Monthly Archives

February 2021

ପାଇକମାଲରେ ମୋ’ ସ୍କୁଲ ଅଭିଯାନ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ଵରେ ମୋ ସ୍କୁଲ ଅଭିଯାନର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ
Read More...

ପ୍ରେମ ଓ ପ୍ରତାରଣା : ନ୍ୟାୟ ପାଇଁ ବାର ଦୁଆର ବୁଲୁଛ‌ନ୍ତି ଦୁଇ ସନ୍ତାନର ଜନନୀ : ପୋଲିସ ନୀରବ, ସାଧାରଣରେ ଚର୍ଚ୍ଚା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ପ୍ରେମ ଓ ପ୍ରତାରଣାର ଅନେକ ଘଟଣା ସାମନାକୁ ଆସୁଥିବା ବେଳେ ଆଜି ଆଉ ଏକ ଘଟଣା ଦେଖିବାକୁ ମିଳିଛି । ଘଟଣା ଟି ହେଉଛି ଟିଟିଲାଗଡ ଥାନା ଅନ୍ତର୍ଗତ ଦେଶିଲ୍ ଗ୍ରାମର । ପ୍ରେମ ସମ୍ପର୍କ ପରେ ଅନେକ ବର୍ଷ ସାଙ୍ଗରେ ରହି ଦୁଇଟି ଛୁଆର ଜନ୍ମ ପରେ ପ୍ରେମିକ
Read More...

ଜିଲ୍ଲା ବିଜେପି.ର ଅନ୍ଦୋଳନ : ଆସନ୍ତା କାଲି ଦିନ ୧୦ଟାରୁ ୧ଟା ଚକ୍କା ଜାମ୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା କାଲି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଚକ୍କା ଜାମ କରାଯିବ । ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏହି ତିନି ଘଣ୍ଟିଆ ଚକ୍କା ଜାମ କରାଯାଉଥିବା ବିଜେପି କହିଛି । ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ସହରର
Read More...

ଅମଠି ଷ୍ଟେଟ ବ୍ୟାଙ୍କ ଶାଖାରୁ ହିତାଧିକାରୀଙ୍କ ଅଜଣାତରେ କଟିଥିବା ଟଙ୍କା ଫେରସ୍ତ ଦାବୀରେ ଆମରଣ ଅନଶନ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଷ୍ଟେଟ ବ୍ୟାଙ୍କ ଶାଖାରୁ ହିତାଧିକାରୀଙ୍କ ଅଜଣାତରେ କଟିଥିବା ଟଙ୍କା ଫେରସ୍ତ ଦାବୀରେ ଆମରଣ ଅନଶନ ଚାଲିଛି । ଆଜି ପୂର୍ବାହ୍ନ ୧୦ ଟାରୁ ଏତେ ବେଳଯାଏଁ ଧାରଣାରେ ବସିଛନ୍‌ନ୍ତି ହିତାଧିକାରୀ । ହେଲେ କେହି
Read More...

ଆସନ୍ତା କାଲି ପୂର୍ବାହ୍ନ ସାଢେ଼ ୮ରୁ ପୂର୍ବାହ୍ନ ସାଢେ଼ ୧୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ପୂର୍ବାହ୍ନ ସାଢେ଼ ୮ରୁ ପୂର୍ବାହ୍ନ ସାଢେ଼ ୧୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା, ରାମେଶ୍ୱର ନଗର, ଏବିଏସ୍‌ଏସ୍‌ ରୋଡ଼, ବ୍ରାହ୍ମଣପଡ଼ା, ଜେଲ୍‌
Read More...

ଦେହରେ କିରୋସିନ ଢାଳି ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ, ତଦନ୍ତ ଅବ୍ୟାହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମର ଜଣେ ୨୮ ବର୍ଷର ଯୁବକ ଗୁରୁବାର ରାତିରେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବିବରଣୀରୁ ପ୍ରକାଶ
Read More...

ସମାଜସେବୀ ବୈଲୋଚନ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଜଟେସିରା ଗ୍ରାମର ବୈଲୋଚନ ସାହୁଙ୍କ ଗୁରୁବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା । ୨୮ ବର୍ଷର ଶିକ୍ଷକତା ପରେ ଅବସର ଗ୍ରହଣ କରି ସେ ନିଜକୁ ସମାଜସେବା ତଥା ପରୋପକାରରେ
Read More...

ଦୁଇଦିନ ହେଲା ଯୁବକଙ୍କ ପତ୍ତା ମିଳୁନି : ଥାନାରେ ଏତଲା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ନୁଆସାହିର ଜୈନକ ଯୁବକ ଦୁଇଦିନ ହେଲା ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଯୁବକଙ୍କ ନାମ ପରମେଶ୍ୱର ଧାରୁଆ(୩୫)ଓରଫ ମିଟୁ । ସୂଚନା ପ୍ରକାରେ ବୁଧବାର ଅପରାହ୍ନରେ
Read More...

ଯୋଗୀସର୍ଡା ମହାଶିବରାତ୍ରି ମେଳା ଓ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ପ୍ରସିଦ୍ଧ ଶୈବପୀଠ ଯୋଗୀସର୍ଡ।ର ଯୋଗେଶ୍ବରଧାମ ଠାରେ ଚଳିତ ମାର୍ଚ୍ଚ ୪ ରୁ ୧୨ ତାରିଖ ପର୍ୟ୍ୟନ୍ତ ମହାଶିବରାତ୍ରି ଓ ଜାଗର ଯାତ୍ରା ଉପଲକ୍ଷେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ତଥା
Read More...

ଭାଲେଣ୍ଟାଇନ ଡେ’ ରେ ରିଲିଜ୍ ହେବ ଫିଲ୍ମ ‘ରାଧେଶ୍ୟାମ’ର ଟିଜର୍

ମୁ‌ମ୍ବାଇ : ଫେବୃଆରୀ ମାସ ୧୪ ତାରିଖ ଅର୍ଥାତ ଭାଲେଣ୍ଟାଇନ ଡେରେ ଫିଲ୍ମ 'ରାଧେଶ୍ୟାମ' ଟିଜର୍ ରିଲିଜ୍ ହେବ । ତେବେ ଏହି ଫିଲ୍ମରେ ପ୍ରଭାସଙ୍କୁ ଜଣେ ଲଭର୍ ବଏ ଭୂମିକାରେ ପୂଜା ହେଗଡେ‌ଙ୍କ ସହିତ ରୋମାନ୍ସ କରୁଥିବା ଦେଖିବାକୁ ପାଇବେ ଦର୍ଶକ । ଭାଲେଣ୍ଟାଇନ୍ ଡେ ଦିନ ୯ ଟା ୧୮ ରେ ରିଲିଜ୍
Read More...