Daily Archives

କେରମେଲି ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ରୂପଧର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ବିକାଶ ସ୍ଵପ୍ନ ନେଇ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ପୁଣି ପାଦ ଦେଇଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ରୂପାଧର ମାଝୀ । ୨୦୧୭ରୁ ୨୦୨୧ ମସିହାରେ କେରମେଲି ପଞ୍ଚାୟତରେ
Read More...

ବିଜେପି ଦଳରୁ ଇସ୍ତଫା ଦେଲେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନରେ ବିଜେପି ଦଳ ମଧ୍ୟରେ ଅନେକ ନେତା ଜିଲ୍ଲା ପରିଷଦ ଟିକଟ ପାଇଁ ଅନେକ ଆଶାଇ ରହିଥିଲେ । କିଏ ଟିକଟ ପାଇ ଖୁସିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତ ଆଉ କିଏ ଟିକଟ ନ ପାଇବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ସଇଁନ୍ତଲା ବିଜେପି
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଜିଲ୍ଲାରେ ୭୩୦୧ ପ୍ରାର୍ଥୀ ନିର୍ବାଚନ ମଇଦାନରେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନରେ ସର୍ବମୋଟ ୭୩୦୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଗତକାଲି କେବଳ ୩୭୭୨ ଜଣ ମନୋନୟନ ପତ୍ର ଦାଖଲ କରିଥିଲେ । ସେଦିନ ମଧ୍ୟରେ
Read More...

ବୌଦ୍ଧ ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ

ବୌଦ୍ଧ, (ମମତା ମହାକୁର) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ଗତକାଲି କଂଗ୍ରେସ ପକ୍ଷରୁ ସମସ୍ତ ୦୯ ଗୋଟି ଜୋନରୁ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନେ ପ୍ରାର୍ଥୀ ପତ୍ର ଦାଖଲ କରିଥିବାର ଖବର ମିଳିଛି । ଜୋନ ନମ୍ବର ୦୧ ପାଇଁ କୁମଦିନି ମିର୍ଧା, ଜୋନ ୦୨
Read More...