ରାଠୱାଙ୍କ
Read More...

ଗ୍ରାମ୍ୟ ଉନ୍ନୟନ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ଉଢାଉ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗ୍ରାମ୍ୟ ଉନ୍ନୟନ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ଉଢାଉ ହୋଇଥିବା ଜଣାପଡିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉକ୍ତ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଏକାସାଙ୍ଗେ ବିଭିନ୍ନ ସ୍ଥାନରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୧୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ
Read More...

ମାନବିକତା ଆଧାରରେ ରୁଷ ଆଜି ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି

ମସ୍କୋ : ମାନବିକତା ଆଧାରରେ ରୁଷ ଆଜି ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି । ଏହା ଫଳରେ ଏଠାରେ ଫସି ରହିଥିବା ସାଧାରଣ ନାଗରିକ ବାହାରକୁ ଯାଇପାରିବେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୁଷ ସାଇଲେନ୍ସ ମୋଡ ଘୋଷଣା କରିଛି ଏବଂ ମାନବିକତା ଦୃଷ୍ଟିରୁ କିଭ୍‌ ସମେତ ଅନେକ ସହରରେ ମାନବ କରିଡର
Read More...

ରୁଷ ଉପରେ ଆମେରିକାର ବଡ ଘୋଷଣା : ଗ୍ୟାସ, ତୈଳ ଏବଂ ଶକ୍ତି ଆମଦାନୀ ଉପରେ ପ୍ରତିବନ୍ଧକ

ୱାଶିଂଟନ୍ : ରୁଷ ୟୁକ୍ରେନ ଉପରେ ଘନଘୋର ଆକ୍ରମଣ କରୁଛି । ୟୁକ୍ରେନର ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ଯୁଦ୍ଧ ବିପନ୍ନ ଦେଶରୁ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ପାଇଁ ପଳାୟନ କରିଛନ୍ତି । ଏହି ସମୟରେ ସୋମବାର ବେଲାରୁଷରେ ଅନୁଷ୍ଠିତ ତୃତୀୟ ରାଉଣ୍ଡ ଆଲୋଚନା ମଧ୍ୟ ପ୍ରଭାବହୀନ ପ୍ରମାଣିତ
Read More...

୧୪ ଦିନରେ ମହାଯୁଦ୍ଧ : ନାଟୋ ଉପରେ ସିଧାସଳଖ ଅସନ୍ତୋଷ ପ୍ରକାଶ କଲେ ଜେଲେନସ୍କି

ନୂଆଦିଲ୍ଲୀ : ୧୪ ଦିନରେ ପହଂଚିଛି ରୁଷ-ୟୁକ୍ରେନ୍‌ ମଧ୍ୟରେ ମହାଯୁଦ୍ଧ । ଏବେ ନାଟୋ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜେଲେନସ୍କି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ମୁଁ ୟୁକ୍ରେନକୁ ନାଟୋର ସଦସ୍ୟ କରିବାକୁ ଚେଷ୍ଟା କରୁନାହିଁ । ଏହି ପ୍ରସଙ୍ଗରେ ସ୍ପଷ୍ଟ ଭାବରେ ପୂର୍ବରୁ
Read More...

ପଶୁପକ୍ଷୀଙ୍କ ସୁରକ୍ଷା ଏବଂ ଯତ୍ନରକ୍ଷା ନେଇ ବିଶେଷ ଆଲୋଚନା

• ଏସ୍‌ପିସିଏର ପ୍ରଥମ କାର୍ଯ୍ୟକାରିଣୀରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏସ୍‌ପିସିଏର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସୋମବାର ସଦରମହକୁମା ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପର
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

• ଗୁଣି ଗାରେଡିକୁ ନେଇ ନାରୀ ପ୍ରତି ହିଂସାବଢୁଛି । ଏ ସମ୍ପର୍କିତ ଖବର ଦେଲେ ଖବରଦାତାଙ୍କୁ ୫୦ ହଜାର ଅର୍ଥରାଶି ପୁରସ୍କାର ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ମହାଆଡମ୍ଭର ସହକାରେ ଜିଲ୍ଲା
Read More...

ଛତ୍ରପୁର ବ୍ଳକ୍ ଗୋଲାପଲ୍ଲୀ ଗାଁରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ଶ୍ରମ ଓ କାର୍ମିକ ମନ୍ତ୍ରଣାଳୟ ଅଧିନସ୍ଥ ଦତ୍ତପନ୍ତ ଥେଙ୍ଗାଡି ଜାତୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ ସୌଜନ୍ୟରେ ଛତ୍ରପୁରର ଯଶୋଦା ଫାଉଣ୍ଡେସନ ସଂଗଠନ ପକ୍ଷରୁ ଛତ୍ରପୁର ବ୍ଳକର ଭିକାରିପଲ୍ଲୀ
Read More...