Daily Archives

ଟିଟିଲାଗଡ଼ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ କରି କଂଗ୍ରେସ ଦଳ ତରଫରୁ ଧାରଣା ସହ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଠିକ୍ ସମୟରେ ସଠିକ ପରିମାଣର ବର୍ଷା ନ ହେବା ତଥା ଜଳସେଚନର ଘୋର ଅସୁବିଧା ଯୋଗୁଁ ଏହି ବର୍ଷ ଚାଷ ଭଲ ଭାବରେ ହୋଇ ପାରିନାହିଁ, ମାଟି ଫାଟି ଆଁ କଲାଣି, ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଚାଷ ଋଣ ବୋଝ ସହ କିପରି ବଞ୍ଚିବେ ସେଥିପାଇଁ ସରକାରଙ୍କ ସହାୟତା
Read More...

ଯଶୋବନ୍ତଙ୍କ ଟ୍ୱିଟ ପରେ ଜଳଦେଇଙ୍କ ପରିବାର ପାଇଲେ ସରକାରୀ ସୁବିଧା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାନିଗୁମା ପଞ୍ଚାୟତ ଅଧୀନ ତରାଗାଁର କୁଲଧର ମାଝୀଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଅସହାୟ ଅବସ୍ଥାରେ ଭଙ୍ଗା ଦଦରା ଘରେ ତାଙ୍କର ସ୍ତ୍ରୀ ଜଳଦେଇ ତିନି ସନ୍ତାନକୁ ନେଇ ଜୀବନ କାଟୁଛନ୍ତି ।ସୂଚନା ଅନୁସାରେ
Read More...

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ଅଧିକାରୀଙ୍କୁ ଡିଜିପି ସମ୍ମାନ ପ୍ରଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀମାନଙ୍କୁ ତଦନ୍ତ କାର୍ଯ୍ୟରେ ତତ୍ପରତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ୨୦-୨୧ ବର୍ଷ ସକାଶେ ଡିଜିପି ପୁରସ୍କାରରେ ସମ୍ମାନିତ କରିଯାଇଛି । ଏ ଅବସରରେ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଖପ୍ରାଖୋଲ ବ୍ଲକ ହରିଶଙ୍କର ଗ୍ରା.ପ.ରୁ ଜଣେ ଏବଂ ବଲାଙ୍ଗିର ପୌରାଚଂଳ ୱାର୍ଡ ନଂ.୨୦ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ବରପାଲି ମହିଳା ମହବିଦ୍ୟାଳୟର ସ୍ନାତକ ଛାତ୍ରୀଙ୍କ ସଫଳତା

ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଷଷ୍ଠ ପର୍ଯ୍ୟାୟ ଫଳାଫଳ ଘୋଷଣା ପରେ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଖୁସିର ଲହରୀ ଖେଳି ଯାଇଛି । ବିଶେଷ କରି ନୂଆ ଭାବରେ ପ୍ରତିଷ୍ଠା ଲାଭ କରିଥିବା ଏହି ମହାବିଦ୍ୟାଳୟର ୫ ଜଣ ଛାତ୍ରୀ ଗତ ବର୍ଷ
Read More...

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ୨୦୨୧ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ୨୦୨୧ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ପର୍ବ ବିଷୟରେ ଅବଗତ କରାଯିବା ସହିତ ୱେବଲିଙ୍କ ଦିଆଯାଇଥିଲା । କରୋନା କଟକଣାକୁ
Read More...

କଫ୍‌ ସିରଫ୍‌ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଅଞ୍ଚଳ ସବୁ ସମୟରେ ବେଆଇନ ମଦ, ଗଞ୍ଜେଇ, ଟେବ୍ଳେଟ, କରେକ୍ସ କାରବାରର ପେଣ୍ଠସ୍ଥଳୀ ପାଲଟିଛି । ସୂଚନାଯୋଗ୍ୟ ଯେ, ତା.୬/୦୯/୨୧ରିଖ ସୋମବାର ଦିନ ରାତିରେ କପାଣି ପଞ୍ଚାୟତ ତରା ଗାଁର କମଲ ନାଗ କଫ୍‌ ସିରଫ ପେଟି ଧରି ବେଲପଡା
Read More...

ପଶ୍ଚିମ ଓଡିଶାର ମହାନ୍‌ ପର୍ବ ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆ ଧାନ

ସମ୍ୱଲପୁର : ଚଳିତବର୍ଷ ୧୧ ତାରିଖରେ ପଶ୍ଚିମ ଓଡିଶାର ମହାନ୍‌ ପର୍ବ ନୂଆଁଖାଇ । ଏଥିପାଇଁ ମା' ସମଲେଶ୍ୱରୀ ମନ୍ଦିରକୁ ନୂଆ ଧାନ ଆଜିଛି । ନୂଆ ଧାନରୁ ମା'ଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇଥାଆନ୍ତି ।
Read More...

ବରଗଡ଼ରେ ପିସିଆର୍ ବାଇକର ଶୁଭାରମ୍ଭ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡରେ ପିସିଆର୍ ବାଇକର ଶୁଭାରମ୍ଭ ହୋଇଯାଇଛି । ଆଜି ବରଗଡ଼ ଆରକ୍ଷୀ ଅଧିକାରୀ ରାହୁଲ ଜୈନଙ୍କ ଦ୍ୱାରା ୪ ଟି ପିସିଆର୍ ବାଇକର ଶୁଭ ଉଦ୍‌ଘାଟନ ହୋଇଯାଇଥିବା ବେଳେ ଏହି ପିସିଆର୍ ବାଇକକୁ ନେଇ ଜନସାଧାରଣଙ୍କ ପାଇଁ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାଯିବ ।
Read More...

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଶିକ୍ଷା ପର୍ବ ୨୦୨୧ ୱେବିନାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା…

ଭୂବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଶିକ୍ଷା ପର୍ବ ୨୦୨୧ୱେବିନାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାରା ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଂଚଳିକ କାର୍ଯ୍ୟାଳୟ ଭୂବନେଶ୍ୱର ଅଧୀନସ୍ଥ ସମସ୍ତ ବିଦ୍ୟାଳୟରେ
Read More...