Daily Archives

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଅଂଚଳରେ ବ୍ୟାପକ ଧାନଚାଷ ନଷ୍ଟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଅଂଚଳରେ ବ୍ୟାପକ ଧାନଚାଷ ନଷ୍ଟ ହୋଇଛି । ମହାନଦୀ, ତେଲ, ସୁକତେଲ, ହରିହର, ଅଙ୍ଗ ଓ ସୁରୁବାଲି ଆଦି ଶାଖା ନଦୀ ଗୁଡିକର ବନ୍ୟା ଯୋଗୁଁ ଜିଲ୍ଲାର ୭୦ରୁ ଉର୍ଦ୍ଧ ନଈକୂଳିଆ ଗାଁର ଶହ ଶହ
Read More...

ଦେଓଗାଁ ଥାନାଞ୍ଚଳରେ ମାତିଛନ୍ତି ଲୁଟେରା ଦଳ : ଗୋଟେ ଦିନରେ ୨ ଲୋକଙ୍କୁ ରାସ୍ତାରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ…

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ପୁଣି ମାତିଲେଣି ଲୁଟେରା ଦଳ। ଗୋଟିଏ ଦିନରେ ଦୁଇଟି ଜାଗାରେ ମାତ୍ର ତିନି ଘଣ୍ଟା ବ୍ୟବଧାନରେ ଲୁଟ୍ ହୋଇଛି। ମଙ୍ଗଳବାର ରାତିରେ ଘଟିଥିବା ଏହି ଲୁଟ୍ ସଂପର୍କରେ ବୁଧୁବାର ଦେଓଗାଁ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ଦେଓଗାଁ ପୋଲିସ
Read More...

ମାଁ ସମଲେଶ୍ୱରୀ ରୋଷେୟା ସଂଘର ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ରୋଷେୟାମାନଙ୍କୁ ନେଇ ଗଠନ ହୋଇଥିବା ମାଁ ସମଲେଶ୍ୱରୀ ରୋଷେୟା ସଂଘର ନୂଆଖାଇ ଭେଟଘାଟ କାର୍ୟ୍ୟକ୍ରମ ହୋଇଯାଛି । ଏହି ଭେଟଘାଟ କାର୍ୟ୍ୟକ୍ରମରେ ଉପଦେଷ୍ଟା ବିଶ୍ୱମୟ ପୂଜାରୀ ସମସ୍ତଙ୍କୁ ନୁଆଁଖାଇର ଅଭନନ୍ଦନ ଦେବା
Read More...

ଜିଲା ଯାଦବ ସମାଜ ପକ୍ଷରୁ ଦୀପକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁର୍ଲା ସ୍ଥିତ ଭୀମସାର ରେ ବଲାଙ୍ଗିର ଜିଲାରୁ ପ୍ରଥମ କରି ପ୍ଲାଜମା ଦାନ କରଥିବା ଦୀପକ କୁମାର ବାଗଙ୍କୁ ଜିଲା ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ଯାଦବ ଭବନ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ତାଙ୍କୁ ଯାଦବ ସମାଜ ପକ୍ଷରୁ
Read More...

ନରସିଂହଙ୍କ ଅଧ୍ୟକ୍ଷତାରେ ବିଧାନସଭା ବିଭାଗୀୟ ଗୃହ କମିଟି ବୈଠକ : ଶୋକ ପ୍ରସ୍ତାବ ଆଗତ ପରେ ଆଗାମୀ କାଲି ପର୍ୟ୍ୟନ୍ତ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟର ଭିଡିଓ କନ୍‌ଫରେନ୍ସ ହଲ୍ ରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟିର ବିଭାଗୀୟ ସବ୍ କମିଟି ୬ର ବୈଠକ ଅନୁଷ୍ଠିତ ହୋଇଯାଇଛି । ହସ୍ତତନ୍ତ, ବୟନ, ସମବାୟ ଏବଂ ଖାଉଟି କଲ୍ୟାଣ
Read More...

କଂଗ୍ରେସର ବନ୍ୟା ସହାୟତା ଓ ସମନ୍ୱୟ କମିଟି ଗଠିତ : ନରସିଂହଙ୍କ ଅଧ୍ୟକ୍ଷତାରେ ହେଲା ପ୍ରଥମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ପୂର୍ବରୁ ଓଡିଶାରେ ହୋଇଯାଇଥିବା ପ୍ରବଳ ବନ୍ୟା ଓ ତା ଦ୍ୱାରା ଲୋକେ ସମ୍ମୁଖୀନ ହୋଇଥିବା କ୍ଷୟ କ୍ଷତି ଭରଣା, ବନ୍ୟା ପ୍ରପିଡିତଙ୍କୁ ସହାୟତା ତଥା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ କିପରି ସାହାଯ୍ୟ କରୁଛନ୍ତି ତଥା
Read More...

ବୌଦ୍ଧର ରାମେଶ୍ୱର ବିହାର କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ସହରରେ କରୋନା ତାର କାୟା ବିସ୍ତାର କରି ଚାଲିଛି । କିଛି ଦିନ ହେଲା ନିୟମିତ ଅନେକ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ଆଜି ବୌଦ୍ଧ ସହରରେ ୧୪ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ସେଥିପାଇଁ
Read More...

ଲୋଇସିଂହା ବିଧାୟକଙ୍କ ବିରୋଧରେ ନାରାବାଜି ପୂର୍ବକ ଭିଡିଓ ଭାଇରାଲ : ବିଜେପି ପକ୍ଷରୁ ଥାନାରେ ଏତାଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଷୀଙ୍କ ଫସଲ ବୀମା ରାଶି ଓ ସାର କଳାବଜାର କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବଲାଙ୍ଗିର ଜିଲା ଆଗଲପୁର ଅଞ୍ଚଳର କେତେକ ଚାଷୀ ଆଗଲପୁର ଡୁଡୁକା ବ୍ଲକ କାର୍ୟ୍ୟାଳୟ ଆଗରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଲୋଇସିଂହା ବିଧାୟକଙ୍କ ବିରୋଧରେ
Read More...

ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ପରିବର୍ତ୍ତନକୁ ଏଆଇଡିଏସଓ ର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ପରିବର୍ତ୍ତନ କରିବା ପାଇଁ ରାଜ୍ୟ କ୍ୟାବିନେଟର ଅନୁମୋଦନକୁଏ.ଆଇ.ଡି.ଏସ.ଓ ଓଡିଶା ରାଜ୍ୟ କମିଟି ତରଫରୁ ଦୃଢ ବିରୋଧ କରାଯାଇଛି । ଏ.ଆଇ.ଡି.ଏସ.ଓ ଓଡିଶା ରାଜ୍ୟ ପରିଷଦ ସଭାପତି ଗଣେଶ ତ୍ରିପାଠୀ ଓ ସଂପାଦକ ସୁବାସ ନାୟକ ଏକ ପ୍ରେସ
Read More...

ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡି.ପି.ମହାପାତ୍ରଙ୍କୁ ସାକ୍ଷାତ କରି ଆଗାମୀ ଦିନରେ ହେବାକୁ ଥିବା +୩ର ଷଷ୍ଠ ସେମିଷ୍ଟାର ଓ ପିଜି.ର ଚତୁର୍ଥ ସେମିଷ୍ଟାର ପରୀକ୍ଷା ବିଷୟରେ ଆଲୋଚନା
Read More...