Daily Archives

କଳିକେଶଙ୍କ ଉଦ୍ୟମ ଯୋଗୁଁ ଲୋୟର ସୁକ୍‌ତେଲ୍‌ କାମ ଆଗେଇବାର ସମ୍ଭାବନା ଉଜ୍ୱଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କିଛିଦିନ ତଳେ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବଲାଙ୍ଗିରର ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେରେ ସିଧାସଳଖ ହସ୍ତକ୍ଷେପ ଲୋଡିଥିଲେ । ତାକୁ ଆଧାର କରି ଗତ ୯ ତାରିଖରେ
Read More...

ପୂର୍ତ୍ତ ବିଭାଗର ମନ୍ଥର କାମ : ଅଂଚଳବାସୀ ହଇରାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୦୧୪ ମସିହାରେ ପଶ୍ଚିମ ଓଡିଶାର ଗଣପର୍ବ ଓ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବିକେ ଓ ପଶ୍ଚିମ ଓଡିଶାବାସୀ ସିଧା ସଳଖ ରାଜ୍ୟରେ ଯୋଗାଯୋଗ କରିବା ପାଇଁ ନୂଆଁଖାଇ ଭେଟି ସ୍ୱରୂପ ଚଉତିରିଶି କୋଟି ଟଙ୍କାର ଅଟକଳ
Read More...

ସୁବର୍ଣ୍ଣପୁରର ଶତାଧିକ ଦେବୀପୀଠରେ ଶାକ୍ତ ପରମ୍ପରାର ଷୋହଳ ପୂଜା ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଶତାଧିକ ଦେବୀପୀଠରେ ଶାକ୍ତ ପରମ୍ପରାର ଷୋହଳ ପୂଜା ଆରମ୍ଭ ହୋଇଯାଇଛି । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ସହ ଭଗବତୀ, ସମଲାଇ, ରାମଚଣ୍ଡୀ, ମେଟାକାନୀ, ଚରଦେଈ, ଶୀତଳା
Read More...

ବିନିକା ସହରରେ ଗତକାଲିଠାରୁ ହୋଇଥିବା ୭୨ଘଣ୍ଟିଆ ବନ୍ଦର ଆଜି ଦ୍ୱିତୀୟ ଦିନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଗତକାଲିଠାରୁ ହୋଇଥିବା ୭୨ଘଣ୍ଟିଆ ବନ୍ଦ ଆଜି ଦ୍ୱିତୀୟ ଦିନରେ ପହଂଚିଛି । ବିନିକା ସହର ତଥା ଆଖପାଖ ଅଂଚଳରେ କରୋନାର ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିନିକା ବଣିକ ସଂଘ ତରଫରୁ ଏହି ୭୨ ଘଂଟିଆ ବନ୍ଦ
Read More...

ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସହାୟତା ଘୋଷଣା କରାଯାଇଛି । ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ରବିଚାଷ ପାଇଁ ହିତାଧିକାରୀଙ୍କୁ ୨୦ ହଜାର ବିହନ ପ୍ୟାକେଟ୍ ପ୍ରଦାନ
Read More...

କଂଟାବାଂଜି ଏନଏସି.ରେ ମହାଦୁର୍ନୀତି ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନଏସି.ରେ ବିଭିନ୍ନ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସୂଚନା ଅଧିକାର କର୍ମୀ ସୁରଥ ବେହେରା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ଶନିବାର ଦିନ ଅପରାହ୍ନରେ ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକବଙ୍ଗଳାରେ ଏହି ଖବରଦାତା ସମ୍ମିଳନୀ ଅନୁଷ୍ଠିତ
Read More...

ତୁରେକେଲା ଚିତ୍ରଶିଳ୍ପୀ ସଂଘର ବୈଠକ : କାନ୍ଥ ଲେଖା ଯୋଗାଇବାରେ ପ୍ରଶାସନର ପାତର ଅନ୍ତର ମନୋଭାବ ନେଇ ଅସନ୍ତୋଷ

ତୁରେକେଲା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବାଞ୍ଜିପାଲି ଗ୍ରାମ ଠାରେ ତୁରେକେଲା ବ୍ଲକ ସିଦ୍ଧି ବିନାୟକ ଚିତ୍ରଶିଳ୍ପୀ ସଂଘର ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ସଂଘ ସଭାପତି ଡମ୍ବରୁଧର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କରୋନା ମହାମାରୀ ସଂକ୍ରମଣରୁ
Read More...

ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ପନିପରିବା ବିହନ ବଂଟନ

ସିନ୍ଧେକେଲା, (ହୁଲେଶ୍ୱର ହଂସ) : କୋଭିଡ-୧୯ କରୋନା ମହାମାରୀ ସମୟରେ ଚାଷୀମାନେ ଘରେ ଥାଇ ଚାଷ କରିବା ପାଇଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଂଚଳର ବହୁ ପନିପରିବା ଚାଷୀଙ୍କୁ ବିହନ ବଂଟନ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ଗୋଇମୁଣ୍ଡରେ ୪୪ ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା,(ଅଶୋକ କୁମାର ଭୋଇ) : ମୁରିିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୪ ତମ ପଞ୍ଚାୟତ ସ୍ତରୀୟ ସାର୍ବଜନୀନ ଦୁର୍ଗାପୂଜା ନିିମନ୍ତେ ଏକ ପ୍ରସ୍ତୁୁତି ବୈଠକ ଅନୁଷ୍ଠିତ ହୋଇ କମିଟୀ ଗଠନ କରାଯାଇଛି । ଚଳିତ ବର୍ଷ କୋଭିଡ କଟକଣାକୁ ଆଖିରେ ରଖି ୪୩ ବର୍ଷର ପରମ୍ପରାକୁ ବଜାୟ ରଖି
Read More...

ପୁଣି ଫେରିଲେ ହାତୀ : ୧୪ଟି ହାତୀ ନଷ୍ଟ କଲେ ବହୁ ଚାଷୀଙ୍କ ଧାନ ଫସଲ : ହାତୀ ଘଉଡ଼ାଇବାରେ ବନ କର୍ମଚାରୀ ଫେଲ୍ :…

ଦେଓଗାଁ, , (ମନିଷ କୁମାର ସାହୁ) : ପାଣିପାଗ ଦେଖି ଚାଷୀ ତର ତର ହୋଇ ଚାଷ କାମ କରୁଥିବା ବେଳେ ଠିକ୍ ସମୟରେ ଦାଉ ସାଧୁଛନ୍ତି ହାତୀ । ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନ ତଥା ଦେଓଗାଁ ବ୍ଲକ୍ ଅନ୍ତର୍ଗତ କିଛି ଗାଁଗୁଡିକରେ ଶୁକ୍ରବାର ରାତିରେ ୧୪ଟି ହାତୀ ଥିବା ଏକ ବଡ଼ ଦଳ
Read More...