ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ : ମୌଳିକ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦେବ ଆପ୍
ବରଗଡ଼, (ନିରୋଜ କୁମାର ପାଣୀ) : ଦେଶର ପରିବର୍ତିତ ରାଜନୀତିକୁ ଧ୍ୟାନରେ ରଖି ଆମ୍ ଆଦମୀ ପାର୍ଟି ରାଜ୍ୟରେ ସଂଗଠନ ବିସ୍ତାର କାର୍ୟ୍ୟ ଆରମ୍ଭ କରିଛି । ବରଗଡ଼ ଜିଲ୍ଳା ଆବାହକ ଚୟନ ଶେଷ ହୋଇଛି ସର୍ବସମ୍ମତି କ୍ରମେ ଭବାନୀ ସାହୁଙ୍କୁ ପୁଣି ଥରେ ଜିଲ୍ଳା ଦାଇତ୍ୱ ଦିଆଯାଇଛି । ପାର୍ଟିର ରାଜ୍ୟ!-->…
Read More...
Read More...