ଅଭିମାନ
ରତ୍ନମୟ ତ୍ରିପାଠୀ
ତୋର ଫେରିବାର ବାଟରେନ ଥିଲା କିଛିସର୍ତ୍ତ ର ବନ୍ଧନୀବନ୍ଦ ନ ଥିଲା ବାଟର କବାଟ,ମନା ନ ଥିଲାବାତାୟନ ଦେଇ ସଞ୍ଚରିଯିବାକୁସ୍ନେହ ର ସୁଗନ୍ଧ ହୋଇ ।
ଉଠାଇ ଥିବା ହାତ ପ୍ରତିବଦଳରେହାତଯୋଡ଼ି ଲିଭେଇ ପାରିଥାନ୍ତୁଛାତି ତଳର ଦାଗ,ସ୍ମିତହସ ଟିଏ ଦେଇସ୍ମୃତି ସବୁକୁସାଇତି ରଖି!-->!-->!-->!-->!-->…
Read More...
Read More...