ସ୍ଵଚ୍ଛ ଭାରତ ମିଶନ ଯୋଜନା ବାଟବଣା
ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ. ଅନ୍ତର୍ଗତ ଦାବରି ଗାଁରେ ସ୍ଵଚ୍ଛ ଭାରତ ମିଶନ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଗାଁର ଟୀକେଶ୍ଵର କୁଅଁରଙ୍କ ପରିବାର ପାଇଁ ତିଆରି ହୋଇଛି ୫ଟି ଶୌଚାଳୟ । ପ୍ରାୟ ତିନି ବର୍ଷ ହେବ ଉକ୍ତ ଲେଟେରିନ ଗୃହ ଅସମ୍ପୂର୍ଣ୍ଣ ହୋଇ!-->…
Read More...
Read More...