Daily Archives

ବିଶିଷ୍ଟ ବ୍ୟବସାୟୀ ତଥା ମିନର୍ଭା ଗୃପ୍‌ର ମାଲିକ ସୁରେନ୍ଦ୍ର ମେହେରଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ଜଗନ୍ନାଥପଡା ମିନର୍ଭା ଗୃପ୍‌ର ମାଲିକ ସୁରେନ୍ଦ୍ର ମେହେର(୭୪)ଙ୍କ ଦେହାନ୍ତ ହୋଇଯାଇଥିବା ସୂଜନା ମିଳିଛି । ଗତ କିଛିଦିନ ହେଲା ସେ ରୋଗରେ ପୀଡିତ ହୋଇ ରାଇପୁରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଗତରାତି ୧୨.୩୦ ମିନିଟରେ
Read More...

ଲୋକନାଥ ରଣା ନିଖୋଜ ମାମଲା : ହତ୍ୟା ଆଶଙ୍କା, ସାନ ଭାଇ ଥାନାରେ ଅଟକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ଫାଣ୍ଡି ଅଧିନ କୁଲୁତାଜୋର୍ ପଞ୍ଚାୟତ ଦେଉଳୀ ଗ୍ରାମର ଲୋକନାଥ ରଣା (୩୦) ଗତ ୧୨ ତାରିଖ ସନ୍ଧ୍ୟାରୁ ଘରୁ କେଉଁ ଆଡେ ଗଲେ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ନ ପାଇବାରୁ ନିଖୋଜ ବିଷୟରେ ପିତା
Read More...

ସଇଁନ୍ତଲା ବ୍ଳକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ୩ଟି ବ୍ଳକ ଦାୟିତ୍ୱରେ ଗୋଟିଏ ବ୍ଳକ ଶିକ୍ଷା ଅଧିକାରୀ, ବଦଳି ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ଓ ସେମାନଙ୍କର ଦାୟିତ୍ୱ ନେବା ପାଇଁ ବ୍ଳକକୁ ଜଣେ ଲେଖାଏଁ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା,
Read More...

ଶିକାଛିଡାରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିକାଛିଡା ପଞ୍ଚାୟତରେ ଶିକାଛିଡା ଯୁବ ଗୋଷ୍ଠୀଙ୍କ ଦ୍ୱାରା ଭାଇଚାରାର ପର୍ବ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମା’ ସମଲେଶ୍ୱରୀ ଓ ବିଘ୍ନ ବିନାଶକ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ।
Read More...

ଗ୍ରାସିମ୍ କମ୍ପାନୀ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ତହସିଲ ଅଫିସ ଛକ ନିକଟରେ ଗ୍ରାସିମ କମ୍ପାନୀ ପକ୍ଷରୁ ଗତକାଲି ଅପରାହ୍ନରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀ ୟୁନିଟ୍ ହେଡ ଦିଗବିଜୟ ପାଣ୍ଡେଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁର୍ଘଟଣା ଜନିତ
Read More...

ହିନ୍ଦୁ ଧର୍ମର ଅନନ୍ୟ ପରମ୍ପରା ଦୂତିବାହାନ ଓଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ହିନ୍ଦୁ ଧର୍ମର ଅନେକ ପରମ୍ପରା ରହିଛି । ସେଥି ମଧ୍ୟରୁ ଦୂତିବାହାନ ଓଷା ବା ପୁଅ ଜିଉଁନ୍ତିଆ ଅନ୍ୟତମ । ଏହି ଓଷା ମାଆ ମାନେ ନିଜର ସନ୍ତାନ ସନ୍ତତି ମାନଙ୍କ ପାଇଁ କରିଥାନ୍ତି । ମାଆ ମାନେ ନିର୍ଜଳା ଉପବାସ ଦିନସାରା ରହି ସନ୍ଧ୍ୟାରେ ପୂଜା କରିଥାନ୍ତି ।
Read More...

ବଟେଶ୍ଵର ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଅନୁଧ୍ୟାନ କଲା ଭଦ୍ରକ ଜିଲ୍ଲା ଟିମ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଂଚାୟତ କଣ୍ଟିଆଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ଠାରେ ଭଦ୍ରକ ଜିଲ୍ଲାର ଏକ ୨୫ ଜଣିଆ ଟିମ ଗତକାଲି ଭଦ୍ରକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ (ପିଡି)ଇନ୍ଦ୍ରମଣି ନାୟକଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ପ୍ରଶାସନର ଏକ ୨୫ ଜଣିଆ
Read More...

ବିଶ୍ୱ ହୃଦୟ ଦିବସରେ ବୃକ୍ଷ ରୋପଣ କରି ହୃଦୟ ଜିତିଲେ ହୃଷୀକେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢୀ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ନିଜ ଗ୍ରାମ ବୋଳକଣାରେ ବୃକ୍ଷ ରୋପଣ କରି ଜନସାଧାରଣଙ୍କ ହୃଦୟ ଜିତିଛନ୍ତି । ଏହି ଅବସରରେ ସେ ବୃକ୍ଷର ହୃଦୟ ଉପରେ ଗୁରୁତ୍ଵାରୋପକରି
Read More...